ପୁଣି ତଳକୁ ଖସିଲେ ଆଦାନୀ

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରଠୁ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନିର ସେୟାର ନିମ୍ନଗାମୀ ହେବାରେ ଲାଗିଥିଲା । ତେବେ ଗତ କିଛି ଦିନ ହେବ ଆଦାନୀଙ୍କ ସେୟାରରେ ଭଲ ସଙ୍କେତ ଦେଖିବାକୁ ମିଳିଥିଲା ଏବଂ ଉଦ୍ଧ୍ୱର୍ଗାମୀ ହୋଇଥିଲା । ସେୟାର ବଢିବା ସହ ଆଦାନୀଙ୍କ ସଂପତ୍ତିର…

ମେ’ ପହିଲାରୁ ପଛୁଆବର୍ଗ ସର୍ଭେ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପଛୁଆ ବର୍ଗର ଲୋକଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ । ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଦେଇପାରିବେ । ପୂର୍ବରୁ…

ପୁଣି ଚିନ୍ତା ବଢାଇଲା H3N2, ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା H3N2 ଭାଇରସ୍ । ହାଇଆଲର୍ଟରେ ମହାରାଷ୍ଟ୍ର। ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ । କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ନହେବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସେପଟେ ମହାରାଷ୍ଟ୍ର ପୁଣେରେ ଜଣେ…

ହୋମଗାର୍ଡଙ୍କ ପାଇଁ ଖୁସି ଖବର, ବଢ଼ିଲା ଦୈନିକ ପାରିଶ୍ରମିକ

ଭୁବନେଶ୍ୱର: ବେତନ ବୃଦ୍ଧି ଓ ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ହୋମଗାର୍ଡଙ୍କୁ ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦୈନିକ ୫୩୩ ଟଙ୍କା ପାରିଶ୍ରମିକ ଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ଡେଭିଡ୍‌ ୱାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ, ଅକ୍ଷର ପଟେଲ ଉପ-ଅଧିନାୟକ

ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ନୂତନ ଅଧିନାୟକ । ରିଷଭ ପନ୍ଥଙ୍କ ଅନୁପସ୍ଥିତିରେ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାସହିତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ…

ଦୁଃଖ ଶୁଣିଲେ ୫-ଟି ସଚିବ, ଦିବ୍ୟାଙ୍ଗ କ୍ରିକେଟର୍‌ ଝିଲ୍ଲୀଙ୍କୁ ମିଳିଲା ୩୦ ହଜାର ଟଙ୍କା: ମିଳିବ ପାସପୋଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦିବ୍ୟାଙ୍ଗ ମହିଳା କ୍ରିକେଟଙ୍ର୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ । ତୁରନ୍ତ ପ୍ରଦାନ କରାଗଲା ସହାୟତା । ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌ କାଉନସିିଲ୍‌…

ଦରଦାମ ଆକାଶ ଛୁଆଁ : ମିଳୁନି ପେଟ୍ରୋଲ ଡିଜେଲ

ସମଗ୍ର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବେସରକାରୀ ଗାଡି ଚାଳକ ସ ସଂଘ ଦ୍ୱାରା ୧୦ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଦ୍ୱିତୀୟ ଦିବସରେ ପହଞ୍ଚିଛି । ଏହି ଆନ୍ଦୋଳନ ଦ୍ୱାରା ଗମନା ଗମନରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । କଟକ ଚାନ୍ଦବାଲି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ…

୨ବର୍ଷର ଝିଅକୁ ମାରି ମା’ର ଆତ୍ମହତ୍ୟା !

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଗାଁରେ ୨ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ମା’ର ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌…

ଉକ୍ରଳମଣିଙ୍କୁ ଭାରତ ରତ୍ନ ଦାବି

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘ ନେତୃତ୍ୱରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ଉପାଧି ପ୍ରଦାନ କରାଯିବାକୁ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଦାବି କରାଯାଇଛି । ଏ ନେଇ ଶୁକ୍ରବାର ସାମାଜିକ ଗଠନମାନଙ୍କ…

ଭୁବନେଶ୍ୱରରେ ସେକ୍ସ ର‍୍ୟାକେଟ ଠାବ

ଭୁବନେଶ୍ୱର : ବାହାରେ ଏନଜିଓ, ଭିତରେ ସେକ୍ସ ରାକେଟ । ପୁଣି ରାଜଧାନୀ ଭୁବନେଶ୍ୱରରୁ ଏକ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ । ଏହି ଏନଜିଓଟି ଦୀର୍ଘ ଦିନ ହେବ ଚଳାଇଥିଲା ଦେହ ବେପାର । ଯାହାର ସୂଚନା ପାଇଁ ଆଜି ରେଡ୍‌ କରିଛି ଲିଙ୍ଗରାଜ ଥାନା ପୋଲିସ । ଓଲଡ୍‌ ଟାଉନର ନାଗେଶ୍ୱର…