ଶ୍ରୀମନ୍ଦିରରେ ନବାଙ୍କ ନୀତି

ପୁରୀ, ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୀମନ୍ଦିରରେ ନବାଙ୍କ ନୀତି ସମ୍ପନ୍ନ ହୋଇଛି । ଦ୍ଵିପ୍ରହର ଧୂପ ଶେଷ ହେବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ଆଜ୍ଞାମାଳ ପାଇବା ପରେ ରାମକୃଷ୍ଣ ଯୁଦ୍ଧ ମେଳନ ଯାତ୍ରା ପାଇଁ…

ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଲିଛି ବିଭିନ୍ନ ପୂଜାବିଧି : ଆଜିଠୁ ଯଜ୍ଞ

ପୁରୀ, ଉତ୍ସବମୁଖର ଶଙ୍ଖକ୍ଷେତ୍ର । ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟରେ ସବୁକାମ ସରିଛି । ଏବେ ୧୭ ତାରିଖକୁ ଅପେକ୍ଷା । ଏହି ଦିନ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥି ।ଇଁ ଗତ ୧୨ ତାରିଖରୁ ସନ୍ଧ୍ୟାରୁ…

ଝୁଲା ସାହିକୁ ବିକାଶ ଛୁଇଁନି

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧୀନରେ ଥିବା ପୁଟୁରୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଝୁଲାସାହି ଗାଁ । ଯେଉଁଠି ଏବେବି ସରକାରଙ୍କ ବହୁମୁଖୀ ବିକାଶ ଯୋଜନା ପହଞ୍ଚି ପାରିନି । ସ୍ୱାଧୀନତାର ୭୭ ବର୍ଷ ପରେ ବି ଗ୍ରାମବାସୀ ମୌଳିକ ସୁବିଧାରୁ…

ଗୋପାଳପୁରର ଅର୍ପଣ ରଥକୁ ସ୍ୱାଗତ

ବ୍ରହ୍ମପୁର, ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ ଅର୍ପଣ ରଥକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଚନ୍ଦପୁରୁ, ରଣ୍ଡା, ମାନ୍ଦରାଜପୁରୁ, ରାମଚନ୍ଦ୍ରପୁରୁ, କମଳାପୁରୁ ଓ…

ଜାତୀୟ ଯୁବ ଦିବସ ପାଳିତ

ଖୋର୍ଦ୍ଧା,ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ସହଯୋଗରେ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶ ଗଠନରେ ଓ ଜାତୀୟ ସଂହତି ସୁରକ୍ଷାରେ ଯୁବ ଶକ୍ତି ସମ୍ପର୍କରେ ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ…

ଜୀବନର ଦୋଛକିରେ ଅସହାୟ ଚରଣ

କେନ୍ଦୁଝର, ସମସ୍ୟା ଯେମିତି କେନ୍ଦୁଝରର ପିଛା ଛାଡ଼ିବା ପାଇଁ ନାରାଜ । ଏଠି ପାଣି ପବନର ସମସ୍ୟା, ରାସ୍ତା ଘାଟର ସମସ୍ୟା । ଯୁଆଡ଼େ ଦେଖିବ ଖାଲି ସମସ୍ୟା ହିଁ ସମସ୍ୟା । କିନ୍ତୁ ଜିଲ୍ଲା ପ୍ରଶାସନ ଆଖିରେ ଏହି ସବୁ ଦେଖା ଯାଉ ନାହିଁ କାହିଁକି ? ପ୍ରକୃତରେ ଦେଖା ଯାଉନି କି ଏ ସବୁ ଦେଖି ସାରିଲା…

ଖବର ଓଡିଶା ଫାଉଣ୍ଡେସନ ଦିବସ ପାଳନ କରେ |

ଯାଜପୁର ଜିଲ୍ଲାର ଏକ ଅଗ୍ରଣୀ ୱେବ୍ ଚ୍ୟାନେଲ୍ ଅନି ଆନ୍ତର୍ଜାତୀୟ ଖବର ଓଡିଶା ଏହାର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସକୁ ଶୁକ୍ରବାର ଦିନ ହୋଟେଲ ରୟାଲ୍ ପ୍ୟାଲେସ୍,ଯାଜପୁର ରୋଡରେ ପାଳନ କରିଛି | ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଚ୍ୟାନେଲ ବିଜେପି ଯୁବ ନେତା ଶ୍ରୀ ପୁଲିନ…

ପାତ୍ର ପଡାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର, ପାତ୍ରଡାସ୍ଥିତ ଏଏ କନ୍‌ଭେନସନଠାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଆଇନଜିବୀ ସୋମନାଥ ନାୟକ ସଭାପତିତ୍ୱ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିଥିଲେ…

୧୨ ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ରାଜ୍ୟସରକାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବଦଳି କରିଛନ୍ତି । ୧୨ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତଙ୍କୁ ଯାଜପୁର ଜିଲ୍ଲା କଳିଙ୍ଗନଗରରେ…

ଯୁବତୀଙ୍କ ମୃତଦେହ ଠାବ

ଟିଟିଲାଗଡ, ଆଜି ସକାଳୁ ଟିଟିଲାଗଡ ନିକଟସ୍ଥ ମନି ଗାଁ ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ ମୃତ ଦେହ ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି । ପାହାନ୍ତିଆ ସମୟରେ ଟ୍ରାକ ମେନ ମାନେ ଲାଇନ ଯାଞ୍ଚ କରୁଥିବା ବେଳେ ଏହି ମୃତ ଦେହ ଦେଖିବାକୁ ପାଇଥିଲେ ବୋଲି ସକାଳେ ଫାଟକରେ କାର୍ଯ୍ୟରତ ରେଳ କର୍ମଚାରୀ…