ଘରୋଇ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ୱସ୍ତି ରାଜ୍ୟରେ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି । ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରଖିଛି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । ଗ୍ରାହକଙ୍କ ଉପରେ ପଡ଼ିବନି ବିଦ୍ୟୁତ୍‌ ବୋଝ । ·ଷୀଙ୍କ ପାଇଁ ବିଦ୍ୟୁତ ବିଲରେ ମଧ୍ୟ…

ଗୋଟିଏ ନ ଯାଉଣୁ ଆଉ ଗୋଟିଏ ପଶ୍ଚିମା ଝଡ଼, ୨୬ରୁ ଦେଖାଇବ ପ୍ରକୋପ

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୨୮ ଯାଏ ବର୍ଷା ସମ୍ଭାବନା । ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲାକୁ ୟେଲୋ…

ବଢ଼ିଲା ଖଣ୍ଡଗିରି ଓ ଉଦୟଗିରିର ସୁରକ୍ଷା, ଫାଟକ ଦେଇ ଗଡ଼ିବନି କୌଣସି ଗାଡ଼ି

ଭୁବନେଶ୍ୱର: ବଢ଼ିଲା ଖଣ୍ଡଗିରି ଓ ଉଦୟଗିରିର ସୁରକ୍ଷା ଚିନ୍ତା । ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁ ବଢ଼ୁଛି ବିପଦ । ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କଲା ପ୍ରଶାସନ । ଖଣ୍ଡଗିରି ଓ ଉଦୟଗିରି ରାସ୍ତାରେ ଏଣିକି ଆଉ ଗଡ଼ିବନି ଯାନବାହନ । ହାଲୁକା କି ଭାରିଯାନ ନୁହେଁ ବରଂ ମୋଟର ସାଇକେଲ…

ଓଡ଼ିଶା-ବଙ୍ଗ ସମ୍ପର୍କ ନିବିଡ଼, ନବୀନ ଜଣେ ଶକ୍ତିଶାଳୀ ନେତା

ଭୁବନେଶ୍ୱର: ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଲେ ମମତା । ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମମତା କହିଛନ୍ତି । ମମତାଙ୍କୁ ଶ୍ରୀଜିଉଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ନବୀନ ପଟ୍ଟନାୟକ । ଏହା ସହ…

ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କୁ ଅଦାଲତି ଝଟକା  । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ।  ମାମଲା ସୁରଟ କୋର୍ଟରେ ଚାଲିଥିଲା ବେଳେ ଆଜିଥିଲା ଶୁଣାଣି  । ମାମଲାର ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି…

ସ୍କୁଲ ପିଲାଙ୍କୁ ଧକ୍କା ଦେଲା କାର: ଜଣେ ମୃତ, ୨ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ପିଲାଙ୍କୁ ଧକ୍କା ଦେଲା କାର। ଜଣେ ଛାତ୍ର ମୃତ, ଦୁଇ ଛାତ୍ର ଗୁରୁତର। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ସଦର ବ୍ଲକ ସରଧାପାଲି ବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟିଛି। ମୃତ ଛାତ୍ର…

ରାଜ୍ୟରେ ରହିବ ନାହିଁ ଶିକ୍ଷକ ଅଭାବ, ୫୩ ହଜାର ଶିକ୍ଷକ ନିଯୁକ୍ତି ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ । ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି- ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ୟାୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି ।…

ଆଜିଠୁ ରାଜ୍ୟରେ ଦୁଇ ପ୍ରକାରର ପାଗ, ମଧ୍ୟାହ୍ନରେ ବଢ଼ିବ ତାତି ଓ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର: ମଧ୍ୟାହ୍ନରେ ତାତି, ଅପରାହ୍ନରେ ବର୍ଷା । ଆଜିଠୁ ରାଜ୍ୟରେ ଏମିତି ରହିବ ପାଗ । ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ମଧ୍ୟାହ୍ନରେ ତାପମାତ୍ରା ବଢ଼ିଲେ ବି ଅପରାହ୍ନରେ ବର୍ଷା ହେବ । ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ ।…

ରାଜ୍ୟରେ ଅଛନ୍ତି ୩୬ ଲକ୍ଷ ୩୬ ହଜାରରୁ ଅଧିକ ନାମମାତ୍ର ଚାଷୀ

ଭୁବନେଶ୍ୱର: ରାଜ୍ୟରେ ଅଛନ୍ତି ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ରା ଚାଷୀ । ସେହିପରି ୮ ଲକ୍ଷ ୮୭  ହଜାର ୨୭୨ କ୍ଷୁଦ୍ର ଚାଷୀ ଅଛନ୍ତି । ୨୦୧୫-୧୬ କୃଷି ଜନଗଣନା ଅନୁସାରେ ଏକ ହେକ୍ଟରରୁ କମ୍ ଚାଷ ଜମି ଥିବା ଚାଷୀ ନାମମାତ୍ର ଓ ଏକରୁ ଦୁଇ ହେକ୍ଟର ଚାଷ ଜମି ଥିଲେ କ୍ଷୁଦ୍ର ଚାଷୀ ଭାବେ…

ଦଶମ ଶ୍ରେଣୀ ଭୁଲ ପ୍ରଶ୍ନରେ ଭୁଲ ଉତ୍ତର ବାଣ୍ଟିବା ଘଟଣା, ମାଷ୍ଟରମାଇଣ୍ଡ ସହ ୮ ଜଣଙ୍କୁ ବାନ୍ଧିଲା ପୋଲିସ

କଳାହାଣ୍ଡି: ଦଶମ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପରେ ଉତ୍ତର ବାଣ୍ଟିବା ଘଟଣାରେ ମାଷ୍ଟର ମାଇଣ୍ଡ ସହ ୮ ଗିରଫ । କଳାହାଣ୍ଡି କେସିଙ୍ଗାର ଘଟଣା । ପ୍ରମାଣ ମିଳୁନଥିବା କହି ଖସିଯାଉଥିଲେ । ଶିକ୍ଷା ବିଭାଗର ଏତଲା ପରେ ଶେଷରେ ୮ଜଣଙ୍କୁ ଗିରଫ  କରାଯାଇଛି । ଗିରଫ ମାଷ୍ଟରମାଇଣ୍ଡ ରୁପ୍ରା ଘରୋଇ…