ଚମ୍ପା ଘାଟିରେ ଓଲଟିଲା ପିକ୍‌ଅପ :୨୧ ଆହତ

ପାରଳାଖେମୁଣ୍ଡି,ଗଜପତି ଜିଲା ଆର, ଉଦୟଗିରି ଚମ୍ପା ଘାଟିରେ ସୋମବାର ରାତି ପ୍ରାୟ ସାଢେ଼ ୮ଟାରେ ଏକ ପିକ୍‌ଅ ପିକ୍‌ଅପ୍‌ ଭ୍ୟାନ ଓଲଟି ପଡ଼ିବାରୁ ୨୧ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଆର୍‌, ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ସ୍ୱାମୀଙ୍କ କବାଡ଼ି ଟିମକୁ “ଚିୟର୍‌’ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ, ସଂପର୍କରେ ଫାଟ ଖବର ଭିତରେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଶଶୁର ଅମିତାଭ ବଚ୍ଚନଙ୍କ ସହ ମିଶି ସ୍ୱାମୀ ଅଭିଷେକ ବଚ୍ଚନଙ୍କ କବାଡ଼ି ଟିମ୍‌ ପାଇଁ "ଚିୟର୍‌' କରୁଥିବାର ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କ ସହ ତାଙ୍କ ଝିଅ ଆରାଧ୍ୟା ଓ ଅଭିଷେକଙ୍କୁ ବି ଦେଖିବାକୁ…

ଚେୟାରରେ ବସି ବିତର୍କ କରିବାକୁ ଆଇନଜୀବୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଭାରତ ଗସ୍ତ ପାଇଁ ଖବରରେ ଥିଲେ। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବେଳେବେଳେ ସେ ନରମ ରୁହନ୍ତି ଏବଂ ବେଳେ ବେଳେ ସେ…

ପିଶାଚୀ ପାଲଟିଲା ଉଚ୍ଚଶିକ୍ଷିତା ମା’ ୪ ବର୍ଷର ପୁଅକୁ ଗୋଆରେ ହତ୍ୟା

ନୂଆଦିଲ୍ଲୀ,ମାତୃତ୍ୱରେ ରକ୍ତଛିଟା। ନିଜ କୋଳକୁ ରକ୍ତରଞ୍ଜିତା କଲା ଉଚ୍ଚ ଶିକ୍ଷିତା ମା’। ୪ ବର୍ଷର ନିଷ୍ପାପ ପୁତ୍ରକୁ ଗୋଆ ହୋଟେଲରେ ହତ୍ୟା କରି ଟ୍ୟାକ୍ସିରେ ବେଙ୍ଗାଲୁରୁ ପଳାଇ ଯାଉଥିଲା। ମମତାମୟୀ ମା’ ପାଲଟିଗଲା ପିଶାଚୀନୀ। ତାଙ୍କୁ ନା ଅଟକାଇ ପାରିଲା ନିଜର ଖ୍ୟାତି ନା ବାତ୍ସଲ୍ୟମମତା।…

ବଢ଼ିବ ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କ ଦରମା

ଭୁବନେଶ୍ୱର, ଖୁବ୍‌ଶୀଘ୍ର ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସହ ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ବଢିବ। ଏନେଇ ନବରଙ୍ଗପୁରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି, ଆଶାଦିଦି, କମ୍ୟୁନିଟି ସେଣ୍ଟର, ଏମ୍ବିକେ ଓ ସିଆରପିଙ୍କ ଦରମା…

ଆକାଶପଥରେ ଯୋଡି ହେଲା ଲାଲଗଡ

ଏହା ପରେ ଆଜି ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବାପରେ ସାରା ରାଜ୍ୟର ଦୂରବର୍ତୀ ଅଂଚଳଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍‌ ଗୁରୁତ୍ୱୂର୍ଣ୍ଣ। ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଂଚଳରେ ପରିବ୍ୟାପ୍ତ…

ଓଏମ୍‌ସିକୁ ଜାତୀୟ ପୁରସ୍କାର

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ନୂଆଦିଲ୍ଲୀରେ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ ଉତ୍ସବରେ ଓଡ଼ିଶା ଖଣନିନିଗମ ପୁରସ୍କୃତ ହୋଇଛି। ରାଷ୍ଟ୍ରତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଲାଭ କରିଛି…

ଗାଁ ଦାଣ୍ଡରୁ ବଡ଼ଦାଣ୍ଡ

ସବୁଠୁ ଶୁଭୁଛି ଜୟଜଗନ୍ନାଥ ପୁରୀ, ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଇତି ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଏବେ ପୁରୀ ସହର ହୋଇଉଠିଛି ଚଳଚଞ୍ଚଳ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ…

ଏସସିବିରୁ ଡିସ୍‌ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ, ଏସସିବିରୁ ଡିସାର୍ଜ ହେଲେ ପଦ୍ମଶ୍ରୀକମଳା ପୂଜାରୀ। ଗତ ଜାନୁୟାରୀ ୫ ତାରିଖରେ ଚିକିତ୍ସା ପାଇଁ ଏସସିବି ମେଡିକାଲ ନ୍ୟୁ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏସସିବିରୁ ଡିସାର୍ଜ ହୋଇଛନ୍ତି। ପଦ୍ମଶ୍ରୀ କମଳା ପୂଜାରୀ କିଡନୀ…

ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ

ଭୁବନେଶ୍ୱର,ରାଜଧାନୀ ଭୁବନେଶ୍ୱର ସହିଦ ନଗର ତାରିଣୀ ବସ୍ତିରେ ଗୁଣି ଗାରେଡି ସନ୍ଦେହରେ ପରିବାରକୁ ଆକ୍ରମଣ। ୩୦ରୁ ୪୦ଜଣ ଲୋକ ସଂଘବଦ୍ଧ ଭାବେ ପୁରା ପରିବାରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ମାଡ଼ମାରି ମୁହଁ ଫଟାଇବା ସହ ପରିବାରର ଝିଅକୁ ଦୁର୍ବ୍ୟବହାର ନେଇ ଶହୀଦନଗର ଥାନାରେ ଏତଲା…