ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୩ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମମତା । ସେଠାରୁ ପୁରୀ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ…

ଲୋକାରଣ୍ୟ ଗଞ୍ଜାମର ମା’ ତାରାତାରିଣୀ ପୀଠ

ଗଞ୍ଜାମ:  ଆଜି ପବିତ୍ର ଚୈତ୍ରମାସର ଦ୍ବିତୀୟ ମଙ୍ଗଳବାର । ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ମାଆଙ୍କୁ ଦର୍ଶନ କରିବାକୁ ଲାଗିଛି ଭକ୍ତଙ୍କ ଗହଳି । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚାଲିଛି ଚୈତ୍ର ଯାତ୍ରା । ସକାଳୁ ସକାଳୁ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଲାଗିଛି…

ପ୍ରଥମେ ପ୍ରେମ, ପରେ ବାହା ହେବାର ପ୍ରତିଶୃତି, ପରେ ଧୋକା ଦେଇ ଶେଷରେ ଗର୍ଭବତୀ

ଏହି ଯୁବତୀ ଜଣଙ୍କୁ କିପରେ ଏକାକି ବସଷ୍ଟାଣ୍ଡର ବହି ବାହୁନି ବାହୁନି କାନ୍ଦୁଛି। ହେଲେ ଦିନେ କି ଦୁଇଦିନ ନୁହଁ ପାଖାପାଖି ଚାରିଦିନ ହେଲା ଏଭଳି କାନ୍ଦୁଛି। ଆଉ ଖୋଜୁଛି ତାର ପ୍ରେମିକକୁ। ଯିଏକି ତାକୁ ଭଲପାଇ ବିବାହର ପ୍ରତିଶୃତି ଦେଇ, ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରି…

ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସମ୍ମିଳନୀ

ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ପ୍ରଣ୍ଟର ଜିଲ୍ଲା ସମ୍ମିଳନୀ ଅନୁଗୋଳ ର ପ୍ରଶାନ୍ତି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀ ରେ ଅନୁଗୋଳ ଜିଲ୍ଲାର ସମସ୍ତ ବାର ଆସୋସିଏସନରୁ ସଦସ୍ୟ ଓ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ସମ୍ମିଳନୀ ରେ ଓଡ଼ିଶା ପ୍ରଦେଶର ବିଜେଡ଼ି…

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରଙ୍କ ଦାବି, ଓଡ଼ିଶାରେ ସ୍ଥାପନା ହେଉ NITTR

ଲୋକସଭାରେ ଦାବି ଉପସ୍ଥାପନା କଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଓଡ଼ିଶାରେ NITTR ସ୍ଥାପନା ନେଇ ଗୃହରେ ଦାବି କରିଛନ୍ତି । ସାଂସଦ ଶ୍ରୀ ସାହୁ ଦର୍ଶାଇଛନ୍ତି, ଓଡ଼ିଶାରେ ୩୪ଟି ସରକାରୀ ଓ ୧୨୪ଟି ଘରୋଇ ପଲିଟେକନିକ ସଂସ୍ଥା ରହିଛି । ରାଜ୍ୟରେ ଥିବା ଏହି ପଲିଟେକନିକ ଗୁଡ଼ିକ ପାଇଁ…

ସୁସ୍ଥ ହୋଇନାହାନ୍ତି ଶ୍ରେୟସ ଆୟର, କିଏ ହେବ କୋଲକାତା ଟିମର ଅଧିନାୟକ?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଅହମଦାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଖେଳ ସମୟରେ ପିଠିରେ ଯନ୍ତ୍ରଣା ଯୋଗୁଁ ମ୍ୟାଚରୁ ବାଦ୍‌ ପଡିଥିଲେ । ଏହା ପରେ ସେ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ । ତେବେ ଅ ।ଗାମୀ ଆଇପିଏଲ୍‌ ସିଜନ ପାଇଁ ଶ୍ରେୟସ ଫିଟ୍‌ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ…

ରାଜଧାନୀରେ କୁଆପଥର ସହ ପ୍ରବଳ ବର୍ଷା

ରାଜଧାନୀରେ ବର୍ଷା। କୁଆପଥର ସହ ପ୍ରବଳ ବର୍ଷା। ମଧ୍ୟାହ୍ନରେ ଥିଲା ଖରା। କିନ୍ତୁ ଅପରାହ୍ମରେ ହଠାତ ବଦଳିଗଲା ପାଣିପାଗ। ଆକାଶରେ ମେଘ ଘୋଟିବା ସହ ମାଡି ଆସିଥିଲା ବର୍ଷା। କୁଆପଥର ସହ ହଠାତ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶା ସହ ବିଭିନ୍ନ…

ଲାଲବାହିନୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ

ଛତିଶଗଡ଼ ; ଉପସ୍ଥିତି ଜାହିର କଲେ ଲାଲବାହିନୀ । ପୁଣି ବଡ଼ ଧରଣର ଲଙ୍କାକାଣ୍ଡ । ଡର୍ଜନ ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକକାଳୀନ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି…