ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ

କୋଲକାତା,୫ା୧୧ : କୋଲକାତାର ଐତିହାସିକ ଇଡେନଗାଡେନ୍ସଠାରେ •ଲିଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହାସହିତ ଚଳିତ ବିଶ୍ୱକପରେ ନିଜର ଅପରାଜେୟ ଧାରା ଜାରିରଖିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନରଲକ୍ଷ୍ୟ ରଖିଥିଲା ଟିମ…

ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ

ନୂଆଦିଲ୍ଲୀ,: ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅଧୀନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଦେଶରm ୮୦…

ବ୍ୟାଙ୍କ ଅଫ୍‌ ବରୋଦା ଟିମ୍‌ ପକ୍ଷର ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସଫଳ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ବ୍ୟାଙ୍କ ଅଫ୍‌ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ ଇସ୍ରୋ ଅଧ୍ୟକ୍ଷ ଶ୍ରୀ ଏସ୍‌ ସୋମନାଥ ଏବଂ ତାଙ୍କ ବୈଜ୍ଞାନିକ ଟିମ୍‌କୁ ସମ୍ବର୍ଦ୍ଧିତ କରିଛନ୍ତି । ଦେବଦତ୍ତ ଚାନ୍ଦ, ବ୍ୟାଙ୍କର ଆଞ୍ଚଳିକ…

ଷ୍ଟେଟ ବ୍ୟାଙ୍କ ପ୍ରୋପର୍ଟି ଏକ୍ସପୋ ୨୦୨୩ ଉଦଘାଟିତ

ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଭୁବନେଶ୍ୱର ୟୁନିଟ୍‌ -୧ ସ୍ଥିତ ମୁଖ୍ୟ ଶାଖା ପ୍ରାଙ୍ଗଣରେ ୩ ନଭେମ୍ବରରୁ ୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ପ୍ରୋପର୍ଟି ଏକ୍ସପୋ -୨୦୨୩ ଆୟୋଜିତ ହୋଇଛି । ୩୦ ରୁ ଅଧିକ ଖ୍ୟାତିସମ୍ପନ୍ନ ବିଲଡରମାନେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ନୂତନ ତଥା…

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା

ବ୍ରହ୍ମପୁର, : ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ…

ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

ପାରଳାଖେମୁଣ୍ଡି, :ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅପରାହ୍ନରେ ଅନୁଷ୍ଠାନର ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି । ସମ୍ପାଦିକା ଅଧ୍ୟାପିକା…

ଫାଇଲେରିଆ ସର୍ବେକ୍ଷଣ : ୫୧ ଶିଶୁଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତର ରାଣୀପେଣ୍ଠ ଗ୍ରାମ ସ୍ଥିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିସରରେ ଥିବା ମଣ୍ଡପ ଠାରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ଫାଇଲେରିଆ ସର୍ବେକ୍ଷଣ…

ଦୁର୍ନୀତିର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଲୋଡ଼ା

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ୨୦୨୩ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଅଧିକାରୀ, କର୍ମ•ରୀ, ଶିକ୍ଷକ…

ଅବକାରୀ ଚଢ଼ାଉ; ୬ ଗିରଫ

ଆଠମଲ୍ଲିକ, : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି କିଶୋର ନଗର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି ଓ ବିଭାଗ ସୂତ୍ରରୁ ପ୍ରକାଶ ଯେ କଳମାଳକଟା ଗ୍ରାମର କୈଳାସ ସେଠୀଙ୍କ ଠାରୁ ୨୪ ଲିଟର, ଝିଙ୍କି ବାହଳ ଗ୍ରାମର ଝାରୁ ମିର୍ଦ୍ଧାଙ୍କ ଠାରୁ ୧୦ ଲିଟର, ଚମ୍ପା…

ଅଦିନିଆ ଝଡ଼ ବର୍ଷାରେ ବ୍ୟାପକ ଫସଲ ହାନୀ

ଗୋଲାମୁଣ୍ଡା,: ଅଦିନିଆ ବର୍ଷା ଓ ଝଡ଼ ଯୋଗୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବଡ଼ଚେରଗାଁ, ଉଛଲା ଓ ଚହକା ପଞ୍ଚାୟତର •ଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବା •ଷୀଙ୍କ ଅଭିଯୋଗ ହୋଇଛି । ଅନେକ •ଷୀଙ୍କ ଧାନ, କପା, ମୁଗ, ବିରି ଆଦି ଫସଲ ମାଟିରେ ମିଶି ଯାଇଥିବା ବେଳେ ଅଧିକାଂଶ ପନି ପରିବା…