ଏସ୍‌ସିଓ ସମ୍ମିଳନୀରେ ଯୋଗଦେବ ପାକିସ୍ତାନ !

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତରେ ହେବ ଏସସିଓ ସମ୍ମିଳନୀ । ଆୟୋଜକ ଦେଶ ଭାରତ ସମ୍ମିଳନୀରେ ସାମିଲ ହେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ଦେଇଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କ୍ୱାଜା ଆସିଫଙ୍କୁ ଆମନ୍ତ୍ରିତ କରାଯାଇଥିବା ଜଣାପଡିଛି । ଚୀନ, କାଜାଗିସ୍ତାନ, କିର୍ଗିଜସ୍ତାନ,…

ବନାଗ୍ନି ରୋକିବାକୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର : ରାଜ୍ୟରେ ବନାଗ୍ନିକୁ ପ୍ରଶମନ କରିବା ନିମନ୍ତେ ପଞ୍ଚାୟତ ସ୍ତରରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । ସଂପୃକ୍ତ ଅଞ୍ଚଳର ସରପଞ୍ଚ, ସ୍ଥାନୀୟ ଜନ ପ୍ରତିନିଧି, ମିଶନ ଶକ୍ତି, ସ୍ଥାନୀୟ କ୍ଲବ୍‌ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ଏହି ଅଭିଯାନରେ ସାମିଲ୍‌ କରାଯାଇ ପ୍ରାଥମିକତା…

ମହିଳା ଆଇପିଏଲ: ୬ ୱିକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ : ମହିଳା ପ୍ରିମିୟର ଲିଗରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଲଗାତାର ପରାଜୟ । ସ୍ମୃତି ମନ୍ଧନାଙ୍କ ନେତୃ•ତ୍ୱାଧୀନ ଦଳ କ୍ରମାନ୍ୱୟରେ ପଞ୍ଚମ ମ୍ୟାଚ୍‌ ପରାସ୍ତ ହୋଇଛି । ଅନୁଷ୍ଠିତ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇଛି ।…

ଧରା ପଡିଲା ବଣିଆର କଳାକାରନାମା, ନକଲି ସୁନା ବନ୍ଦକ ରଖି ଠକିନେଲା କୋଟିଏରୁ ଉଦ୍ଧ୍ୱର୍ ଟଙ୍କା

ଓଡ଼ଗାଁ, ୧୪ା୩ ( ଡିକେ ନ୍ୟୁଜ) : ଓଡ଼ଗାଁ ବ୍ଲକ୍‌ ଶରଣକୁଳ ଥାନା ଶିଖରପୁର କାନାଡ଼ା ବ୍ୟାଙ୍କ କାର୍ଯ୍ୟ କରୁଥିବା ସମୟରୁ ବଣିଆ ଭାବେ ଶରଣକୁଳ ଗ୍ରାମର ନୀଳମାଧବ ଆଚାରିଙ୍କ ପୁଅ ରଘୁନାଥ ଆଚାରି କାମ କରନ୍ତି । ଲୋକମାନେ ବ୍ୟାଙ୍କରେ ସୁନା ବନ୍ଧକ ଦେଇ ଲୋନ୍‌ ନେଣଦେଣ କରୁଥିବା ବେଳେ ସେ ଅନେକ…

ବାଇକ୍‌ରେ ଆସିଲେ, ବୋଲେରୋ ଲୁଟିଲେ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଥାନା ବଡଖିର ଗ୍ରାମପଞ୍ଚାୟତ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ଛକ ନିକଟରୁ ବାଇକ୍‌ରେ ଆସି ୨ ଜଣ ଲୁଟେରା ଏକ ବୋଲେରୋ ଲୁଟି ନେବା ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଶ୍ଚିନ୍ତକୋଇଲି କଲେଜଛକ ନିକଟରେ ଦୀର୍ଘ ଦିନ ହେଲା ସୂର୍ଯ୍ୟକାନ୍ତ…

ଉଦାହରଣ ପାଲଟିଛି ଦିବ୍ୟାଙ୍ଗ ଛାତ୍ରୀ ବତୀ ଯାନୀ

ନବରଙ୍ଗପୁର : ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା । ଚଳିତ ବର୍ଷର ଦଶମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି ଏହି ଦିବ୍ୟାଙ୍ଗ ଛାତ୍ରୀ ଜଣକ । ନିଜର ଇଚ୍ଛା ଶକ୍ତି ବଳରେ ପାଠ ପ୍ରତି ଆଗ୍ରହ ଦେଖାଇ ଅନ୍ୟ ପାଇଁ ଉଦାହରଣ ସ୍ୱରୂପ ହୋଇପାରିଛନ୍ତି । ଏହି ଦୃଶ୍ୟ ଦେଖିବାକୁ ମିଳିଛି…

ରେଡ୍‌ ମାର୍କରେ ବନ୍ଦ ହେଲା ସେୟାର ବଜାର

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ସୋମବାର କାରବାର ହ୍ରାସ ପାଇଛି । ସପ୍ତାହର ପ୍ରଥମ କାରବାର ଦିନରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୩୩୭.୬୬ ପଏଣ୍ଟ ହ୍ରାସ ପାଇ ୫୭,୯୦୦.୧୯ ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ସୂଚକାଙ୍କ ୧୧୧ ଅଙ୍କ ଖସି ୧୭,୦୪୩.୩୦…

ୟୁକ୍ରେନ ଠାରୁ ଯୁଦ୍ଧ ହାରିଲେ ଇସ୍ତଫା ଦେବେ ପୁଟିନ

ନୂଆଦିଲ୍ଲୀ: ଗତ ଏକ ବର୍ଷରୁ ଅଧିକ ସମୟ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଯଦିଓ ଏହି ଯୁଦ୍ଧ ପାଇଁ ଉଭୟ ଦେଶକୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି, କିନ୍ତୁ ପଛକୁ ଯିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଏହି ଯୁଦ୍ଧ ବର୍ତ୍ତମାନ ଋଷର ରାଷ୍ଟ୍ରପତି…

ଜଟିଳ ସ୍ଥିତିରେ ଭାରତ-ଚୀନ ସମ୍ପକ

ନୂଆଦିଲ୍ଲୀ : ଚୀନ ସହିତ ଭାରତର ସମ୍ପର୍କ ଜଟିଳତା ମଧ୍ୟ ଦେଇ ଗତି କରୁଛି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମ ଦ୍ୱିପାକ୍ଷିକ ସମ୍ପର୍କକୁ ତିକ୍‌ତ କରିଛି ବୋଲି ଭାରତ କହିଛି । ସୋମବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

ବଢ଼ୁଛି ହାତୀ-ମଣିଷ ଲଢେ଼ଇ, ୧୦ ବର୍ଷରେ ଯାଇଛି ୯୨୫ ଲୋକ ଓ ୭୮୪ ହାତୀଙ୍କ ଜୀବନ

ଭୁବନେଶ୍ୱର : ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୮୪ ହାତୀ ମରିଥିବା ବେଳେ ୯୨୫ ମଣିଷଙ୍କୁ ମାରିଛି ହାତୀ । ହାତୀ ମୃତ୍ୟୁ ଓ ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ନେଇ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ…