କେନ୍ଦୁଝରରେ ୪ଟି ମଇଁଷି ମାରି ଖାଇଲା ବାଘ

କେନ୍ଦୁଝର: କେନ୍ଦୁଝର ଘଟଗାଁ ରେଞ୍ଜରେ ମାତିଛି ବାଘ । ଅଟେଇ ସଂରକ୍ଷିତ ଜଙ୍ଗଲ ବଡ଼ଜାମପଶିରେ ୪ଟି ମଇଁଷି ମାରିବା ସହ ୨ଟି ମଇଁଷିଙ୍କୁ ଘାଇଲା କରିଛି ମହାବଳ । ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ଜାରି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବଡ଼ଜାମପଶିର ରମେଶ ଚନ୍ଦ୍ର ବାରିକଙ୍କର ୧୯ଟି ମଇଁଷିଙ୍କ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପ୍ରେମିକାର ଓଢ଼ଣୀରେ ଝୁଲି ପଡ଼ିଲେ ପ୍ରେମିକ । ଭୁବନେଶ୍ବରରେ ଓୟୋ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଦୁର୍ଗାପ୍ରସାଦ ମିଶ୍ର । ଖଣ୍ଡଗିରି ଜାଗମରା ସ୍ଥିତ ଏକ ହୋଟେଲରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରେମିକା…

‘ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ’: ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମା’ମାନେ ଭଲ କାମ କରୁଛନ୍ତି । ସେମାନେ ଉଦ୍ୟୋଗୀ ହୁଅନ୍ତୁ । ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ । ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଣତ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିରେ…

ଅକ୍ଷୟ କୁମାରଙ୍କ ଆଣ୍ଠୁରେ ଲାଗିଲା ଆଘାତ, ଅଧାରୁ ବନ୍ଦ ହେଲା ସୁଟିଂ!

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ଅନେକ ବଡ ବଡ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା ହେଉଛି। କେତେକ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆଉ କିଛି ଫିଲ୍ମର ସୁଟିଙ୍ଗ ଚାଲୁଛି। ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଖରେ ଫିଲ୍ମର ଲମ୍ବା ତାଲିକା ରହିଥିବାବେଳେ, ତାଙ୍କର ଆଗାମୀ…

ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ

ବରଗଡ : ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ । ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁର ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ୨୦ ବର୍ଷୀୟ କାର୍ତ୍ତିକ ଭୁଏକୁ ସଦର ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବରଗଡ଼ ସଦର ପୋଲିସ…

ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା, ଗଛ ତଳେ ଗଢ଼ାଯାଉଛି ପିଲାଙ୍କ ଭବିଷ୍ୟତ

ପାପଡ଼ାହାଣ୍ଡି : ଗଛ ତଳେ ତିଆରି ହୋଇଛି ପିଣ୍ଡି। ସେହି ପିଣ୍ଡିରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗୋଟିଏ ପିଣ୍ଡିରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା ବେଳେ ଅନ୍ୟ ଏକ ପିଣ୍ଡିରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ…

ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତୁକୁ ଏନକାଉଣ୍ଟର । ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ…

ମହାକାଶକୁ ଏକସଙ୍ଗେ ପଠାଗଲା ୩୬ଟି ଓ୍ବାନ-ୱେବ ସାଟେଲାଇଟ୍

ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ । ଅନ୍ତରୀକ୍ଷରେ ପୁଣି ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ୩୬ଟି ୱାନ୍-ୱେବ୍ ସାଟେଲାଇଟ୍ ସହ LVM-3 ରକେଟ୍‌ ଉତକ୍ଷେପଣ ହୋଇଛି । ଭାରତର ସବୁଠାରୁ ଭାରି ରକେଟ ଲଞ୍ଚ୍ ଭେଇକଲ୍ ମାର୍କ-3କୁ ଲୋ ଅର୍ଥ ଅର୍ବିଟରେ ପ୍ରେରଣ…

କିଏ ଜିତିବ WPLର ପ୍ରଥମ ଟାଇଟଲ, ଆଜି ବ୍ରାବର୍ଣ୍ଣ ଷ୍ଟାଡିୟମରେ ଦିଲ୍ଲୀ ଓ ମୁମ୍ବାଇ ଟକ୍କର

ମୁମ୍ବାଇ: କିଏ ଜିତିବ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ଆଜି WPL ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ । ଆଜି ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ  । ସନ୍ଧ୍ୟା ସାଢେ ୭ଟାରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।…

ଝାରସୁଗୁଡ଼ା ସହରରେ ୧୦ ଟିକିଆ ହାତୀପଲ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସହରରେ ପଶି ମୁଙ୍ଗାପଡ଼ା, ସରବାହାଲ ଦେଇ ବୃନ୍ଦାମାଲରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ସହରରେ ହାତୀପଲଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି…