ଶୁଭାରମ୍ଭ ହେଲା ‘ବାଲ୍‌ ଆଧାର’

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଉଛି ବାଲ୍‌ ଆଧାର । ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ । ଆଧାର ସଂଯୋଗ ଦ୍ୱାରା ସରକାରୀ ସେବା ପାଇବା ସହଜ ହେବ । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍‌ ଆଧାର ପ୍ରାପ୍ତ କରନ୍ତୁ…

ବେଙ୍ଗାଲୁରୁରେ ସିରିଏଲ କିଲର ଆତଙ୍କ ! ୩ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ରେଳ ଷ୍ଟେସନରୁ ପ୍ଲାଷ୍ଟିକ୍‌ ଡ୍ରମରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସହରରେ ଏକ ସିରିଏଲ କିଲର ମାତିଥିବା ଆତଙ୍କ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ମଧ୍ୟ ୨ଟି ଘଟଣାରେ ମହିଳାଙ୍କ ମୃତଦେହ ଡ୍ରମରୁ ମିଳିଥିଲା । ସୂଚନା ଅନୁଯାୟୀ,…

ଆମେରିକା ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ସଂକଟ

ନୂଆଦିଲ୍ଲୀ : ଆମେରିକାର ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ସଂକଟ ଥମିବାର ନାଁ ଧରୁନାହିଁ । ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍‌ନେଚର ବ୍ୟାଙ୍କ ପରେ ଏବେ ଫାର୍ଷ୍ଟ ରିପବ୍ଲିକ ବ୍ୟାଙ୍କ ମଧ୍ୟ ବନ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି । ବୁଧବାର ବ୍ୟାଙ୍କର ସେୟାର ମୂଲ୍ୟରେ ୬୫.୬୧% ହ୍ରାସ ଘଟିଛି ।…

ଗଡ଼ିଲାନି ଟ୍ରକ୍‌: ବଢ଼ିଲା ଦୁର୍ଦ୍ଦଶା

ଭୁବନେଶ୍ୱର : ଗଡ଼ିଲାନି ବସ୍‌-ଟ୍ରକ୍‌ । ସାରା ରାଜ୍ୟରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିନରେ ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାରେ ଅଟକିଥିଲା ଶହ ଶହ ସଂଖ୍ୟାରେ ଯାନବାହନ । ରାଜରାସ୍ତାରେ ମାଇଲ୍‌ ମାଇଲ୍‌ ବାଟ ପର୍ଯ୍ୟନ୍ତ ଲମ୍ବିଥିଲା…

୨୦ ଯାଏ କୋହଲା ପାଗ: ୧୮ରେ କୁଆପଥର ବର୍ଷା

ଭୁବନେଶ୍ୱର : ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ମେଘୁଆ ପାଗ ଦେଖାଦେଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୮ ତାରିଖରେ ଅଧିକ ସ୍ଥାନରେ ବର୍ଷା ହୋଇପାରେ । ସେହିଦିନ କେନ୍ଦୁଝର, ଯାଜପୁର, ଢେଙ୍କାନାଳ,…

ଟ୍ୱିଟରରେ ଟ୍ରେଣ୍ଡ କରୁଛି “ଶଙ୍ଖ ମୋ ଗର୍ବ’

ଭୁବନେଶ୍ୱର : ଟ୍ୱିଟରରେ ଟ୍ରେଣ୍ଡକଲା "ଶଙ୍ଖ ମୋ ଗର୍ବ' । ବିଜୁ ଜନତା ଦଳର ପ୍ରତୀକ ହେଉଛି ଶଙ୍ଖ ଚିହ୍ନ । ଶଙ୍ଖ ପାଲଟିଛି ସମୃଦ୍ଧର ପ୍ରତୀକ । ସୋସିଆଲ ମିଡିଆରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ କରୁଛନ୍ତି ପୋଷ୍ଟ । ଶଙ୍ଖ ସହ ଯୋଡି ହୋଇଛି ଓଡ଼ିଶାର ସଂସ୍କୃତି । ଓଡ଼ିଶାବାସୀଙ୍କ ଆଶା,…

ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ମୋଦୀ !

ନୂଆଦିଲ୍ଳୀ : ନୋବେଲ ପୁରସ୍କାର ରେସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୋବେଲ କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି ଯେ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ଦାବିଦାର । ଭାରରକୁ ଶାନ୍ତିର ଉତ୍ତାଧିକାରୀ ବୋଲି କହିବା ସହ…

ମୁଖ୍ୟ ଶାସନ ସଚିବ-ଡ୍ରାଇଭର ସଂଘ ପ୍ରତିନିଧିଙ୍କ ଆଲୋଚନା, ୩ ମାସ ଯାଏ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭରଙ୍କ ଦାବି । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୁରୁବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ଡ୍ରାଇଭର ଏକତା…

ବଦଳିଲେ ଅଷ୍ଟ୍ରେଲିଆ ଟିମ୍‌ ଅଧିନାୟକ

ନୂଆଦିଲ୍ଲୀ : ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଭାରତ ଜିତିବା ପରେ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ଦଳ । ୧୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ୟାଟ୍‌ କମିନ୍ସଙ୍କ ମା'ଙ୍କ ଦେହାନ୍ତ ଯୋଗୁଁ ସେ ଦିନିକିଆ ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି । ଆଉ…

ଆଇସିସି ଟେଷ୍ଟ ରାଙ୍କିଙ୍ଗ, ଅଷ୍ଟମ ସ୍ଥାନରେ ବିରାଟ କୋହଲ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଦ୍ୱାରା ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ବେଶ ଉପକୃତ ହୋଇଛନ୍ତି । କେବେ ଶୀର୍ଷରେ ରହୁଥିବା ଏବଂ ଟପ୍‌-୩ରେ ରାଜ କରୁଥିବା କୋହଲି ଖରାପ ଫର୍ମ ଯୋଗୁଁ ସମୟକ୍ରମେ ଟପ୍‌-୨୦ରୁ ବାଦ୍‌ ପଡିଥିଲେ । ଟେଷ୍ଟ କ୍ରିକେଟରେ ସେ…