ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ, କବିସୂର୍ଯ୍ୟନଗର ସମାରୋହରେ ହେଲେ ସାମିଲ

ଗଞ୍ଜାମ: ଗଞ୍ଜାମ ପାଇଁ ନୂଆ ସମ୍ଭାବନା । ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗର ତହସିଲ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ…

ସ୍କୁଲ ଶିକ୍ଷକଙ୍କ ମାଡ଼ରେ ୭ ବର୍ଷ ବୟସ୍କ ଛାତ୍ରର ମୃତ୍ୟୁ, ଶିକ୍ଷକ ଫେରାର

ବିହାର : ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଜଣେ ୭ ବର୍ଷ ବୟସ୍କ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣଟି ଘଟିଛି ବିହାର ସରସା ଜିଲ୍ଲାରେ । ଛାତ୍ର ଜଣଙ୍କ ହୋମ ଓ୍ଵାର୍କ କରି ଆସି ନଥିବାରୁ ଶିକ୍ଷକ ପିଟିଥିଲେ । ଫଳରେ ଛାତ୍ରଙ୍କର ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଅଘଟଣ ଘଟିବା…

ଭଲ ଫସଲ ପାଇଁ ଧରଣୀ ପୂଜା: ଆଦିବାସୀଙ୍କ ନିଆରା ପର୍ବ ‘ବିହନ ଯାତ୍ରା’

କୋକସରା: ଆଦିବାସୀ ସମ୍ପ୍ରଦାୟଙ୍କ ଭିନ୍ନ ଏକ ପରମ୍ପରା ବିହନ ଯାତ୍ରା । ଏଥିରେ ମାଆ ଧରଣୀଙ୍କ କରାଯାଇଥାଏ ପୂଜା । ପ୍ରକୃତିରାଣୀଙ୍କୁ ପୂଜାର୍ଚ୍ଚନା କରି ଭଲ ଫସଲ ଅମଳ ପାଇଁ ଆଦିବାସୀ ସମ୍ପ୍ରଦାୟର ଲୋକେ କରୁଛନ୍ତି ଗୁହାରୀ । ବଳି ଦେବା ସହ ଚାଷ ଆରମ୍ଭ ପୂର୍ବରୁ ଧାନକୁ ଧରଣୀ ରାଣୀଙ୍କ…

ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତିନିଟି ସ୍ଥାନ- କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବଡ଼ ଆଗୁଳ ନିକଟରେ ଏକ ସଭାରେ…

କଟକରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍

କଟକ: ଶୀଘ୍ର ସରିବ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟକ୍ରମ । କଟକ ଯାଇ ଗ୍ରାଉଣ୍ଡ ଜିରୋରେ ଟର୍ମିନାଲ ନିର୍ମାଣର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ବସ ଟର୍ମିନାଲର ଅଗ୍ରଗତି ସମ୍ପର୍କରେ କରିଛନ୍ତି ଅନୁଧ୍ୟାନ ।…

ଯକ୍ଷ୍ମା ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା, ସାରା ଦେଶରେ ଦ୍ବିତୀୟ

ଭୁବନେଶ୍ବର: ଯକ୍ଷ୍ମା ବା ଟିବି ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା । ଯକ୍ଷ୍ମା ରୋଗ ନିରାକରଣରେ ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ଓଡ଼ିଶା । ଦେଶର ପ୍ରମୁଖ ରାଜ୍ୟକୁ ପଛରେ ପକାଇଛି ଓଡ଼ଶା । ଏନେଇ ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି । କିଛିଦିନ ତଳେ ଟିବି ଦିବସରେ…

କୋଭିଡ-୧୯ ପାଇଁ ଆସିବ ନୂଆ ଗାଇଡଲାଇନ

ଭୁବନେଶ୍ୱର: ବଢ଼ୁଛି କରୋନା ଗ୍ରାଫ୍‌ । କୋଭିଡ-୧୯ ପାଇଁ ଆସିବ ନୂଆ ଗାଇଡଲାଇନ । ଦେଶ ଓ ରାଜ୍ୟରେ କୋଭିଡ ସ୍ଥିତି ବଢ଼ିଥିବାରୁ ଅଧିକ ତତ୍ପରତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ । ସୋମବାର କରୋନା ପାଇଁ ବସିବ ଉଚ୍ଚସ୍ତରୀୟ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ…

ନୂଆପଡ଼ାରେ ବାଘ ଆତଙ୍କ, ପୁଣି ଗାଈ ଶିକାର କଲା କଲରା ପତରିଆ

ନୂଆପଡ଼ା: ପୁଣି ଗାଈ ଶିକାର କଲା ବାଘ । ନୂଆପଡ଼ା ସଦର ରେଞ୍ଜ ମୂଷରିଙ୍ଗ ପ୍ରସ୍ତାବିତ ଜଙ୍ଗଲକୁ ଲାଗି ରହିଥିବା ମହୁଲଭଟ୍ଟା ଗାଁର ହୋମନ୍ ନାୟକଙ୍କ ଗାଈକୁ ଆଜି ସକାଳୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ବୁଧବାର ଜଳଡେହି ଗାଁରେ ବାଛୁରୀକୁ ବାଘ ମାରି ଖାଇଥିଲା ।…

ଏସିଆ କପ୍‌ : ଗୋଟିଏ ଗ୍ରୁପ୍‌ରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ : ଚଳିତ ବର୍ଷର ଏସିଆ କପ୍‌ ଦୁଇଟି ସ୍ଥାନରେ ଆୟୋଜନ ହେବ । ପାକିସ୍ତାନରେ ଅଧିକାଂଶ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ ମ୍ୟାଚ୍‌ ଆୟୋଜନ ହେବ ।…

ମା’ଙ୍କ ବିକାଶରେ ଲାଗିବନି ବ୍ରେକ୍‌

ଭୁବନେଶ୍ୱର : ମିଶନ ଶକ୍ତି ସଚିବସୁଜାତା କାର୍ତ୍ତିକେୟନଙ୍କୁ ଭେଟିଲେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ମହିଳା । ମିଶନ ଶକ୍ତି ଦେଶରେ ଉଦାହରଣ ସୃଷ୍ଟି କରିଛି । ମିଶନ ଶକ୍ତିର ମହିଳାମାନେ ସମାଜର ବିକାଶ ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି । ମିଶନ ଶକ୍ତି ମାଧ୍ୟମରେ…