କରୋନା: ୮ ରାଜ୍ୟକୁ ସତର୍କ କଲା କେନ୍ଦ୍ର

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୮ଟି ରାଜ୍ୟକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କହିଛନ୍ତି କେନ୍ଦ୍ର ସରକାର । ଏହି ରାଜ୍ୟଗୁଡ଼ିକ ହେଉଛି ଉତ୍ତର ପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ହରିଆଣାଓ ଦିଲ୍ଲୀ । ଏହି ରାଜ୍ୟଗୁଡ଼ିକର କିଛି ଜିଲ୍ଲାରେ କରୋନା…

ଜାଣନ୍ତୁ ଭାରତରେ ଆପଲ ଷ୍ଟୋର କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା,

ଭାରତରେ ଆପଲ ତାଙ୍କର ଦୁଇଟି ଅଧିକାରୀକ ଷ୍ଟୋର ଖୋଲିଛନ୍ତି। ଏଥିରେ ଗୋଟିଏ ମୁମ୍ବାଇରେ ଆପଲ ବିକେସି ହୋଇଥିବା ବେଳେ ଦ୍ୱିତୀୟଟି ଦିଲ୍ଲୀର ଆପଲ ସାକେତ୍‌। ଏହି ଦୁଇଟି ଷ୍ଟୋରକୁ ମ୍ୟାନେଜ୍ କରିବା ପାଇଁ କମ୍ପାନୀ ମୋଟ ୧୭୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରିଛି। ଏହି ଷ୍ଟୋର ଦୁଇଟିରେ ନିଯୁକ୍ତ…

ଓଡ଼ିଶା ସ୍କିଲ୍ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ ।  କାଉନସିଲ ସହ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆର ସ୍ବତନ୍ତ୍ର ଆଲୋଚନା ରହିଛି । ଡ୍ରୋନ୍ ନିର୍ମାଣର ଆଧୁନିକ ଜ୍ଞାନ କୌଶଳ ଓ ଡ୍ରୋନ୍ କେମିତି ଲୋକଙ୍କୁ ସୁବିଧା ଯୋଗାଇବ ଏନେଇ ସ୍ବତନ୍ତ୍ର…

କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଗୁଇନ୍ଦା ବିଭାଗର ଛାନଭିନ୍

: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଧମକପୂର୍ଣ୍ଣ ଚିଠି ମିଳିଛି । ବିଜେପି ରାଜ୍ୟ କାର୍ଯ୍ୟଳୟକୁ ଏହି ଚିଠି ଆସିଛି । ଏନେଇ ସୂଚନା ପାଇବା ପରେ କେରଳ ପୋଲିସ ଓ ଗୁଇନ୍ଦା…

ଭାଇଜାନଙ୍କୁ ଭେଟିବା ପୂର୍ବରୁ ବାଧ୍ୟତାମୂଳକ ହେଲା ଏହି ସବୁ ନିୟମ

ବିପଦରେ ଭାଇଜାନଙ୍କ ଜୀବନ ! ବଲିଉଡର ଭାଇଜାନ ସାଲମାନଙ୍କୁ ହତ୍ୟା ଧମକକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ତେବେ ଥରେ ନୁହେଁ, ସାଲମାନଙ୍କ ବାରମ୍ବାର ଏପରି ଧମକ ମିଳିବା ପରେ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ମୁମ୍ବାଇ ପୋଲିସ। ଦ୍ୱିତୀୟ ଥର ଭାଇଜାନଙ୍କୁ ହତ୍ୟା ଧମକ ମିଳିବା ପରେ…

ସମୀକ୍ଷା ହେବ ଲୋକଙ୍କ ମତାମତ : ପରଖାଯିବ ‘ମୋ-ସରକାର’ର କାର୍ଯ୍ୟ

ଭୁବନେଶ୍ବର : ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାଂଶ ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଉଛନ୍ତି। ଏହାସତ୍ତ୍ବେ କେତେକ ବିଭାଗରେ ଶାସନ ବାଟବଣା ହେଉଛି, ଲୋକେ ସରକାରୀ ସହାୟତା ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଚାଷୀ ଋଣ ନପାଇ ହନ୍ତସନ୍ତ ହେଉଥିବାବେଳେ…

ଓଡ଼ିଆ ନବବର୍ଷରେ କମିଲା ସୁନା ଦର, ଆଜି ହିଁ କିଣିଆଣନ୍ତୁ

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର। ସୁନା ଦରରେ ବର୍ତ୍ତମାନ ଦେଖାଦେଇଥିବା ବଡ଼ ଧରଣର ବୃଦ୍ଧି ଯୋଗୁ ସୁନା ବଦଳ ବଢିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ…

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ l ଆଜିର ଦିନଟି ଆମ ଓଡ଼ିଆ ମାନଙ୍କ ନବବର୍ଷ ଭାବରେ ପାଳନ କରାଯାଇ ଥାଏ l ବର୍ଷର ୧୨ ଟି ମାସରେ ବାର ଟି ସଂକ୍ରାନ୍ତି ପଡିଥାଏ l ବୈଶାଖ ମାସର ସଂକ୍ରାନ୍ତି ଦିନ କୁ ମହାବିଷୁଭ ସଂକ୍ରାନ୍ତି ଭାବରେ ପାଳିତ ହୋଇଥାଏ ଏହିଦିନ…

ଏହା ଗୋଟିଏ ନୂଆ ଭାରତ: ଚାଇନାକୁ ସତର୍କ କରାଇଲେ ଜୟଶଙ୍କର

ସୀମା ବିବାଦ ଭିତରେ ଚାଇନାକୁ ଆଜି ବେଶ ଚମତ୍କାର ଢଙ୍ଗରେ ଚେତାବନୀ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଯେଉଁ ସବୁ ତତ୍ତ୍ୱ ବା ଫୋର୍ସଗୁଡ଼ିକ ଭାରତ ବିରୋଧରେ ସୀମା ପାର ଆତଙ୍କବାଦ କାର୍ଯ୍ୟ କରୁଥିଲେ, ସେମାନେ ଏବେ ଭଲ ଭାବେ ବୁଝି ଯାଇଛନ୍ତି ଯେ ଏହା ଏକ ନୂଆ ଭାରତ।…

ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକାକୁ ଭିଡିଓ କଲ କରି ଆତ୍ମହତ୍ଯା ଉଦ୍ଯମ

ବଲାଙ୍ଗୀର : ସୋଲେ ଫିଲ୍ମ ଷ୍ଟାଇଲରେ ପାଣି ଟାଙ୍କି ଉପରକୁ ଚଢିଗଲା ପ୍ରେମିକ, ପୁଣି ଭିଡିଓ କଲ କରି ଆତ୍ମହତ୍ୟା ପାଇଁ କରୁଥିଲେ ଉଦ୍ୟମ... ଦେଓଗାଁରେ ଗତକାଲି ସକାଳ ୧୦ ଟା ସମୟରେ ନିଜ ଗ୍ରାମରେ ଥିବା ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ ପ୍ରେମିକ ପ୍ରବର ପିଣ୍ଟୁ ହରିପାଲ ! ସୋଲେ ଫିଲ୍ମ…