‘ନବୀନ ଓଡ଼ିଶା’ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ପଥ ପ୍ରଦର୍ଶକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ୱରରୁ…

ନିଶା ନିବାରଣ କେନ୍ଦ୍ରରେ ନିଆଁ: ୩୨ ଜୀବନ୍ତଦଗ୍ଧ

ତେହରାନ: ଡ୍ରଗ୍ସ ନିବାରଣ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ । ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଶ ୁ କ ୍ର ବ । ର ଇରାନ୍ର ଡ୍ରଗ୍ସରିହାବିଲିସନ ସେଣ୍ଟର(ଡ୍ରଗ୍ସ ନ ି ବ । ର ଣ କେନ୍ଦ୍ର)ରେ ଏହି ଭ ୟ ଙ୍କ ରଅଗ୍ନିକାଣ୍ଡ ଘଟିଛି ବୋଲି ଇରାନ ମିଡିଆରେ ଖବର…

ପାରା ଆଥଲେଟଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): ସଦ୍ୟସମାପ୍ତ ହାଙ୍ଗଝୁ ପାରା ଏସୀୟ କ୍ରୀଡାରେଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥ୍ଲେଟପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଅର୍ଥ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରାସଟଲର ପ୍ରମୋଦ ଭଗତଙ୍କୁ ୨ କୋଟି…

ୱାର୍ଲଡ ଫୁଡ ଇଣ୍ଡିଆ ପ୍ରଦର୍ଶନୀ ଉଦ୍ଘାଟିତ ଏସ୍ଏଚ୍ଜି ସଦସ୍ୟାଙ୍କୁ ୩୮୦ କୋଟିର ପୁଞ୍ଜି ସହାୟତା

ନୂଆଦିଲ୍ଳୀ,୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ "ୱାର୍ଲଡ ଫୁଡଇଣ୍ଡିଆ ୨୦୨୩' ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ଦିନିଆ କାର୍ଯ୍ୟକ୍ରମଆୟୋଜିତ ହେଉଛି । ଏହାର ଉଦେ୍ଦଶ୍ୟ…

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା!

ପୁରୀ,୩ା୧୧(ଡିକେ ନୁ୍ୟଜ): ଶ୍ରୀକ୍ଷେତ୍ର ଇତିହାସରେଯୋଡିହେବ ନୂଆ ଅଧ୍ୟାୟ । ଜାନୁଆରୀ ୧୭ତାରିଖରେହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜିର ଆଲୋଚନା ନେଇ କାଲିର ପରିଚାଳନା କମିଟି…

ଟାଟା ଷ୍ଟିଲ୍ ପକ୍ଷରୁ ୨ୟ ତ୍ରୈମାସିକ ଫଳାଫଳ ଘୋଷଣା

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଦେଶର ପ୍ରମୁଖ ଘରୋଇ ସଂସ୍ଥା"ଟାଟା ଷ୍ଟିଲ୍' ପକ୍ଷରୁ ଚଳିତ ଆର୍ଥିକବର୍ଷର ୨ୟ ତ୍ରୈମାସିକ ଫଳାଫଳଘୋଷଣା କରାଯାଇଛି । ବିଶେଷକରି ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧାଶେଷ ହୋଇଥିବା କମ୍ପାନୀ କାରବାର ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ଏପରିକି ଚଳିତ ଆର୍ଥିକ…

ସେମିକଣ୍ଡକ୍ଟର ହବ୍ରେ ପରିଣତ ହେବ ଓଡ଼ିଶା

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ଲାଗି "ଓଡ଼ିଶାଫର ସିଲିକନ-୨୦୨୩'ଆୟୋଜନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ବ୍ୟବସ୍ଥା ଗଢ଼ିତୋଳିବାରେ ଏହି କାର୍ଯ୍ୟକ୍ରମ ସହାୟକ…

ଓଡ଼ିଶାରେ ନିବେଶ ପାଇଁ କୋରିଆ କମ୍ପାନୀଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଭାରତରେ ସହଜ ବ୍ୟବସାୟବାତାବରଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । ନିବେଶକମାନଙ୍କଲାଗି ଶ୍ରେଷ୍ଠ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ତେଣୁ ରାଜ୍ୟର ସୂଚନା ପ୍ରଯୁକ୍ତି (ଆଇଟି) ଓ ଗ୍ରିନ ହାଇଡ୍ରୋଜେନ କ୍ଷେତ୍ରରେ ନିବେଶ କରିବାକୁ ଆଗେଇ ଆସିବା ଲାଗି କୋରିଆର…

ଏଣିକି ପୋଷ୍ଟ ଅଫିସରେ ବଦଳ ହେବ ୨ ହଜାର ଟଙ୍କିଆ ନୋଟ୍

ମୁମ୍ବାଇ: ଡାକ ଜରିଆରେ ଦୁଇହଜାର ଟଙ୍କିଆ ପଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ ଦିଆ ଯାଇଛି । ଦେଶର ଯେକୌଣସି ଡାକ ଘର ଜରିଅ ।ରେ ଲୋକ ମାନେ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟକୁ ୨୦୦୦ ଟଙ୍କିଆ ପଠାଇପାରିବେ । ସେମାନେ ଦେଇଥିବା ବ୍ୟାଙ୍କ ଖାତାରେ ସେହି…

ଆଇସିକୁ୍ୟସିରେ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ପୁରସ୍କୃତ

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଗୁଣାତ୍ମକ ପରିଚାଳନାରେଉକôର୍ଷତା ପାଇଁ ଅନ୍ତର୍ଜାତୀୟ କନଭେନସନ୍ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ (ଆଇସିକୁ୍ୟସି) ୨୦୨୩ରେ ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ ସାତୋଟି ସ୍ୱର୍ଣ୍ଣ ଏବଂଗୋଟିଏ ରୌପ୍ୟ ପୁରସ୍କାର ଜିତିଛି । ଚୀନ୍ର…