ରାନୀଙ୍କ ଅଭିନୟରେ ଇମ୍ପ୍ରେସ୍‌ ହେଲେ ଶାହାରୁଖ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ । ତାଙ୍କ ଫିଲ୍ମ "ମିସେଜ୍‌ ·ଟାର୍ଜୀ ଭର୍ସେସ୍‌ ନରୱେ' ଆଜି ବକ୍ସ ଅଫିସରେ ରିଲିଜ୍‌ ହୋଇଛି । ଏହି ଚଳଚ୍ଚିତ୍ରରେ ରାନୀଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ବର୍ତ୍ତମାନ ରାନୀଙ୍କ ସର୍ବୋତ୍ତମ ବନ୍ଧୁ ଶାହାରୁଖ ଖାନ ମଧ୍ୟ ତାଙ୍କ ପାଇଁ…

ପଣ୍ଟିଂଙ୍କ କୀର୍ତ୍ତିମାନ ଭାଙ୍ଗିବେ କୋହଲି !

ମୁମ୍ବ।ଇ : ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିଛି ଘରୋଇ ଭାରତ । ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ କୀର୍ତ୍ତିମାନ ଦ୍ୱାରରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ବିରାଟ କୋହଲି । ଆଉ ୫୯ ରନ୍‌ କଲେ ଘରୋଇ ମାଟିରେ ସର୍ବାଧିକ…

ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମହୁତି ଦେଇଥିବା ଜଗଦିଶ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିକ୍ଷୋଭ

ନୂଆପଡା : ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ଆତ୍ମହୁତି ଦେଇଥିବା ଜଗଦିଶ ଚୌହାନ ଜୀବନ ଯୁଦ୍ଧରେ ହାରିଯାଇଛିନ୍ତି । ସୂଚନା ମୁତାବକ ନୂଆପଡା ଜିଲ୍ଲା ସଦର ବ୍ଲକ୍‌ ଜୋଙ୍କ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଅତ୍ମାରାମ ହରିଜନଙ୍କ ପୁଅ ଜଗଦିଶ…

ପାଣିରେ ବୁଡି ଦୁଇ ଶିଶୁ ମୃତ

ଜିଲ୍ଲା ସିନାପାଲି ବ୍ଲକ୍‌ ମଖାପଦର ପଞ୍ଚାୟତ ଅନ୍ତର୍ଗତ ଚଉଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ଗ୍ରାମ ପାଖରେ ଥିବା ଏକ ଚହଲାକୁ ଗାଧୋଇବାକୁ ଯାଇ ଦୁଇ ଶିଶୁ ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ଗତ ଗୁରୁବାର ଦିନ ଉକ୍ତ ଶିଶୁ…

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର-୨୦୨୨ ଓଡ଼ିଶାର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନ

ନୂଆଦିଲ୍ଲୀ/ଭୁବନେଶ୍ୱର : କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ…

୨୩ରେ ନବୀନ-ମମତା ଭେଟ !

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ମମତା ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ ।…

ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ୭ ରାଜ୍ୟରେ ମେଗା ଟେକ୍ସଟାଇଲ୍‌ ପାକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ୭ ରାଜ୍ୟରେ ହେବ ମେଗା ଟେକ୍ସଟାଇଲ୍‌ ପାର୍କ । ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ପିଏମ୍‌ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା କରିବାକୁ…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ବୀକାର କଲା ବୋର୍ଡ, ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଲେ ବୋର୍ଡ…

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଲେ ବୋର୍ଡ ସଭାପତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଛି ବୋର୍ଡ। ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ । ଛାତ୍ରଛାତ୍ରୀ ଚିନ୍ତିତ ନହେବାକୁ ପରାମର୍ଶ…

ଆମେରିକା ବିରୋଧରେ ଲଢ଼ିବା ଲାଗି ଉତ୍ତର କୋରିଆରେ ଅଦ୍ଭୁତ ଜାଗରଣ

ଓ୍ୱାଶିଂଟନ: ଆମେରିକା ବିରୋଧରେ ଲଢ଼ିବା ଲାଗି ଉତ୍ତର କୋରିଆରେ ଅଦ୍ଭୁତ ଜାଗରଣ । ସାମରିକ ବିଭାଗରେ ସାମିଲ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ୮ ଲକ୍ଷରୁ ଅଧିକ ସ୍ବେଚ୍ଛାସେବୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଛାତ୍ର, ଶ୍ରମିକ ଓ ଅନ୍ୟାନ୍ୟ ବର୍ଗର ଜନତା । ବାରମ୍ବାର ଆଣବିକ ସାମର୍ଥ୍ୟ…

ମାଓ ହିଂସା : ଜଙ୍ଗଲ କାଟିବା ଅଭିଯୋଗରେ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଲାଲବାହିନୀ

ଉମରକୋଟ: ରାଇଘରରେ ପୁଣି ମାଓ ହିଂସା । ଜଙ୍ଗଲ କାଟିବା ଅଭିଯୋଗରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଲାଲବାହିନୀ। ରାଇଘର ଥାନା ଲକ୍ଷ୍ମଣପୁର ଗାଁର ନାରାୟଣ ନାଗେଶଙ୍କୁ ଜଙ୍ଗଲ ମାଫିଆ ଭାବି ହତ୍ୟା କରିଛନ୍ତି ମାଓବାଦୀ। ଜଙ୍ଗଲ କାଟି ଗାଁ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା…