ମଧ୍ୟାହ୍ନ ଭୋଜନରେ ଅନିୟମିତତା: ତାତିଲେ ଅଭିଭାବକ

ମାଲକାନଗିରି, ରାଜ୍ୟ ସରକାର କୁନି କୁନି ପିଲାମାନଙ୍କ ଶିକ୍ଷାଦାନ ସହ ବିଦ୍ୟାଳୟକୁ ପାଠ ପଢିବା ନିମନ୍ତେ ଆଗ୍ରହରେ ପିଲାମାନେ ଆସିବେ ଏନେଇ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ବାସ୍ତବ ଓଲଟା ଚିତ୍ର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା…

ଛାତ୍ରଛାତ୍ରୀଙ୍କ ପାଇଁ ଆଶାର କିରଣ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଜ୍ୟୋତି ଫେଲୋସି୍‌

ଯୋଡ଼ା, କେନ୍ଦୁଝର ଜିଲ୍ଲା ଗୁଆଲି ଗ୍ରାମର ଆଶା ନାଏକଙ୍କ ପରିବାର ଅତ୍ୟନ୍ତ ଦୁର୍ଦ୍ଦିନରେ ଜୀବନ କାଟୁଥିଲା । ଘରର ଅବସ୍ଥା ବହୁତ ଖରାପ ଥିବାରୁ ପାଠପଢ଼ା ଛାଡ଼ି କିଛି କାମଧନ୍ଦା କରି ପରିବାରକୁ ସାହାର୍ଯ୍ୟ କରିବାକୁ ଭାବୁଥିଲେ ଆଶା । ତାଙ୍କ ବାପା, ଭୀଷଣ ଦେହ ଖରାପ ହେବାରୁ ପାଞ୍ଚ ବର୍ଷ ପୂର୍ବେ…

ସପ୍ତାହ ଭିତରେ ରେଳମନ୍ତ୍ରୀଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ବାଲେଶ୍ୱରରେ ବଖାଣିଲେ ମୋଦିଙ୍କ ସଫଳତା

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ସହ ଆରମ୍ଭ କରିଥିଲେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ । ବାଲେଶ୍ୱର ଗୋପୀନାଥପୁର- ନୀଳଗିରି ମେମୁ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ନୀଳଗିରିରୁ ବେତନଟୀ ରେଳ ଲାଇନ୍ ପାଇଁ…

୬ ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ ସ୍କୁଲ ଗଢ଼େ ଜାତିର ଭବିଷ୍ୟତ : ନବୀନ

ଭୁବନେଶ୍ୱର, ୫- ଟି ସ୍କୁଲ ରୂ ।ନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ମାଲକାନଗିରି, ବାଲେଶ୍ୱର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ରୂ ।ନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ…

ପରିକ୍ରମା ପ୍ରକଳ୍ପ : ଶ୍ରୀକ୍ଷେତ୍ର ଉତ୍ସବମୁଖର ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି

ଭୁବନେଶ୍ୱର, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ । ଉତ୍ସବମୁଖର ହୋଇପଡ଼ିଛି ପୁରୀ । ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିଚହଳି ଲାଗି ରହିବା ସହିତ ଚାକଚକ୍ୟ ସାଜସଜ୍ଜାରେ ଝଲସୁଛି ଶ୍ରୀକ୍ଷେତ୍ର । ଆରମ୍ଭ ହୋଇଗଲାଣି…

IA ଏବଂ AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଅନୁଷ୍ଠିତ |

ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ IA&AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ 2024 ଆୟୋଜିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଅଞ୍ଚଳର ଟପ୍ ବ୍ୟାଡମିଣ୍ଟନ୍ ପ୍ରତିଭାମାନେ ଏକ ଉତ୍ସାହଜନକ ପ୍ରତିଯୋଗିତାରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ | ପୁରୁଷ ସିଙ୍ଗଲ୍ସ ବର୍ଗରେ,…

ବନ୍ଧା ହେଲେ ଭବିଷ୍ୟ କହୁଥିବା ଜ୍ୟୋତିଷ

ଭୁବନେଶ୍ୱର, ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାସ୍ତୁ ଦୋଷ ଦୂର କରିବା ସହ ଏବଂ ସନ୍ତାନ ପ୍ରାପ୍ତି। ଏଭଳି କଥାରେ ଅରାଜି ହେବାରୁ ମହିଳାଙ୍କୁ ଜ୍ୟୋତିଷ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ମାମଲାରେ ଜ୍ୟୋତିଷଙ୍କୁ ଗିରଫ କରିଛି ନୟାପଲୀ ଥାନା ପୋଲିସ। ମହିଳା ଜଣଙ୍କ ଥାନାରେ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଯୁବ ଦିବସ

ଭୁବନେଶ୍ୱର, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍‌ ୩ ନମ୍ବର ଗେଟ୍‌ ସମ୍ମୁଖ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାମକୃଷ୍ଣ ମିଶନ ଓ…

୩୦ ଲକ୍ଷ ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର, ଶୁକ୍ରବାର ଭୁବନେଶ୍ୱର ସାଇବର ଥାନାରେ ପୃଥକ ପୃଥକ ୩ଟି ମାମଲା ରୁଜୁ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତିମାନଙ୍କଠାରୁ ସାଇବର ଲୁଟେରାମାନେ ୩୦ ଲକ୍ଷ ଟଙ୍କା ନେଇଯାଇଛନ୍ତି। ଗୋଟିଏ ମାମଲାରେ ନାର୍କୋଟିକ୍‌ କାରବାର ପ୍ରସଙ୍ଗରେ ବ୍ଲାକମେଲ କରି ଜଣେ ସଫ୍ଟୱେର୍‌ ଇଞ୍ଜିନିୟରଙ୍କୁ…

ମଣିୁର ହିଂସା: ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର

ବିଷ୍ଣୁୁର: ଥମୁନି ମଣିୁର ହିଂସା। ଗୁଳିକାଣ୍ଡ ସହିତ ବୋମାମାଡ। ବଳି ପଡୁଛି ନିରୀହ ଜୀବନ। ଗତ ବୁଧବାର ଦିନ ଗୁଳିକାଣ୍ଡ ପରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ୪ ଜଣଙ୍କ ଗତକାଲି ମୃତଦେହ ଉଦ୍ଧାର। ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି…