ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ରଣଦୀପ୍‌

ମୁମ୍ବାଇ, ବଲିଉଡର ଅଭିନେତା ରଣଦୀପ ହୁଡା। ସେ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମ ମନ୍ଦିରର ସମାରୋହ ଆୟୋଜିତ ହେବାକୁଯାଉଛି। ଯେଉଁଥିରେ ଦେଶର…

ରହସ୍ୟଘେରରେ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ

ଦାଦନ ସର୍ଦ୍ଦାରର ଭୂମିକାକୁ ନେଇ ପ୍ରଶ୍ନବାଚୀ ଶୁଦ୍ଧିକ୍ରିୟା ପରେ ପୁଣି ଦାଦନ ଖଟିବାକୁ ପରିବାରକୁ ଧମକଚମକ ଏକମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ବେସାହାରା ପରିବାର ପାଟଣାଗଡ଼, ବେଲପଡା ବ୍ଲକ ଖଲଖଲି ଗାଁର ଦାଦନ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି। ତାଙ୍କୁ ହତ୍ୟା…

ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ ସ୍ଥାପନ

ପାରାଦୀପ, ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବି ଶିକ୍ଷାଦାନ ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ସେଲର ମିଣ୍ଟଲ ନିନ୍‌ ଷ୍ଟିଲ୍‌ ଇଣ୍ଡିଆ(ଏଏମ/ଏନ୍‌ଏସ୍‌ ଇଣ୍ଡିଆ) ନୁଆଗଡ଼ପଞ୍ଚାୟତର ହାଣ୍ଡିଆ ସ୍ଥିତ ବିଜୟଚନ୍ଦ୍ରୁର ପ୍ରାଥମିକ ବିଦ୍ୟାଳୟରେ ଏକ କମ୍ପ୍ୟୁଟର ଲ୍ୟାବ୍‌ ସ୍ଥାପନ କରିଛି। ଯାହା ଛାତ୍ରମାନଙ୍କ…

ଗ୍ରେଡ ପେ ବୃଦ୍ଧି ନେଇ ଅମଲା ସଂଘର ଦାବି

ନବରଙ୍ଗପୁର, ଓଡ଼ିଶା ରାଜସ୍ୱ ଅମଲା ସଂଘର ବହୁ ପ୍ରତୀକ୍ଷିତ ଦାବି ପୃଥକ ପାହ୍ୟା ରାଜ୍ୟ ସରକାର ପୂରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏବଂ ରାଜସ୍ୱ ଅମଲା ସଂଘର ମାର୍ଗଦର୍ଶକ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କୁ ଓଡିଶା ରାଜସ୍ୱ ଅମଲା…

ଜକର ପଞ୍ଚାୟତରେ ଗଡ଼ିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ବ୍ରହ୍ମୁର, ପ୍ରତ୍ୟକ ଓଡ଼ିଆଙ୍କ ସହଭାଗିତାରେ ବିଶ୍ୱନୟନ୍ତାଙ୍କ ଐତିହାସିକ ପରିକ୍ରମା ପ୍ରକଳ୍ପ ଲୋକାପଣ ଉତ୍ସବକୁ ପୂର୍ଣ୍ଣାଙ୍ଗ କରିବା ଉଦ୍ଦେଶ୍ୟରେ ଶନିବାର ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ଅର୍ପଣ ରଥ। ଏହି ପରିପ୍ରେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ…

ପିଲାଙ୍କୁ ପାଠ ପଢ଼ାଉ ପଢ଼ାଉ ଟଳି ପଡ଼ିଲେ ଶିକ୍ଷକ

ପିଲାଙ୍କୁ ପାଠ ପଢ଼ାଉ ପଢ଼ାଉ ଟଳି ପଡ଼ିଲେ ଶିକ୍ଷକ କୋକସରା, ଜଣେ କର୍ମଠ ଓ ନିଷ୍ଠାପର ଶିକ୍ଷକ ଭାବେଶିକ୍ଷକ ମହଲରେ ପରିଚିତ ଥିବା ଜଣେ ଶିକ୍ଷକ ଶ୍ରେଣୀ କୋଠରୀରେଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସମୟରେ ହଠାତ୍‌ ଅସୁସ୍ଥ ହୋଇପଡି ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।…

କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

କେନ୍ଦ୍ରାପଡ଼ା, ଦକ୍ଷତା ବିକାଶ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡା ସ୍ୱୟଂଶାସିତ ମହବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ…

ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ

ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ ଖୋର୍ଦ୍ଧା, ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତାଦଳର ସଂଗଠନକୁ ସଶକ୍ତ ଓ ଗତିଶୀଳ କରିବା ପାଇଁ ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମଆଧାରରେ ପ୍ରତି ପଞ୍ଚାୟତ ଭଳି ନନ୍ଦପୁର ଗ୍ରାମ ପଞ୍ଚାୟତର ପ୍ରତେକ ୱାର୍ଡରୁ ପ୍ରାୟ ୧୭୦ରୁ ଊଦ୍ଧ୍ୱର୍ ବିଜେଡି ଛାମୁଆ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିିଟି ହତ୍ୟା

ବୌଦ୍ଧ, ବୌଦ୍ଧ ଥାନା ହରଭଙ୍ଗା ବ୍ଳକ ଅର୍ନ୍ତଗତ ସାମ୍ପୋଚ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଦୁଇଭାଇ ଜଣେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟାକରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାମ୍ପୋଚ ଗ୍ରାମର ସତ୍ୟନାରାୟଣ ସ୍ୱାଇଁ ବୋଲି…

ବେଆଇନ୍‌ ଭାବେ ଚାଲାଣ ୧୧ ଜଣ ଶ୍ରମିକ ଉଦ୍ଧାର

ବଲାଙ୍ଗିର, ବେଆଇନ୍‌ ଭାବେ ଚାଲାଣ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡ଼ିିଓ ତୋଫାନ ବାଗ। ବେଲପଡ଼ା ପଟୁ ଏକ ବସ୍‌ ଯୋଗେ ଜଣେ ଦାଦନ ସର୍ଦ୍ଦାର ବେଆଇନ ଭାବେ…