କିଟ୍‌ ପକ୍ଷରୁ ନିଯୁକ୍ତି ମେଳା, ପଟିଆ ଗାଁର ୧୨୫ ଜଣଙ୍କୁ ନିଯୁକ୍ତି

ପଟିଆ ଗ୍ରାମ ମଙ୍ଗଳ ସମିତି ଆନୁକୂଲ୍ୟରେ ପଟିଆ ଗାଁରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କିଟ୍‌ ପକ୍ଷରୁ ୧୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଟିଆ ଗାଁର ୧୨୫…

ଦ୍ୱିତୀୟ ଦିନିକିଆରେ ଭାରତ ହାରିଲା : ୧୧ ଓଭରରେ ଖେଳ ଖତମ

ବିଶାଖାପାଟଣାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୧୧ ଓଭର ମଧ୍ୟରେ ହିଁ ଏହି ମ୍ୟାଚ୍‌କୁ ୧୦ ୱିକେଟ୍‌ରେ ହରାଇ ଦେଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୧୧୭ ରନ୍‌ ସଂଗ୍ରହ କରିଥିଲା, ଯାହାର ଜବାବରେ ଅଷ୍ଟ୍ରେଲିଆ ଏହି…

ଦିଲ୍ଲୀରେ ପୁଣି ଅମାନବୀୟ କାଣ୍ଡ, ରାଜରାସ୍ତାରେ ମହିଳାଙ୍କୁ କାରରେ ଜବରଦସ୍ତ ଉଠାଇନେଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅମାନବିକ ଘଟଣା । ଖୋଦ୍ ରାଜରାସ୍ତାରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଜୋର ଜବରଦସ୍ତ କାରରେ ପୂରାଇବାର ଭିଡିଓ ପଦାକୁ ଆସିଛି । ମହିଳାଙ୍କ ଅସମ୍ମତି ସତ୍ତ୍ବେ ପୁରୁଷଜଣକ ତାଙ୍କୁ ବଳପୂର୍ବକ କାରରେ ପୂରାଇଛନ୍ତି । ତାଙ୍କୁ କାରରେ ଜବରଦସ୍ତ ବସାଇବା ପରେ…

ଇଣ୍ଟରଭ୍ୟୁରେ ଏମିତି କହିଲା ଗ୍ୟାଙ୍ଗଷ୍ଟାର, ଭୟରେ ଥରହର ଭାଇଜାନ୍

ମୁମ୍ବାଇ । ସ୍ୱପ୍ନର ମହାନଗରୀ । ଏଠି ଦିନ ଯାଏ, ରାତି ହୁଏ । କମେନି କ୍ରାଇମ, ବିଶ୍ରାମ ନିଏନି ପୋଲିସ । ୩୬ ଘଣ୍ଟାରେ ହଲଚଲ ହୋଇଛି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳ । ହଠାତ ଆକ୍ଟିଭ ହୋଇଯାଇଛି ପୋଲିସ । ବାନ୍ଦ୍ରା ପୋଲିସ କାର୍ଯ୍ୟାଳୟ ଠାରୁ ମୁମ୍ବାଇ ପୋଲିସ ହେଡ କ୍ୱାଟର, ସବୁଠି ବାଜିଥିଲା…

ରିଷଭଙ୍କ ଅନୁପସ୍ଥିତି: ଦିଲ୍ଲୀ ଫ୍ୟାନ୍ସ ନିରାଶ

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣାରେ ଆହତ ହେବା ପରେ ଆଇପିଏଲରୁ ବାଦ୍‌ ପଡିସାରିଛନ୍ତି ରିଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍‌ ଥିବା ଏହି ଖେଳାଳି, ଏଥର ଆଇପିଏଲରୁ ବାଦ୍‌ ପଡିବା ଦିଲ୍ଲୀ ଫ୍ୟାନ୍ସକୁ ନିରାଶ କରିଛି । ତେବେ ଏହାରି ଭିତରେ ଆଗାମୀ ଆଇପିଏଲ୍‌ ସିଜିନ୍‌ ପାଇଁ ନୂଆ…

ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଧାରଣା: ଏମକେସିଜିରେ ରୋଗୀ ସେବା ବ୍ୟାହତ

ବ୍ରହ୍ମପୁର : ସାରା ରାଜ୍ୟ ଭଳି ସ୍ଥାନୀୟ ଏମକେସିଜି ମେଡିକାଲ କଲେଜର ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନେଇ ଲାଗିରହିଥିବା ଏଜେନ୍ସି ଯନ୍ତ୍ରଣାର ସମସ୍ୟା ଥମିବାର ନାଁ ଧରୁନି ଗୋଟିଏ ପଟେ ସରକାର ଆଉଟସୋରସିଂ ବ୍ୟବସ୍ଥାକୁ ହଟାଇବା ବଦଳରେ ଏହି କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ସରକାର ଅଧୀନକୁ…

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ମହୁଲ ଫୁଲ

କଙ୍କଡ଼ାହାଡ଼ : ଜଙ୍ଗଲରୁ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ହେଉଛି ଅନ୍ୟତମ ଲାଭକାରୀ ଦ୍ରବ୍ୟ । ଜଙ୍ଗଲରୁ ମହୁଲ ସଂଗ୍ରହ କରି ଅନେକ ଆଦିବାସୀ ପରିବାର ପ୍ରତିପୋଷଣ ହେଉଛନ୍ତି । ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ୍‌ରେ ମହୁଲ ଫୁଲ ସଂଗ୍ରହ ପ୍ରଚୁର…

ଅର୍ଚ୍ଚନା ନାଗଙ୍କ ବେଆଇନ୍‌ ସମ୍ପତ୍ତି ଆଟାଚ୍‌

କଟକ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ·ରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି । ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ·ଲିଛି ବୋଲି କଟକରେ ଅନୁଷ୍ଠିତ…

ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହ ଗିରଫ

ପଞ୍ଜାବ : ଆତ୍ମଘୋଷିତ ମୌଳବାଦୀ ଶିଖ ପ୍ରଚାରକ ଓ ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହକୁ ଶେଷରେ ଗିରଫ କରିଛି ପଞ୍ଜାବ ପୋଲିସ୍‌ । ବେଶ ନାଟକୀୟ ଢଙ୍ଗରେ ତାକୁ ଗୋଡ଼ାଇ ଗୋଡ଼ାଇ ପୋଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି । ୭ ଜିଲ୍ଲାର ପୋଲିସ୍‌ କର୍ମଚାରୀଙ୍କୁ ନେଇ ଗଠିତ ପଞ୍ଜାବ ପୋଲିସ୍‌ର…

ଫ୍ରେଣ୍ଡଶିପ୍‌ ପାଇପ ଲାଇନ ଲୋକାର୍ପିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତବାଂଲାଦେଶ ସମ୍ପର୍କରେ ଏକ ନୂଆ…