ନିଆଳୀ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳୀ: ନିଆଳୀ କଣ୍ଟାପଡ଼ାରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ନାହାକପୁର ପଞ୍ଚାୟତ ଗୁଣାଦୋଳ ଗାଁର ପଞ୍ଚାନନ ଚୌଧୁରୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ସପ୍ତାହେ ପୂର୍ବରୁ ଦୁଇ ଦିନରେ ସେହି ସାହିରୁ ମରିଥିଲେ ୨୬ଟି…

ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ

ଚେନ୍ନାଇ: ଆଜି ଭାରତ- ଅଷ୍ଟ୍ରେଲିଆ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି । ୩ ଟିକିଆ ସିରିଜ ୧-୧ରେ ବରାବର ରହିଥିବାବେଳେ ଆଜି ମ୍ୟାଚ ଜିତି ଉଭୟ ଦଳ ସିରିଜ ବିଜୟ ଲାଭ କରିବାକୁ ଚେଷ୍ଟା କରିବେ । ଆଜି ଶେଷ ଦିନିକି   ଚେନ୍ନାଇରେ ଦିନ ସାଢେ ଗୋଟାଏରେ ଖେଳାଯିବ । ଏହି ତିନି…

‘ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ, ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି’

ଭୁବନେଶ୍ୱର : ଆତ୍ମରକ୍ଷା ନୁହେଁ, ଆକ୍ରମଣ  । ଟେକାର ଜବାବ ପଥରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।  ଆଜି ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ଚୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ  ।…

ଶ୍ରୀକ୍ଷେତ୍ରରେ ବୁଲିଲା ପୁଣି ଖଣ୍ଡା, ୩ ଗୁରୁତର

ପୁରୀ:  ପୁଣି ପୁରୀରେ ବୁଲିଲା ଖଣ୍ଡା। ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଲିଛି ଖଣ୍ଡା । ଆକ୍ରମଣରେ ଉଭୟ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ…

ବିଧାନସଭାରେ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଗତ, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ । ତେବେ ଦୁର୍ନୀତି…

ନକ୍ସଲ-ପୋଲିସ ଗୁଳିବିନିମୟ, ମହିଳା ମାଓବାଦୀ ମୃତ

ମାଲକାନଗିରି : ଏନକାଉଣ୍ଟରରେ ମହିଳା ମାଓବାଦୀ ମୃତ। ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଗଙ୍ଗଲୁର ଜଙ୍ଗଲରେ ମାଓବାଦୀ ଲୁଚି ଥିବା ଖବର ପାଇ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ…

ପୁରୀ ଅଭିମୁଖେ ମମତା, ୨୩ରେ ନବୀନଙ୍କୁ କରିବେ ସାକ୍ଷାତ

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଛନ୍ତି ମମତା  । ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିମାନବନ୍ଦରରେ ସ୍ୱାଗତ କରିଥିଲେ  ।  ଏହା ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସିଧା ପୁରୀ…

ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା । ଟୁଇନସିଟିରେ ବର୍ଷା ପବନ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଚଣ୍ଡ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି…

ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍‌, ହେବ ‘ତୁ ଝୁଠି ମେଁ ମକ୍କାର’

ମୁମ୍ବାଇ : ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ । ପ୍ରଶଂସକଙ୍କ ହୃଦୟରେ ଏହି ଫିଲ୍ମ ବିଶେଷ ସ୍ଥାନ ହାସଲ କରିଛି । ପ୍ରଥମ ଥର ପାଇଁ ଉଭୟ ଏକାଠି ସ୍କ୍ରିନ୍‌ ସେୟାର କରିଛନ୍ତି । ଫିଲ୍ମ "ତୁ ଝୁଠି ମେଁ ମକ୍କାର' ବକ୍ସ ଅଫିସରେ ଚମକ୍ରାର ପ୍ରଦର୍ଶନ କରୁଛି…

ରୋହିତ-ଦ୍ରାବିଡଙ୍କୁ ଦିନେଶ କାର୍ତ୍ତିକଙ୍କ ଉପଦେଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଦିନିକିଅ । ଅନ୍ତର୍ଜାତୀୟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଏ ପର୍ଯ୍ୟନ୍ତ ତାଙ୍କୁ ୨୨ ଦିନିକିଆ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲେ ହେଁ ତାଙ୍କର ଖରାପ ଫର୍ମ ଦଳ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର…