ପାଣିପାଗ ! ୨୦୬୦ ଯାଏଁ ରହିବ ହିଟ୍ ୱେଭ୍ , ଭୟଭୀତ କରୁଛି ଆଇଏମଡି ର ଏହି ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୪୦ ବର୍ଷ ଯାଏଁ ହିଟ୍ ୱେଭ୍ ଜାରି ରହିବ । ହିଟ୍ ୱେଭ୍ ର ସମୟ ବା ଦିନ ଆହୁରି ବୃଦ୍ଧି ହେବ । ଆହୁରି ୧୨ ରୁ ୧୮ ଦିନ ବୃଦ୍ଧି ପାଇବ ବୋଲି ଆଇଏମଡି ପକ୍ଷରୁ ବୂର୍ବାନୁମାନ କରାଯାଇଛି । ମଙ୍ଗଳବାର ଦିନ ପ୍ରକାଶିତ ପାଣିପାଗ ବିଭାଗ (ଆଇଏମଡି) ର ଏକ ନୂତନ ରିପୋର୍ଟ…

ସାମାନ୍ୟ ବୃଦ୍ଧି ପାଇ ବନ୍ଦ ହେଲା ଭାରତୀୟ ସେୟାର ବଜାର, HDFC ଲାଇଫ୍‌ ସେୟାର ମୂଲ୍ୟ ସର୍ବାଧିକ ହ୍ରାସ

ନୂଆଦିଲ୍ଲୀ ୨୫/ ୦୪: ସପ୍ତାହର ଦ୍ବିତୀୟ କାରବାର ଦିନରେ ଭାରତୀୟ ସେୟାର ବଜାର ସାମାନ୍ୟ ବୃଦ୍ଧି ପାଇ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (BSE) ସେନସେକ୍ସ ସୂଚକାଙ୍କ ୭୫ ପଏଣ୍ଟ ବୃଦ୍ଧି ପାଇ ୬୦,୧୩୧ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (NSE) ନିଫ୍ଟି…

ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର, ୨୦୨୪ ବେଳକୁ ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ

ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି । ଏହି ନିକଟରେ ଚାରିଟିକୁ ମିଳିଛି ୨୫୦ କୋଟି ଟଙ୍କାର ଦାନ । ଭାରତ ବାହାରେ ପ୍ରଥମ ଥର ପାଇଁ ମନ୍ଦିର ନିର୍ମାଣ ସକାଶେ ଏତେ ବଡ଼ ରକମର ଦାନ କରାଯାଇଛି । ଓଡ଼ିଆ ଉଦ୍ୟେଗୀ…

ବିନା ସୁଧରେ ଚାଷୀ ପାଇବେ ଋଣ

ବିନା ସୁଧରେ ଚାଷୀ ପାଇବେ ଋଣ । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀ ମାନଙ୍କୁ ଏହି ସୁଧ ରିହାତି ପ୍ରଦାନ କରାଯିବ । ୪୪୧. ୮୨ କୋଟି ଟଙ୍କା…

ବିଜେଡି ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’

ଭୁବନେଶ୍ୱର : ଲୋକାର୍ପିତ ହେଲା ବିଜେଡି କାର୍ଯ୍ୟାଳୟ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା, ତ୍ୟାଗ ଓ ସ୍ବାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ । ଭୁବନେଶ୍ବର…

ଆସନ୍ତା ଦୁଇ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବାବେଳେ ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ତାତିରେ ବ୍ରେକ୍ ଲାଗିବା ସହ କୋହଲା ପାଗ ଜାରି ରହିଛି ।…

ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଅଖିମୁଠି ଅନୁକୂଳ । ଚାଷୀଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ ସହ ଏହି ପବିତ୍ର ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ ।…

ଆକ୍ସିସ ବ୍ୟାଙ୍କ FD ଉପରେ ପୁଣି ଥରେ ବଢ଼ାଇଲା ସୁଧହାର, ଏବେ ଗ୍ରାହକଙ୍କୁ ମିଳିବ ଜୋରଦାର ରିଟର୍ଣ୍ଣ

ଏଫଡ଼ି ଉପରେ ବଢ଼ିଲା ସୁଧ ହାର । ଆକ୍ସିସ ବ୍ୟାଙ୍କ ଆଣିଲା ବହୁତ ବଡ଼ ଖୁସି ଖବର। ମାତ୍ର ଦୁଇ ବର୍ଷ ନିବେଶ କଲା ପରେ ଆପଣ ପାଇପାରିବେ ଜୋରଦାର ରିଟର୍ଣ୍ଣ। ଆକ୍ସିସ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଦେଇଛି ବଢ଼ିଆ ଖୁସି ଖବର। ଆପଣ ବି ଯଦି ଏହି ବ୍ୟାଙ୍କ ଗ୍ରାହକ ତେବେ ନିଶ୍ଚିତ ଭାବେ ଏହି…

ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମୋଟା ଅଙ୍କର ଆୟ

ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ। ଗୁଗଲର ସିଇଓ ମୂଳ ଭାରତୀୟ ୪୪ ବର୍ଷୀୟ ସୁନ୍ଦର ପିଚାଇଙ୍କୁ ୨୦୨୨ରେ ପ୍ରାୟ ୨୨୬ ମିଲିୟନ ଡଲାର ଅର୍ଥାତ୍‌ ୧୮.୫୪ ଅରବ ଟଙ୍କା ବେତନ ମିଳିଥିଲା। ଏହି ବେତନ…

ସୁନା ଦର ୬୦ ହଜାର ପାର

ସମ୍ପ୍ରତି ୧୦ ଗ୍ରାମ ପିଛା ସୁନା ଦର ୬୦,୦୦୦ ଅତିକ୍ରମ କରିଛି । ଉଚ୍ଚ ଦର ଯୋଗୁ ଏଥର ଅକ୍ଷୟ ତୃତୀୟା ଫିକା ପଡ଼ିପାରେ । ଗହଣା ବ୍ୟବସାୟୀମାନଙ୍କ ଅନୁମାନ ମୁତାବକ, ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ବିକ୍ରି ୨୦% ହ୍ରାସ ଘଟିପାରେ । ସମ୍ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ଯୁକ୍ତ ସୁନା ଦର…