ପଶ୍ଚିମା ଝଡ଼: ୫ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର : ପାଖାପାଖି ୪ମାସ ପରେ ଆସୁଛି ବଡ ବର୍ଷା । ରାଜ୍ୟରେ ବଦଳିଛି ପାଗ । କାଲିଠ ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ଆସନ୍ତାକାଲି…

ସମବାୟ ବିଭାଗରେ ୧୮୪ ଅଧିକାରୀଙ୍କୁ ନିଯୁକ୍ତ

ଭୁବନେଶ୍ୱର : ସମବାୟ ବିଭାଗରେ ୧୮୪ ଅଧିକାରୀଙ୍କୁ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଲୋକସେବା ଭବନରେ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ୫-ଟି…

ଭୋପାଳ ଗ୍ୟାସ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ, ପୀଡ଼ିତଙ୍କୁ ମିଳିବନି ଅତିରିକ୍ତ ସହାୟତା ରାଶ

ନୂଆଦିଲ୍ଲୀ : ଭୋପାଳ ଗ୍ୟାସ ଟ୍ରାଜେଡି ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ପାଇଁ ଦାଏର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଘଟଣାର ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା । ସୁପ୍ରିମକୋର୍ଟରେ ୫ଜଣିଆ ବି·ରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ବି·ର କରି ଏହି…

ସଂକଟରୁ ଧ୍ୟାନ ହଟାଇବାକୁ ମିଛ ଏଜେଣ୍ଡା ଚଳାଇଛି ପାକ୍‌

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ପୁଣି ବର୍ଷିଲା ଭାରତ । ବିଦେଶ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରେ ଆତଙ୍କବାଦ ଓ ମିଛ ଏଜେଣ୍ଡା ଖେଳାଇବାକୁ ନେଇ ପାକିସ୍ତାନକୁ ଟାର୍ଗେଟ୍‌ କରିଛି ଭାରତ । ପାକିସ୍ତାନ ଭାରତ ବିରୋଧରେ ଲଗାତାର ମିଛ ଏଜେଣ୍ଡା ଖେଳାଇବାରେ ଲାଗିଛି । ନିଜ ଦେଶରେ ଲାଗି ରହିଥିବା…

ଆଜି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

କଟକ : ପୁଣି ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ସଜାବାଜ ହେଲେଣି ଡ୍ରାଇଭର । ରାଜ୍ୟବ୍ୟାପି ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ମୋଟର ଚାଳକ ମହାସଂଘ । ରାଜଧାନୀ ଭୁବନେଶ୍ୱର ସମେତ ସବୁ ବ୍ଲକ୍‌ ଓ ସଦର ମହକୁମାରେ ଆନ୍ଦୋଳନ କରିବେ ମହାସଂଘର କର୍ମକର୍ତ୍ତା । ରାସ୍ତାରେ ଯାନବାହନ ଚଳାଚଳକୁ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୭ ଗିରଫ

ଟିଟିଲାଗଡ : ଟିଟିଲାଗଡ ଥାନା ଅଞ୍ଚଳରେ କିଛି ଅସାମାଜିକ ଯୁବକ ଚୋରି ଘଟାଉଥିବା ଅଭିଯୋଗ ପୋଲିସ ପାଖରେ ହସ୍ତଗତ ହେବା ପରେ ଟିଟିଲାଗଡ ପୋଲିସ ସେମାନଙ୍କୁ କାବୁ କରିବାକୁ ଏକ ସ୍କ୍ୱାଡ ହୋଇ ଧରପଗଡ ଜାରି ରଖିଥିଲେ । ୧୨ ତାରିଖ ରାତି ହାଇସ୍କୁଲ ଖେଳ ପଡିଆ ଠାରେ ସାତ ଜଣ ଯୁବକ ବସି ମଦ ପିଇ ଏକ…

ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ନମ୍ବର ୱାନ

ଭୁବନେଶ୍ୱର : ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ, ସୁଚିନ୍ତିତ ଯୋଜନା ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ରାଜ୍ୟ ଅର୍ଥନୀତିକୁ ସୁଦୃ କରିଛି । କୋଡ଼ିଏ ବର୍ଷ ତଳେ ଏକଦା ବିତ୍ତୀୟ ନିଅଣ୍ଟ ରାଜ୍ୟର ଦୁର୍ନାମ ଅର୍ଜିଥିବା ଓଡ଼ିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ…

ପ୍ରତି ପଞ୍ଚାୟତରେ ଖୋଲିବ ମିଶନଶକ୍ତି ମାର୍କେଟ

ଭୁବନେଶ୍ୱର : ମହିଳା ସଶକ୍ତିକରଣ, ସାମାଜିକ ଓ ଆର୍ଥିକ ସମାନତା ହାସଲର ବାର୍ତ୍ତାବହ ସାଜିଛି ମିଶନ୍‌ ଶକ୍ତି । ରାଜ୍ୟର ୭୦ ଲକ୍ଷ ମହିଳା ଆଜି ନିଜ ପାଇଁ ନିଜେ ସୃଷ୍ଟି କରିଛନ୍ତି ପରିଚୟ । ସେହି ମହିଳାମାନଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ୍‌…

ପ୍ରଦୂଷଣରେ ଅଣନିଶ୍ୱାସୀ ଥାଇଲାଣ୍ଡବାସୀ

ବ୍ୟାଙ୍କକ୍‌ : ଭୀଷଣ ବାୟୁ ପ୍ରଦୂଷଣ ପାଇଁ ଥାଇଲାଣ୍ଡବାସୀ ଅଣନିଶ୍ୱାସୀ ହୋଇ ପଡ଼ିଛନ୍ତି । କେବଳ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଗତ ସପ୍ତାହରେ ପାଖାପାଖି ୨ ଲକ୍ଷ ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ରାଜଧାନୀ ବ୍ୟାଙ୍କକ୍‌ ସହର ପ୍ରଦୂଷଣ ଯୋଗୁଁ ସର୍ବାଧିକ ପ୍ରଭାବିତ…

ପ୍ରବଳ ତୁଷାରପାତ: ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

ନୂଆଦିଲ୍ଲୀ : ପ୍ରବଳ ବରଫପାତ ଯୋଗୁଁ ଫସିଥିଲେ ୪୦୦ ପର୍ଯ୍ୟଟକ । ସିକ୍କିମରେ ବରଫପାତ ଫସିଥିବା ପ୍ରାୟ ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ସେନା ଯବାନ । ଏମିତିକି ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ସହ ଭୋଜନ ସହ ଅନ୍ୟାନ୍ୟ ଜରୁରୀକାଳୀନ ସହାୟତା ପ୍ରଦାନ କରିଥିଲେ ।…