ଏଲନ ମସ୍କଙ୍କ ଘୋଷଣା, ଟ୍ୱିଟରରେ ନ୍ୟୁଜ୍ ପଢିବା ପାଇଁ ଏଣିକି ୟୁଜରଙ୍କୁ ଦେବାକୁ ପଡିବ ପଇସା

ଟ୍ୱିଟର ମାଲିକ ଏଲନ ମସ୍କ ମିଡିଆ ପ୍ରକାଶକଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି। ମସ୍କଙ୍କ ଅନୁସାରେ ଆଗାମୀ ମାସରୁ ଟ୍ୱିଟରରେ ନ୍ୟୁଜ ପଢିବା ପାଇଁ ୟୁଜରଙ୍କୁ ପଇସା ଦେବାକୁ ହେବ। ଏଲନ ମସ୍କଙ୍କ ଯୋଜନା ଅନୁସାରେ ଆଗାମୀ ମାସରୁ ୟୁଜରଙ୍କ ଠାରୁ ପ୍ରତି ଲେଖା ଆଧାରରେ ପଇସା ଅସୁଲ କରାଯିବ।…

ସମ୍ବଲପୁର ସହରରୁ ସଂପୂର୍ଣ୍ଣ ହଟିଲା କର୍ଫ୍ୟୁ କଟକଣା । ସେପଟେ ହିଂସାକାଣ୍ଡକୁ ନେଇ ଆସିଲା ନୂଆ ତଥ୍ୟ

ସମ୍ବଲପୁର ସହରରୁ ସଂପୂର୍ଣ୍ଣ ଭାବେ କର୍ଫ୍ୟୁ କଟକଣା ହଟିଛି । ଧନୁପାଲି ଥାନା ଓ ଟାଉନ ଥାନା ଅଂଚଳରୁ କର୍ଫ୍ୟୁକଟକଣା ଗତକାଲି ରାତି ୧୧ଟାରୁ ହଟିଛି । ପୂର୍ବରୁ ୪ଟି ଥାନା ଅଂଚଳରୁ କର୍ଫ୍ୟୁ କଟକଣା ହଟିଥିଲା । ଏବେ ସମ୍ବଲପୁର ସହରରେ ସ୍ଥିତି ସ୍ୱାଭାବିକ ହୋଇଛି । ହନୁମାନ ଜୟନ୍ତୀ…

ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଆଜି ଦ୍ବିତୀୟ ପର୍ଯ୍ୟାୟରେ କରିବେ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର: ଛତିଶଗଡରେ ଟ୍ରିବ୍ୟୁନାଲ ଟିମ୍ । ଆଜି ଦ୍ବିତୀୟ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ସହ ବିଶେଷଜ୍ଞ ଉପସ୍ଥିତ ରହିବେ । ଉଭୟ ରାଜ୍ୟର ଜଳ ସଂପଦ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ଶିବ୍‌ରିନାରାୟଣ, କଲମା ଭଳି ବହୁ…

ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର: ହେବ କି ବାତ୍ୟା ?

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ' ୫ ତାରିଖ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଶନିବାର ଭାରତୀୟ ପାଣିପାଗ ବିଭାଗ…

ଗାଈକୁ ଧକ୍କା ଦେବା ପରେ ‘ଭୋପାଳ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ସମ୍ମୁଖ ଭାଗ ନଷ୍ଟ

ନୂଆଦିଲ୍ଲୀ: ନୂଆକରି ଚଳାଚଳ ଆରମ୍ଭ କରିଥିବା ହଜ୍‌ରତ୍‌ ନିଜାମୁଦ୍ଦିନ୍‌-ରାଣୀ କମଳାପତି ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ ଗୁରୁବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ଗୋଆଲିୟର୍‌ ଷ୍ଟେସନ୍‌ ନିକଟରେ ଗୋଟାଏ ଗାଈକୁ ଧକ୍କା ଦେବା ଫଳରେ ତା'ର (ଟ୍ରେନ୍‌) ସମ୍ମୁଖ ଅଂଶ ନଷ୍ଟ…

ଗୋଟିଏ ଦିନରେ ବଢିଲା ୧୦ ବିଲିୟନ ଡଲାରର ସଂପତ୍ତି, ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ମେଟା ସିଇଓ

ନୂଆଦିଲ୍ଲୀ: ଗୁରୁବାର ଦିନ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି୧୦ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଫେସବୁକର ପ୍ରଭାବଶାଳୀ ତ୍ରୟ ମାସିକ ଫଳାଫଳ ଏବଂ ମେଟାର ସେୟାରରେ ପରବର୍ତ୍ତୀ ବୃଦ୍ଧି ଜୁକରବର୍ଗଙ୍କ ସମ୍ପତ୍ତିରେ ଏକ ବଡ଼ ପରିବର୍ତ୍ତନ ଦେଖା ଦେଇଛି। ମେଟା…

ଦେଶରେ ଆଉ ୭,୫୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖାଦେଇଛି। ଆଉ ୭ ହଜାର ୫୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪.୪୯ କୋଟିକୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା…

ଘୋଷଣା ହେଲା ଫିଲ୍ମଫେୟାର ଆଓ୍ଵାର୍ଡ ୨୦୨୩, ଗଙ୍ଗୁବାଇ କାଠିଆଓ୍ଵାଡ଼ି ଶ୍ରେଷ୍ଠ ଚଳଚିତ୍ର

ଘୋଷଣା ହୋଇଛି ୬୮ତମ ଫିଲ୍ମଫେୟାର ଆଓ୍ଵାର୍ଡ଼ । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଫିଲ୍ମକୁ ମିଳିଛି ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର । ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ ଗୋଟିଏ ପୁରସ୍କାର…

ଆପଣଙ୍କ ବୟସ ଅନୁସାରେ କେତେ ଓଜନ ରହିବା ଆବଶ୍ୟକ ?

ଜଣେ ମଣିଷ ପାଇଁ ସୁସ୍ଥ ଶରୀର ଯେତିକି ଆବଶ୍ୟକ ସଠିକ ଓଜନ ମଧ୍ୟ ସେତିକି ଆବଶ୍ୟକ । ତେବେ ସଠିକ ଓଜନ କଣ? ଜଣେ ମଣିଷ ଶରୀରର କେଉଁ ବୟସରେ ସଠିକ ଓଜନ କେତେ ରହିବା ଆବଶ୍ୟକ? ଆଜି ଆମେ ଆପଣଙ୍କୁ କହିବୁ ଏସମ୍ପର୍କରେ. ନବଜାତ ବା ସଦ୍ୟଜାତ ଶିଶୁ ପୁତ୍ରର ଓଜନ ୩.୩ କିଲୋଗ୍ରାମ ଓ…

ମୁମ୍ବାଇ ବିମାନବନ୍ଦରରେ ୧୦ କୋଟି ଟଙ୍କା ମୂଲ୍ୟର ସୁନା ଜବତ, ୧୮ ଜଣ ମହିଳା ଗିରଫ

ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ସୁନା ଚୋରା ଚାଲାଣ ରାକେଟକୁ ଠାବ କରି ୧୮ ଜଣ ସୁଦାନୀ ମହିଳା ତଥା ଜଣେ ଭାରତୀୟ ମହିଳାଙ୍କୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଛି। ମଙ୍ଗଳବାର ଦିନ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ଏବଂ…