ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ

କଲିକତାରୁ ‘ମିଲାହା ରାସ୍ ଲାଫନ୍’ ନାମକ ଜାହାଜ ସିଏନ୍ଜି ନେଇ ପ୍ରଥମଥର ପାଇଁ ଧାମରା(ଆଦାନୀ) ବନ୍ଦରରେ ଲାଗିଛି । ଏହି ଜାହାଜଟି  ୨୬ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି ।ଧାମରା ବନ୍ଦର ପୂର୍ବ ଭାରତର ଏକମାତ୍ର ବନ୍ଦର ଯେଉଁଠି ଏଲ୍ଏନ୍ଜି ଗ୍ୟାସ୍ ଆମଦାନୀ…

ଝାରସୁଗଡ଼ା ଉପନିର୍ବାଚନ: କମିଟି ଗଠନ କରିବ ବିଜେଡି

ଝାରସୁଗଡ଼ା: ଖୁବ୍‌ଶୀଘ୍ର ବିଜେଡି ଗଠନ କରିବ ଝାରସୁଗଡ଼ା ଉପନିର୍ବାଚନ ପାଇଁ କମିଟି । ଏ ନେଇ ଆଜି ଭୁବନେଶ୍ୱରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ସାରଦା ନାୟକ, ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ତଥା…

ସତ୍ୟ ଓ ନ୍ୟାୟର ପ୍ରତୀକ ସିବିଆଇ

ନୂଆଦିଲ୍ଲୀ : ଭ୍ରଷ୍ଟା·ର ବିରୋଧରେ ଲଢେ଼ଇ ପାଇଁ ରାଜନୈତିକ ଇଚ୍ଛା ଶକ୍ତି ଥିବା ଦରକାର । ଭ୍ରଷ୍ଟା·ର ବିରୁଦ୍ଧରେ ଲଢେ଼ଇ ଜାରି ରହିବ । କଳାଧନ, ବେଆଇନ ସମ୍ପତ୍ତି ଠୁଳ ବିରୋଧରେ ମିଶନ ମୋଡ଼ରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବିଜେପି ଭ୍ରଷ୍ଟା·ର ଓ ଏହାର କାରଣ ସହିତ ବି ଲଢେଇ ଜାରି ରଖିଛି ।…

ଓକାଲୋହୋମାର ବାରରେ ଗୁଳିକାଣ୍ଡ: ୩ ମୃତ

ଓ୍ୱାଶିଂଟନ : ଆମେରିକାରେ ଗୁଳିକାଣ୍ଡ ଘଟଣା କମିବାର ନା ଧରୁନି । ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।ଶନିବାର ରାତିରେଓକାଲୋହୋମାରେ ଆଉ ଏକ ଗୁଳକାଣ୍ଡ ଘଟିଛି । ଅଭିଯୁକ୍ତମାନେ ୬ ଜଣଙ୍କୁ ଟାର୍ଗେଟ କରି ଆଖିକୁଜା ଗୁଳି ଚାଳନା କରିଥିଲେ । ଏହାଯୋଗୁ ଘଟଣାସ୍ଥଳରେ ୩…

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ-କମିଟି

ଭୁବନେଶ୍ୱର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ କମିଟି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସବ କମିଟିରେ ଅର୍ଥ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ସଦସ୍ୟ…

ବ୍ୟାଙ୍କ ଖାତାରେ ନେଣଦେଣ ଲାଗି ପଡ଼ିବନି ଦେୟ

ନୂଆଦିଲ୍ଲୀ: ୟୁପିଆଇ ଜରିଆରେ କରାଯାଉଥିବା ନେଣ ଦେଣ ଉପରେ ୧ ଏପ୍ରିଲରୁ ଲଗାଯିବାକୁ ଥିବା ନେଣଦେଣ ଦେୟକୁ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ସ୍ପଷ୍‌ଚୀକରଣ ଜାରି କରିଛନ୍ତି । ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲଗାଯିବା ଖବରକୁ ଏନ୍‌ପିସିଆଇ ଖଣ୍ଡନ କରିଛନ୍ତି ।…

ଦିଲ୍ଲୀରେ ପୁଣି ବିରୋଧୀ ମେଳି, ଏକାଠି ହେବେ ୧୪ ଅଣ ବିଜେପି ଦଳର ନେତା

ନୂଆଦିଲ୍ଲୀ : ଆଗାମୀ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ବିରୋଧୀ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ସୋମବାର ଦିଲ୍ଲୀରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ମହାସଭା ହେବାକୁ ଯାଉଛି । ଏଥିରେ ରାଜସ୍ଥାନ…

ଝାରସୁଗୁଡ଼ା ଯୁଦ୍ଧ ପାଇଁ ସମରସଜ୍ଜା, ଦିପାଳୀଙ୍କୁ ଟକ୍କର ଦେବେ କିଏ ?

ଭୁବନେଶ୍ୱର : ଝାରସୁଗୁଡ଼ା ଲଢେ଼ଇ ପାଇଁ ସମରସଜ୍ଜା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଏକମାତ୍ର ପ୍ରାର୍ଥୀ ଭାବେ ଆଗକୁ ଆସିଛନ୍ତି ବିଜେଡ଼ିର ଦିପାଳୀ ଦାସ । ରାଜନୀତିରେ ନୂଆ ଇଂନିସରେ ପାଦ ଥାପିବାକୁ ସେ ତୟାର ହୋଇସାରିଛନ୍ତି । ବାପା ନବ ଦାସଙ୍କ ସ୍ୱପ୍ନ ପୂରଣ କରିବାକୁ ସେ ଆଗଭର…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୬ ଦିନିଆ ଜାପାନ ଗସ୍ତ ଓଡ଼ିଶା ଏବେ ପୁଞ୍ଜିନିବେଶକଙ୍କ ପ୍ରଥମ ପସନ୍ଦ

ଭୁବନେଶ୍ୱର : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ଦେଶ, ବିଦେଶକୁ ଯାଇ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେଉଛନ୍ତି । ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବା ପାଇଁ ଆହ୍ୱାନ ଦେଉଛନ୍ତି । ବିଗତ…

କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି : ବିଜେଡି

ଭୁବନେଶ୍ୱର: କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି । କୋଟିଆ ପ୍ରସଙ୍ଗରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଦେଇଥିବା ବିବୃତିରୁ ଏହା ଜଳ ଜଳ ହୋଇ ଦିଶୁଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ପୃଥ୍ବୀରାଜ ହରିଚନ୍ଦନଙ୍କ ବାପା ଯେତେବେଳେ ଆନ୍ଧ୍ରର ରାଜ୍ୟପାଳ…