୩୦ ଜିଲ୍ଲାରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ । ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି । ସେହିପରି ଅନେକ ବିଧାୟକଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି ।…

୨୯ରେ ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ୨୯ ତାରିଖରେ ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି। ୩୦ରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ଏବଂ ୩୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୩୧ ତାରିଖ ବର୍ଷା ପାଇଁ ଉପକୂଳ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଚାଷୀ ମାନଙ୍କ ସତର୍କ…

କାକିରିଗୁମା ସ୍ୱାସ୍ଥ୍ୟକେନ୍ଦ୍ର ନିଜେ ଅସୁସ୍ଥ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀଙ୍କ ନାଡି

ଲକ୍ଷ୍ମୀପୁର : ସ୍ୱାସ୍ଥ୍ୟ ବିଭାଗ କଥା କହିବାକୁ ଗଲେ ରାଜ୍ୟବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମୁକ୍ତ ଚିକିତ୍ସା ଦେବା ସହ ଏଏନଏମସେର ଠାରୁ ଆରମ୍ଭ କରି ଜିଲ୍ଲା ହସ୍ପିଟାଲ ପର୍ୟ୍ୟନ୍ତ ୫ଟି ରେ ସଂଯୋଗ କରି ହସ୍ପିଟାଲର ଉନ୍ନତି କରଣ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ…

ପାଣିପାଇଁ ରାସ୍ତାରୋକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ସିକେରପଡା ଓ ଛେନା ଗାଁ ର ଲୋକେ ୧୦ ଦିନରୁ ପାଣିପାଇଁ ହନ୍ତସନ୍ତ ହୋଇଆସୁଛନ୍ତି । ସ୍ଥାନୀୟ ସରପଞ୍ଚ ପିଇଓ ଓ ବ୍ଲକ୍‌ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି…

ନନ୍ଦନକାନନରେ ରୋପ୍‌ୱେର ମଜାନେବେ ପର୍ଯ୍ୟଟକ : ଏପ୍ରିଲରୁ କାର୍ଯ୍ୟକ୍ଷମ

ଭୁବନେଶ୍ୱର : ଆଗାମୀ ଏପ୍ରିଲ ମାସରେ ରୋପ୍‌ୱେ ଚାଲିବ । ଏଥି ନିମନ୍ତେ ରୋପ୍‌ୱେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି । ଦୁର୍ଘଟଣା ଘଟିଲେ କିପରି ରୋପ୍‌ୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନଙ୍କୁ…

ଦିଦି ନଂ- ୧ରେ ବିବାହ ମହୋତ୍ସବ

ଭୁବନେଶ୍ୱର : ଜୀ-ସାର୍ଥକରେ ଚାଲିଛି ବିବାହ ମହୋତ୍ସବ । ଏହି ଧାରାରେ ସାମିଲ ହୋଇଛି ଦିଦି ନଂ -୧ । ଏହି ସପ୍ତାହ ଦିଦି ନଂ ୧ ରେ ଦିଦି ମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋଚନା କରିବେ । ନିଜର ସ୍ୱତନ୍ତ୍ର ଦିନର ସ୍ମୃତି ଚାରଣ କରୁଛନ୍ତି । ଏହା ସହିତ ଆଜିର…

ବୁଧବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ଗତକାଲି ଅର୍ଥାତ ଶନିବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୃଙ୍ଖଳିତ…

ଉଜ୍ଜ୍ୱଳା ଯୋଜନାରେ ବର୍ଷେ ଯାଏଁ ମିଳିବ ସବ୍‌ସିଡ଼ି

ନୂଆଦିଲ୍ଲୀ : ଉଜ୍ଜ୍ୱଳା ଯୋଜନାର ଗ୍ରାହକଙ୍କୁ ସରକାର ଦେଲେ ବଡ ଉପହାର । ସରକାର ୯.୫୯ କୋଟି ଗ୍ରାହକଙ୍କୁ ରନ୍ଧନ ଗ୍ୟାସ ଉପରେ ସବସିଡି ମିଳିବା ନେଇ କରିଛନ୍ତି ବଡ ଘୋଷଣା । ଗ୍ରାହକଙ୍କୁ ମିଳୁଥିବା ସବସିଡିକୁ ଆହୁରି ୧ ବର୍ଷ ପାଇଁ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍‌…

ପୁଣି ଚର୍ଚ୍ଚାରେ ଏଲନ୍‌ ମସ୍କ ଗୋଲ୍ଡେନ ଟିକ୍‌ ପାଇଁ ପ୍ରତି ମାସରେ ୮୨ ହଜାର ଟଙ୍କା ଆଦାୟ କରିବ ଟ୍ୱିଟର

ନୂଆଦିଲ୍ଲୀ: ଏଲନ ମସ୍କ ଯେବେଠୁ ଟ୍‌ିଟର କିଣିଛନ୍ତି ଏହି ସାମାଜିକ ଗଣମାଧ୍ୟମ ସଂସ୍ଥା ଚର୍ଚ୍ଚାର ବିଷୟ ପାଲଟିଛି । କେତେବେଳେ କର୍ମ·ରୀଙ୍କ ଛଟେଇକୁ ନେଇ ତ ଆଉ କେତେବେଳେ ଟ୍‌ିଟରର ବିଭିନ୍ନ ସେବା ପାଇଁ ଦରବୃଦ୍ଧିକୁ ନେଇ । ଏବେ ରାଜସ୍‌ ବୃଦ୍ଧି ଉଦ୍ଦେଶ୍ୟରେ ଏଲନ ମସ୍କ ଟ୍ୱିଟ୍‌ରେ ଗୋଲ୍ଡେନ…

ମହଙ୍ଗା ମାଡ଼ରୁ ଖାଉଟିଙ୍କୁ ନିସ୍ତାର ନାହିଁ

ନୂଆଦିଲ୍ଲୀ : ପାଣିପାଗ ବିଭାଗର ପୂର୍ବ ଆକଳନ ଭିତ୍ତିରେ ଏଥର ଗ୍ରୀଷ୍ମ ଋତୁରେ ଟାଣ ଖରାକୁ ନେଇ ଲୋକେ ଯେତିକି ଚିନ୍ତିତ ନୁହଁନ୍ତି ଏହି ସମୟରେ ହେବାକୁ ଥିବା ବଜାର ତାତିକୁ ନେଇ ତା'ଠାରୁ ଅଧିକ ଆତଙ୍କିତ । କାରଣ ଆଗାମୀ ଦିନରେ ବଜାରରେ ଖାଦ୍ୟ ଏବଂ ପାନୀୟଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ…