ସାମାନ୍ୟ ବର୍ଷା ରେ ବେହାଲ ବିଜୁ ଏସ୍ପ୍ରେସ ରାସ୍ତା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ର ଯୋଡ଼ା ଠାରୁ କାଳିମାଟି କୁ ସଂଯୋଗ କରୁଥିବା ବିଜୁ ଏସ୍ପ୍ରେସ ରାସ୍ତା ଅତି ସଚନୀୟ ହୋଇ ପଡିଛି l ପ୍ରତେକ ଦିନ ଛଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି କିନ୍ତୁ ସ୍ଥାନୀୟ ପ୍ରଶାସନ ନ ନିଦ ଭାଙ୍ଗୁନାହିଁ l ବାରମ୍ବାର ଅଂଚଳର ବାସି ରାସ୍ତା ପାଇଁ…

ତାଳଚେର ମେଡିକାଲ କଲେଜ ଆରମ୍ଭ ପାଇଁ ବନ୍ଦ ପାଳନ

ଅନୁଗୁଳ : ଅନୁଗୁଳ ଜିଲ୍ଲାର କୋଇଲା ନଗରୀ ତାଳଚେରରେ ମେଡିକାଲ କଲେଜରେ ନାମଲେଖା ଏବଂ ରୋଗୀ ଚିକିତ୍ସା ଦାବୀ କରି ଶନିବାର ବନ୍ଦ ପାଳନ କରାଯାଇଛି l ଏଥିରେ ସବୁ ବର୍ଗର ଲୋକେ ଏକଜୁଟ ହେବାକୁ ଆହ୍ଵାନ କରାଯାଇଛି l ବନ୍ଦ ଯୋଗୁଁ ଜରୁରୀ କାଳୀନ ଜିନିଷକୁ ଛାଡ଼ି ସବୁ ଦୋକାନବଜାର, ବସ, କୋଇଲା…

ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ

ବଲାଙ୍ଗୀର : ବଲାଙ୍ଗୀରରୁ ବାହାରିଥିବା ନକଲି ସାର୍ଟିଫିକେଟ କେଳେଙ୍କାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଣାପଡ଼ିଲାଣି । ଏ ଭିତରେ ଘଟଣାକୁ ନେଇ ରାଜନୀତିକରଣ ବି ହୋଇସାରିଛି। ବିରୋଧୀ-ଶାସକ ସହ ବିଭିନ୍ନ ଦଳର ତୁଙ୍ଗନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ଫଟୋକୁ ନେଇ ବିଧାନସଭାକୁ…

ଭବିଷ୍ୟବାଣୀ, ସାତ ବର୍ଷ ପରେ ଅମର ହୋଇଯିବ ମଣିଷ..

ଅମର ହେବା କଥା କେବେ ଭାବିଛନ୍ତି କି? ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିବା ପ୍ରତ୍ଯେକ ପ୍ରାଣୀର ଦିନେ ନା ଦିନେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । କିନ୍ତୁ ବଦଳିବାକୁ ଯାଉଛି ସମୟ। ଆଉ ସାତ ବର୍ଷ ପରେ ମରିବ ନାହିଁ ମଣିଷ ! ଶୁଣିବାକୁ ଅଜବ ଲାଗୁଥିଲେ ବି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଗୁଗଲର…

ଝାରସୁଗୁଡ଼ାରେ ସମର୍ଥଙ୍କୁ ଅପହରଣ ପରେ ହତ୍ୟା ମାମଲା : ଆଉ ଜଣଙ୍କୁ ଅଟକ

ଝାରସୁଗୁଡା: ଝାରସୁଗୁଡାରେ ବ୍ୟବସାୟୀଙ୍କ ପୁଅ ସମର୍ଥଙ୍କୁ କିଡନାପ କରି ହତ୍ୟା ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବିଳମ୍ବିତ ରାତିରେ ବୁର୍ଲାରୁ ଜଣଙ୍କୁ ଉଠାଇ ନେଇଛି ଝାରସୁଗୁଡା ପୋଲିସ । ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ପୋଲିସ । ଝାରସୁଗୁଡାରୁ…

ଏକାଠି ନଜର ଆସିଲେ ଐଶ୍ବର୍ଯ୍ୟା, ଆରାଧ୍ୟା ଏବଂ ରେଖା

ମୁମ୍ବାଇ: ଐଶ୍ବର୍ଯ୍ୟା ଏବଂ ଆରାଧ୍ୟାଙ୍କ ସହ ନଜର ଆସିଲେ ରେଖା । ମୁକେଶଙ୍କ ପାର୍ଟିରେ ଆରାଧ୍ୟାଙ୍କ ଉପରେ ପ୍ରେମ ବର୍ଷା କଲେ ରେଖା । ଶନିବାର ଦିନ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳନ ହେବା ସହ…

ଆମେରିକାରେ ପ୍ରଳୟଙ୍କରୀ ଝଡ଼ ତୋଫାନ, ୨୧ ମୃତ

ଓ୍ୱାଶିଂଟନ: ଆମେରିକାରେ ଭୟଙ୍କର ଝଡ଼ ତୋଫାନ । ଆମେରିକାର ଦକ୍ଷିଣ ଓ ମଧ୍ୟ ପଶ୍ଚିମ ଭାଗରେ ବିନାଶକାରୀ ଝଡ଼ରେ ମୃତ୍ୟୁସଂଖ୍ୟା ୨୧ ଛୁଇଁଛି । ଅନେକ ଲୋକ ଆହତ ହୋଇଛନ୍ତି । ପ୍ରବାଭିତ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ…

ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଏୟାରପୋର୍ଟରୁ ତ୍ରିଶୂଳିଆ ଯାଏଁ କାମ ପାଇଁ…

ଭୁବନେଶ୍ୱର: ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ବାଣିଜ୍ୟ ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଟ୍ବିଟ୍ କରାଯାଇଛି । ଭୁବନେଶ୍ବର ଏୟାରପୋର୍ଟରୁ କଟକ ନେତାଜୀ ବ୍ରିଜ୍ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହା ଗଡ଼ିବ। ଭୁବନେଶ୍ବର ବିମାନବନ୍ଦର ଛକରୁ ଶିଶୁଭବନ ଛକ,…

ଉତ୍କଳ ଦିବସରେ ନବୀନଙ୍କ ଭେଟି, ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଖରିଫ ୨୦୨୩ ପାଇଁ କାଳିଆ ସହାୟତା ପ୍ରଦାନ । ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ଯାଙ୍କ ଖାତାକୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ…

ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ : ୨ ଅଧିକାରୀ ଗିରଫ

ଭୁବନେଶ୍ବର : ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ । ସାଲେପୁର ଘରୋଇ ହସ୍ପିଟାଲର ୨ଜଣ ଅଧିକାରୀଙ୍କୁ ଗିରଫ କଲା ମଧୁପାଟଣା ପୋଲିସ । ଘଟଣାରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ସମେତ ୩ଜଣ ଫେରାର । ଡାକ୍ତର ଚିନ୍ମୟ ସାଲେପୁର ଶୋଭା ନର୍ସିହୋମରେ କୁନି…