ଧମକପୂର୍ଣ୍ଣ ମେଲ୍ ପରେ ସଲମାନ ଖାନଙ୍କୁ Y+ ସୁରକ୍ଷା

ଧମକପୂର୍ଣ୍ଣ ମେଲ୍ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା । ହତ୍ୟା ଧମକକୁ ନେଇ ବାନ୍ଦ୍ରା ଥାନାରେ ଏତଲା ଦାଏର ହୋଇଥିବା ବେଳେ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଲମାନଙ୍କ ଆପାର୍ଟମେଣ୍ଟ ଗାଲାକ୍ସି ଆଗରେ ବ୍ୟାପକ ପୋଲିସ…

ଏପ୍ରିଲ ୭ରେ ପରଦାକୁ ଆସିବ ଡେ଼ଲିଭରୀ ବୟ

ଖୋର୍ଦ୍ଧା : ନୂଆ ଓଡ଼ିଆ ଚଳଚିତ୍ର ଡେ଼ଲିଭରୀ ବୟ ଟ୍ରେଲର ରିଲିଜ ପରେ ବଢୁଛି ଉତ୍‌କଣ୍ଠା । ଆଉ ଏହି ଉତ୍‌କଣ୍ଠାର ପୂର୍ଣ୍ଣଛେଦ ଟାଣିବାକୁ ଯାଉଛି ପ୍ରୟୋଜନା ସଂସ୍ଥା । କାରଣ ଡେ଼ଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ । ଇନ୍‌ଫିସନ୍‌ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଂଜନ…

ଇତିହାସ ରଚିଲେ ଭାରତୀୟ ଟେନିସ୍‌ ଷ୍ଟାର ରୋହନ ବୋପନ୍ନା

ନୂଅ।ଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପନ୍ନା ବିଏମପି ପରିବାସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ନିଜ ଅଷ୍ଟ୍ରେଲିଅ। ସହଯୋଗୀଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି । ଏହାସହ ଏଟିପି ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟ ବିଜୟୀ ହେବାରେ ସବୁଠୁ ବୟସ୍କ ଖେଳାଳି…

ସମସ୍ୟା ଘେରରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ, ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍‌: ରୋଗୀ ଭୋଗୁଛନ୍ତି ଯମ ଯନ୍ତ୍ରଣା

କେନ୍ଦୁଝର : କେନ୍ଦୁଝର ସହରରେ ବିଦ୍ୟୁତ ବିଭ୍ରାଟ ଲାଗି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାଇରିଆ ଓ ଟିବି ୱାର୍ଡର ରୋଗୀମାନେ ଅସହ୍ୟ ଗରମ ଅନ୍ଧାରରେ ଯମ ଯନ୍ତ୍ରଣା ଭୋଗିଥିବା ଦେଖିବାକୁ ମିଳିଛି । ଚିକିତ୍ସାଳୟ କାନ୍ଥକୁ ଲାଗିଛି ଶବ ବ୍ୟବଚ୍ଛେଦ ଗୃହ ଆଉ ଗୋଟେ ପାଖେ ଅଳିଆ ଆବର୍ଜନା…

ପିଡିଏସ୍‌ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ

ଭଦ୍ରକ : ପିଡିଏସ୍‌ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ୍‌ ଚାଉଳ । ଖାଦ୍ୟ ଉପଯୋଗୀ ହୋଇପାରୁନି ଚାଉଳ । ଏହି ନିମ୍ନମାନର ଚାଉଳ ନେଇ ହତାଶ ଗରିବ ହିତାଧିକାରୀ । ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ ନିର୍ଗୁଣ୍ଡି ପଞ୍ଚାୟତରୁ ଆସିଛି ଏପରି ଅଭିଯୋଗ । ସୂଚନା ଅନୁସାରେ ପଞ୍ଚାୟତରୁ ଜନୈକ ଡିଲରଙ୍କ…

ମଦ ଜବତ: ୩ ଗିରଫ

ପାରଳାଖେମୁଣ୍ଡି : ରାୟଗଡ଼ ଥାନା ଅଧିନ ଲାଞ୍ଜିପଦର ଛକରେ ଥିବା ମଦ ଦୋକାନମାଲିକଙ୍କ ଘରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଗଜପତି ଏସପି ସ୍ୱାତୀ ଏସ୍‌. କୁମାରଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଗତକାଲି ଏହି ଚଢାଉ ହୋଇଛି । ଲାଇସେନ୍ସପ୍ରାପ୍ତ ସରକାରୀ ବିଦେଶୀ ମଦ ଦୋକାନ ମାଲିକ…

୭୦ ହଜାର ଛୁଇଁବ ସୁନା ଦର!

ଭୁବନେଶ୍ୱର: ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ୱ ବଜାରରେ ସୁନା ଦର ବଢିଚାଲିଛି । ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି । ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି । ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ…

ବିଦେଶୀ ଗୁଇନ୍ଦା ପାରାଙ୍କୁ ଜଗିବ ଦେଶୀ ପାରା

ଭୁବନେଶ୍ୱର : ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବା ପାଇଁ ଆମ ଦେଶୀ ପାରାଙ୍କୁ ତାଲିମ ଦିଆଯିବ । ଓଡ଼ିଶା ପୋଲିସର ପିଜିଅନ ସର୍ଭିସ ପକ୍ଷରୁ ପାରାଙ୍କୁ ତାଲିମ ଦିଆଯିବା ପରେ କାମରେ ଲଗାଯିବ । ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ପାରା ଖବର ଦେବା ନେବା କାମ କରିବା ସହ ଶତ୍ରୁଦେଶର ସନ୍ଦିଗ୍ଧ ପାରାକୁ…

ୟୁକ୍ରେନ୍‌ ୱାର ଜୋନ୍‌ରେ ପୁଟିନ

ନୂଆଦିଲ୍ଲୀ : ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ମାଟିରୁ ପୁଟିନଙ୍କ ହୁଙ୍କାର । ପ୍ରଥମ ଥର ପାଇଁ ୟୁକ୍ରେନ ୱାର ଜୋନରେ ରୁଷ ରାଷ୍ଟ୍ରପତି । ଦକ୍ଷିଣ ୟୁକ୍ରେନର ମାରିୟୁପୁଲକୁ ସରପ୍ରାଇଜ ଭିଜିଟ । ଦକ୍ଷିଣ ୟୁକ୍ରେନର ବନ୍ଦର ସହର ମାରିୟୁପୁଲକୁ କବଜା କରିଛି ରୁଷ୍‌ । ହେଲିକପ୍ଟର ଯୋଗେ ସେଠାରେ…

ଆଉ ଦୁଇଦିନ ଝଡ଼ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପଶ୍ଚିମ ଝଡ଼ର ପ୍ରଭାବ । ଆସନ୍ତା ୨ ଦିନ ରାଜ୍ୟରେ ବିଜୁଳି, ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକାଂଶ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଓ…