ତାଳଚେର ମେଡିକାଲ କଲେଜ ଆରମ୍ଭ ପାଇଁ ବନ୍ଦ ପାଳନ

172

ଅନୁଗୁଳ : ଅନୁଗୁଳ ଜିଲ୍ଲାର କୋଇଲା ନଗରୀ ତାଳଚେରରେ ମେଡିକାଲ କଲେଜରେ ନାମଲେଖା ଏବଂ ରୋଗୀ ଚିକିତ୍ସା ଦାବୀ କରି ଶନିବାର ବନ୍ଦ ପାଳନ କରାଯାଇଛି l ଏଥିରେ ସବୁ ବର୍ଗର ଲୋକେ ଏକଜୁଟ ହେବାକୁ ଆହ୍ଵାନ କରାଯାଇଛି l ବନ୍ଦ ଯୋଗୁଁ ଜରୁରୀ କାଳୀନ ଜିନିଷକୁ ଛାଡ଼ି ସବୁ ଦୋକାନବଜାର, ବସ, କୋଇଲା ପରିବହନ ଟ୍ରକ୍, ଅଫିସ ଆଦି ବନ୍ଦ ଥିଲା l ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଏମ .ସି .ଏଲ୍ ପକ୍ଷରୁ ସି.ଏସ.ଆର ଫଣ୍ଡ ରୁ ୬୦୦କୋଟି ଟଙ୍କା ବିନିମୟରେ ମେଡିକାଲ କଲେଜ୍ ନିର୍ମାଣ ୨୦୧୭ ମସିହା ରୁ ସାରିଥିଲେ ହେଁ , ଏଯାବତ୍ ଆଡ଼ମିଶନ ଏବଂ ରୋଗୀ ସେବା ଆରମ୍ଭ ହୋଇପାରି ନାହିଁ  |

Leave A Reply

Your email address will not be published.