ଓଡ଼ିଶାକୁ ଆସିବ ବଡ଼ ପୁଞ୍ଜି, ଜାପାନ ଯିବେ ନବୀନ

ଭୁବନେଶ୍ୱର : ବିଦେଶରୁ ଆସିବ ବଡ଼ ପୁଞ୍ଜି ନିବେଶ । ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପ୍ରଥମ ସପ୍ତାହରେ ଗସ୍ତ କରିବା ସମ୍ଭାବନା ରହିଛି । ଯଦିଓ ତାରିଖ ଘୋଷଣା ହୋଇନି କିନ୍ତୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଜାପାନ ଗସ୍ତରେ ଯାଇ ଟପ୍‌ ବିଜନେସ୍‌ ଟାଇକୁନଙ୍କୁ…

ଅମିତାଭ୍‌ ଆଣୁଥିବା ଶାଢୀ ଜୟାଙ୍କୁ ଆସୁନଥିଲା ପସନ୍ଦ

ମୁମ୍ବାଇ ଅମିତାଭ ବଚ୍ଚନଙ୍କୁ ଶତାବ୍ଦୀର ସୁପରହିଟ କୁହାଯାଏ । ଜୟା ବଚ୍ଚନଙ୍କ ସହ ଅମିତାଭ ବଚ୍ଚନଙ୍କର ପ୍ରେମ ବିବାହ ହୋଇଥିଲା ।ସାକ୍ଷାତକାରରେ ଜୟା ବଚ୍ଚନ ଅମିତାଭଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଅନେକ ଥର ଆଲୋଚନା କରିଛନ୍ତି । ଅମିତାଭ ଏବଂ ଜୟାଙ୍କ ବିଷୟରେ ରେଖାଙ୍କ ନାମ ନିଶ୍ଚିତଭାବରେ…

ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍‌ କ୍ରିକେଟ୍‌

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଏନେଇ ଚୂଡ଼ାନ୍ତ ନିଷ୍ପଞ୍ଚି ନିଆଯାଇନଥିଲେ ମଧ୍ୟ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଅ ।ଇ) ୧୨ ଭେନ୍ୟୁର କାଣ୍ଟଛାଣ୍ଟ ତାଲିକା ପ୍ରକାଶ କରିଛି ।…

୨୯ରୁ ବୈଶାଖୀ ବାଣିଜ୍ୟ ମେଳା

କଟକ: ଉପର ବାଲିଯାତ୍ରା ପଡ଼ିଆରେ ୧୮ତମ ଅର୍ନ୍ତଜାତୀୟ ବାଣିଜ୍ୟ ବୈଶାଖୀ ମେଳା ଆରମ୍ଭ ହେବାକୁ ଯାଉଛି। କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି ଆନୁକୂଲ୍ୟରେ ଚଳିତ ମାସ ୨୯ତାରିଖ ଠାରୁ ଏହି ମେଳା ପ୍ରଦର୍ଶିତ ଓ ବିକ୍ରି ହେବ। ଏଥିରେ ଆମ ରାଜ୍ୟ ସମେତ ୧୦ଟି ଦେଶ ଓ ୨୨ଟି ରାଜ୍ୟରୁ ଖୁଦ୍ର, ମଧ୍ୟମ ଓ…

ରାହୁଲ ଗାନ୍ଧୀଙ୍କ ଲୋକସଭା ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ । ଲୋକସଭା ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି । ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ଜିଲ୍ଲା କୋର୍ଟ । କେରଳ ଓ୍ୱାଇନାଡାରୁ ଲୋକସଭା ସାଂସଦ ଅଛନ୍ତି ରାହୁଲ…

ହାତୀ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ଧର୍ମେନ୍ଦ୍ରଙ୍କ ଉଦ୍‌ବେଗ

ଭୁବନେଶ୍ୱର : ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ସେ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ହାତୀ-ମଣିଷ…

ଜିନପିଙ୍ଗଙ୍କ ବିଦାୟ ପରେ ରୁଷର ଘନଘନ ମିଶାଇଲ ମାଡ

କିଭ୍‌ : ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ମିତ୍ର ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଗତକାଲି ମସ୍କୋରୁ ବେଜିଂ ଫେରିଛନ୍ତି । ତାଙ୍କର ସଲାମୀ ବିଦାୟୀ ଋଷ ବୁଧବାର ରାତିସାରା ୟୁକ୍ରେନ୍‌ ଉପରେ ମିଶାଇଲ୍‌ ଓ ଡ୍ରୋନ୍‌ ମାଡ କରିଥିଲା । ରଏଟର୍ସର ରିପୋର୍ଟ ଅନୁସାରେ, ଋଷ ମିଜାଇଲ୍‌…

ହାଲ୍‌ରୁ ୩.୫% ଅଂଶଧନ ବିକିବ ଭାରତ ସରକାର

ନୂଆଦିଲ୍ଲୀ : ଏରୋସ୍ପେସ୍‌ ତଥା ପ୍ରତିରକ୍ଷା କମ୍ପାନି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌)ରେ ଭାରତ ସରକାର ଅଫର ଫର ସେଲ୍‌ ଅର୍ଥାତ୍‌ ଓଏଫ୍‌ଏସ୍‌ ଜରିଆରେ ୩.୫% (୧୧,୭୦୩,୫୬୩ ସେୟାର) ପର୍ଯ୍ୟନ୍ତ ଅଂଶଧନ ବିକ୍ରି କରିବେ । ଏଥିପାଇଁ ଫ୍ଲୋର ପ୍ରାଇସ୍‌ ୨,୪୫୦ ଟଙ୍କା ଧାର୍ଯ୍ୟ…

ଗୌତମ ଆଦାନୀଙ୍କ ୬୦% ସମ୍ପତ୍ତି ସ୍ୱାହା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ମୋଟ୍‌ ସମ୍ପତ୍ତି ସର୍ବୋଚ୍ଚସ୍ତରରୁ ଏ ପର୍ଯ୍ୟନ୍ତ ୬୦ ପ୍ରତିଶତ ହ୍ରାସ ପାଇଛି । ଗତ ଗୋଟିଏ ବର୍ଷରେ ପ୍ରତି ସପ୍ତାହରେ ପାଖାପାଖି ୩୦୦୦ କୋଟି ଟଙ୍କା ସେ ହରାଇଛନ୍ତି । ବୁଧବାର ଜାରି ୩, ୨୦୨୩ ଅନୁଯାୟୀ, ଆଦାନୀଙ୍କ ମୋଟ୍‌…

ତରଳୁଛି ବରଫ ଚାଦର, ଶୁଖିଯିବ ନଦୀ: ମିଳିବନି ପାଣ

ନୂଆଦିଲ୍ଲୀ : ସାରା ବିଶ୍ୱ ଉପରେ ମାଡ଼ିଆସୁଛି ବିପଦ । ହଜାର ହଜାର ବର୍ଷଧରି ଆଣ୍ଟାର୍କଟିକାରେ ଜମି ରହିଥିବା ବରଫ ଚାଦର ଏବେ ତରଳିବାରେ ଲାଗିଛି । ସବୁଜ ଘରର ପ୍ରଭାବ ଯୋଗୁ ଏଭଳି ଘଟିଥିବା କୁହାଯାଇଛି । ଏହାଦ୍ୱାରା ସମୁଦ୍ରର ଜଳସ୍ତର ୧୭୦ରୁ ଫୁଟ୍‌ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ଥିବାବେଳେ…