ହଜାରେ ନୂଆ ନିଯୁକ୍ତି ଦେବ ଆକାଶ ଏୟାର

ନୂଆଦିଲ୍ଲୀ : ଦେଶର ସବୁଠୁ ନୂଆ ଏୟାରଲାଇନ ଆକାଶ ଏୟାର ୧୦୦୦ ନୂଆ ନିଯୁକ୍ତି ପ୍ରଦାନ କରିବା ଯୋଜନା ରଖିଛି । ୨୦୨୪ ମାର୍ଚ୍ଚ ସୁଦ୍ଧା କମ୍ପାନି ଅଧିକ ବିମାନ ଉଡ଼ାଣ ସହିତ ଏହି ନିଯୁକ୍ତି ଯୋଜନା ପ୍ରସ୍ତୁତ କରିଛି । ଆକାଶ ଏୟାର ସିଇଓ ବିନୟ ଦୁବେଙ୍କ ସୂତ୍ରରୁ ଏହା ଜଣାଯାଇଛି । ଶ୍ରୀ ଦୁବେ…

ଗଞ୍ଜାମ ହେବ ନମ୍ବର ୱାନ୍‌

ବ୍ରହ୍ମପୁର : ଗଞ୍ଜାମ ମାଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ । ଦେଶରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା । ବିଜେଡିର ଗଡ଼ ଗଞ୍ଜାମ ଜିଲ୍ଲା । ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି । ଜିଲ୍ଲାର ବିକାଶକୁ ଏବେ ପରବର୍ତ୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ…

ଉପାନ୍ତରୁ ଉପକୂଳ ସବୁଠି ଝଡ ପବନ ସହ ବର୍ଷା

ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଝଡ ପବନ ସହ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ…

ଗାଁ ସାରା ପୋକ ସାଲୁବାଲୁ, କେଉଁଠୁ ଆସୁଛି ?

ଚାରିଆଡେ ପୋକ ସାଲୁବାଲୁ । ପାଦ ପକାଇବା ମୁସକିଲ । ଖାଦ୍ୟ ଓ ପାନୀୟ ଜଳରୁ ବାହାରୁଛି ଅଜଣା ପୋକ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଜମ୍ବେଶ୍ବରପୁରରେ ପୋକକୁ ନେଇ ଆତଙ୍କ । ଇଏ କେଉଁ ପୋକ ? କେଉଁଠୁ ଆସୁଛି ? ତାହା କହାରିକୁ ବି ଜଣାନାହିଁ । ପୋକ ଯୋଗୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ…

ସଲମାନଙ୍କୁ ହତ୍ୟା ଧମକ : ଶେଷରେ ଗିରଫ

ମୁମ୍ବାଇ: ଦିନେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ । ଆଜି ଗିରଫ ହେଲେ । କିଛି ଦିନ ହେବ କେହିଜଣେ ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏ ନେଇ ସଲମାନଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ ସଲମାନ । ଏହି…

ୱିମେନ୍ସ ପ୍ରିମିୟର ଲିଗ୍ ଫାଇନାଲ୍: ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ୍

ମୁମ୍ବାଇ: ୱିମେନ୍ସ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ସଂସ୍କରଣର ପ୍ରଥମ ଟାଇଟଲ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଇତିହାସ ରଚିଛି । ଭାରତୀୟ ଟିମର ଅଧିନାୟକ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଡବ୍ଲୁପିଏଲର ପ୍ରଥମ ଟ୍ରଫି ନିଜ…

ନୂଆରୂପ ପାଇବ ଛତ୍ରପୁର

ଛତ୍ରପୁର :  ଛତ୍ରପୁରରେ ନବୀନ ଶୋ’  । କବିସୂର୍ଯ୍ୟନଗର ଏବଂ ହିଞ୍ଜିଳିକାଟୁ ପରେ ଛତ୍ରପୁର ସଭାରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ  । ମା ତାରାତାରିଣୀଙ୍କୁ ସ୍ମରଣ କରି ଆରମ୍ଭ କରିଥିଲେ ଭାଷଣ  । କହିଥିଲେ ଛତ୍ରପୁର ଆସି ମୁଁ ବହୁତ ଖୁସି  । ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା…

ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଘୋଷଣା କଲେ ପୁଟିନ

ମସ୍କୋ: ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଋଷର ବଡ଼ ଚାଲେଞ୍ଜ । ପଡ଼ୋଶୀ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୧୯୯୦ ପରଠାରୁ ପ୍ରଥମ ଥର ଲାଗି ଦେଶବାହାରେ ସାମରିକ ଅସ୍ତ୍ର ମୁତୟନ କରିବାକୁ ଯୋଜନା କରିଛି ଋଷ । ୧୯୯୦ ଦଶକରେ ସୋଭିଏତ…

ମନ୍‌ କି ବାତ୍‌ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମୋଦିଙ୍କ ପ୍ରଶଂସା

ମନ୍‌ କି ବାତ୍‌ରେ ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ର-BARCରେ କାର୍ଯ୍ୟରତ ଅଛନ୍ତି ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି । ରସାୟନ ବିଜ୍ଞାନ ଓ କେମିକାଲ…

ଆମେରିକା ମିସିସିପି, ଆଲାବାମାରେ ଭୟଙ୍କର ଝଡ଼ ତୋଫାନ

ଓ୍ୱାଶିଂଟନ: ଆମେରିକା ମିସିସିପି, ଆଲାବାମା ଓ ଟେନେସେରେ ଭୟଙ୍କର ଝଡ଼ ତୋଫାନ । ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ୨୫ ଲୋକ । ଆହତ ହୋଇଛନ୍ତି ଶତାଧିକ ଲୋକ । ତୋଫାନରେ ସହର ଛାରଖାର ହୋଇଯାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ତୋଫାନରେ…