ଖୁବ୍ କମ୍ ସମୟରେ କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ । ଖୁବ୍ କମ୍ ସମୟରେ ହେବ କାର୍ଯ୍ୟକ୍ଷମ । ହସିବ କ୍ଷେତ, ଦୂର ହେବ ଜଳକଷ୍ଟ । ଚୂଡ଼ାନ୍ତ ପର୍ଯ୍ୟାୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାମ । ପାହାଡ଼କୁ କାଟି ପାଣି ଆଣିବା ଛୋଟ କଥା ନୁହେଁ । ଏହା ଏକ ବୃହତ ପ୍ରକଳ୍ପ । ୧.୩…

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ । ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବ । ଏହି…

ପାକିସ୍ତାନ ସ୍ଥିତି ଅସମ୍ଭାଳ; ଆଡଭାଇଜରି ଜାରି କଲେ ବ୍ରିଟେନ, ଆମେରିକା ଓ କାନାଡ଼ା

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପାକିସ୍ତାନରେ ଆରମ୍ଭ ହୋଇଥିବା ହିଂସାତ୍ମକ ଘଟଣା ଉଗ୍ର ହେବାକୁ ଲାଗିଥିବା ବେଳେ ଏହା ଉପରେ ନଜର ରଖିଛନ୍ତି ବିଶ୍ୱର ବହୁ ଦେଶ। ଏପରିକି ଏପରି ସମୟରେ ସେଠାରେ ଫସି ରହିଥିବା ନିଜ ନାଗରିକଙ୍କ…

ଭଉଣୀର ଋତୁସ୍ରାବ ଦେଖି ଶାରୀରିକ ସଂପର୍କ ସନ୍ଦେହ କଲା ଭାଇ, ୧୨ ବର୍ଷର ଭଉଣୀକୁ ହତ୍ୟା କଲା ଭାଇ

ଯେଉଁ ଭଉଣୀ ନିଜର ରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା, ଆଜି ସେହି ହାତରେ ଭଉଣୀକୁ ହତ୍ୟା କରିଛି ଭାଇ । ମହାରାଷ୍ଟ୍ରରେ ଘଟିଥିବା ଏହି ଘଟଣା ଯୋଗୁଁ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ୧୨ ବର୍ଷର ଭଉଣୀର ଋତୁସ୍ରାବ ଦେଖି ହତ୍ୟା କରିଛି ୩୦ ବର୍ଷୀୟ ଭାଇ । ଖବର ମୁତାବକ, ୧୨…

ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ଦେଇପାରନ୍ତି…

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି ପ୍ରଧାନମନ୍ତ୍ରୀ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ…

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କଲା ପାକ୍…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ପାକ୍ ରେଞ୍ଜର୍ସ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି । ଏହି…

ଗୋଲ୍ଡମ୍ୟାନ ସ୍ୟାଚ୍‌ର ଆକଳନ: ୩୦ କୋଟି ନିଯୁକ୍ତି ଖାଇଯିବ ଏଆଇ, ୯୦% ନ୍ୟୁଜ ମେଶିନ ଲେଖିବ

ନୂଆଦିଲ୍ଲୀ : ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଚାଟ୍‌ଜିପିଟି କୁ ନେଇ ଚାରିଆଡେ ଚର୍ଚ୍ଚା । ଅଟୋମେଶନ, ରୋବଟ୍‌ ଏବଂ ହ୍ୟୁମାନଏଡ୍‌ ଆଗାମୀ ଦିନରେ ବୃହତ୍ତ ସଂଖ୍ୟକ ନିଯୁକ୍ତିକୁ ବାଦ୍‌ ଦେବ ବୋଲି ଆଶଙ୍କା କରାଯାଉଥିଲା । ତେବେ ବର୍ତ୍ତମାନର ଚାଟ୍‌ଜିପିଟି ଏବଂ ଜେନେରେଟିଭ…

ଘରେ ପଶିଲା ଦୁର୍ବୃତ୍ତ, ମା’କୁ ଧକ୍କା ମାରି ନାବାଳିକା ଝିଅର ତଣ୍ଟି କାଟିଦେଲା

ଘରେ ପଶି ନାବାଳିକାର ତଣ୍ଟିକାଟି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ। ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳିକା ଜଣଙ୍କ ହେଲେ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ। ତାଙ୍କୁ ୧୨ ବର୍ଷ…

ଆଜି ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲର ହେବ ଲୋକାର୍ପଣ

କଟକ : ଫାଇଭ-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଆଜି ଷଷ୍ଠ ଦିନ । ଆଜି ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ । କଟକ ଜିଲ୍ଲାର ୯୮ଟି ସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି ସ୍କୁଲ, ମାଲକାନାଗିରିର ୪୯ଟି ସ୍କୁଲ, ଯାଜପୁର ୭୩ଟି ସ୍କୁଲର ଲୋକାର୍ପଣ ହେବ ।…

DMD ରୋଗୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: DMD ବା ଡକ୍‌ନେ ମସ୍କ୍ୟୁଲାର୍‌ ଡେଷ୍ଟ୍ରୋଫି ରୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର। ଏଣିକି ଡିଏମ୍‌ଡି ଆକ୍ରାନ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ଡିଏମ୍‌ଡି ହେଉଛି ଏକ ଜିନ୍‌ଗତ ରୋଗ। ମାନବ ଶରୀରରେ ମାଂଶପେଶୀକୁ କାର୍ଯ୍ୟକ୍ଷମ ରଖୁଥିବା…