ପୋଲିସ ଉପରେ ବୋମା ମାଡ଼ : ୫ ଗିରଫ

କୁକୁଡାଖଣ୍ଡି : ନିମଖଣ୍ଡି ଥାନା ଅଧିନରେ ଥିବା ଶ୍ରୀକ୍ଷେତ୍ର ବିହାର ରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ଚାଲୁଥିବା ବେଳେ ମଙ୍ଗଳବାର ରାତ୍ରି ବଡବଜାର ଥାନା ଅଧୀନ ଲକ୍ଷ୍ମୀ ନୃସିଂହ ସାହିରେ ହୋଇଥିବା ବୋମା ମାଡ଼ ଘଟଣାର ସନ୍ଧାନ ପାଇ ବଡ଼ ବ଼ଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ…

ଏଣିକି ଅନୁଗୋଳରେ ଡିଜେ ସାଉଣ୍ଡ ମନା

ଅନୁଗୋଳ : ଅନୁଗୋଳ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ରୋକ ଲଗାଇବା ସହ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ଘୋଷଣା ହୋଇଛି । ଏନେଇ ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞପ୍ତି ନମ୍ବର ୧୮୨୮' ମାଧ୍ୟମରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛିା କେଉଁ କାରଣ ପାଇଁ ଏହାକୁ ବନ୍ଦ…

୫ ମାସର ଗର୍ଭବତୀ ମହିଳାଙ୍କୁ ବଳକ୍ରାର !

ନବରଙ୍ଗପୁର : ନବରଙ୍ଗପୁରରେ ଚାଞ୍ଚଲ୍ୟ ପ୍ରକାର ଘଟଣା । ସୈତାନ ସାଜିଲେ ଆଶା କର୍ମୀ । ଚିକିତ୍ସା ବାହାନାରେ ଗର୍ଭବତୀ ମହିଳାଙ୍କୁ ନିଜ ସ୍ୱାମୀଙ୍କ ଦ୍ୱାରା ବଳକ୍ରାର କରାଇ ସେହି ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ କଲେ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ…

ବ୍ୟାପକ ଚୋରା ବିଦେଶୀ ମଦ ଜବତ: ୩ ଗିରଫ

ପାରଳାଖେମୁଣ୍ଡି  : କାଶୀନଗର ବ୍ଲକ୍‌ ଅନ୍ତର୍ଗତ କେ ସୀତାପୁର ଗ୍ରାମରେ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା ଖବର କୌଣସି ମତେ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସ୍ୱାତି କୁମାର ଅଚାନକ ଦୋକାନମାନଙ୍କ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୨୫ ଲିଟର ବିଦେଶୀ ମଦ ଜବତ କରି ଯୋଗେସୁ ପାତ୍ର,…

ଶ୍ରୀହୀନ ଇନ୍ଦ୍ରାବତୀ ପ୍ରୋଜେକ୍ଟ

ତେନ୍ତୁଳିଖୁଣ୍ଟି : ଚାଷି ମାନଙ୍କ ସୁବିଧା ଏବଂ ବିଦ୍ୟୁତ ଉତ୍ପାଦନ ଲକ୍ଷନେଇ ଆରମ୍ଭ କରାଯାଇଥିଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିଗୁଡାରେ ୧୯୭୮ ମସିହା ଅପ୍ରେଲ ମାସ ୧୦ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମୋରାଜି ଦେଶାଇଙ୍କ…

ପେଟ୍ରୋଲିୟମରୁ ୯ ମାସରେ ଆସିଛି ୫.୪୫ ଲକ୍ଷ କୋଟି ଟିକସ

ନୂଆଦିଲ୍ଲୀ : ପେଟ୍ରୋଲିୟମ ଉତ୍ପାଦ ଉପରେ ଲଗାଯାଉଥିବା ଟିକସରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ମୋଟା ଆୟ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଅର୍ଥାତ୍‌ ଏପ୍ରିଲ-ଡିସେମ୍ବର ମଧ୍ୟରେ ଏ ବାବଦ ସରକାରୀ ରାଜକୋଷକୁ ୫.୪୫ ଲକ୍ଷ କୋଟି ଟଙ୍କା ଆସିଛି । ଭାରତୀୟ ପେଟ୍ରୋଲିୟମ ଶିଳ୍ପରେ…

ଖସିଲା ସୁନା-ରୂପା ଦାମ

ନୂଆଦିଲ୍ଲୀ : ଯଦି ଆପଣ ସୁନା ବା ରୂପା କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର । ବୁଧବାର ସୁନା-ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ୧୦ ଗ୍ରାମ ସୁନା ଶସ୍ତା ହୋଇ ୫୭,୦୭୦ ଟଙ୍କା ହୋଇଯାଇଛି । ଏକ କିଲୋ ରୂପା ଦାମ୍‌ ମଧ୍ୟ କମ୍‌ ହୋଇ ୬୬,୫୩୫ ଟଙ୍କାରେ ବିକ୍ରି ହେଉଛି ।…

ବନାଗ୍ନି ରୋକିବ ପଶ୍ଚିମା ଝଡ଼, ୧୭ରୁ ପାଞ୍ଚଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୧୯ ତାରିଖ ଯାଏଁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ରହିଛି । ଏଥିଯୋଗୁଁ ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟରେ ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ସମ୍ଭାବନା ରହିଛି । ୧୭ରୁ ବର୍ଷାର ବିସ୍ତୃତି ବଢିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ…

ବଢ଼ୁଛି ଏଚ୍‌୩ଏନ୍‌୨ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ବଢୁଛି ଭାଇରସ୍‌ ଭୟ । ଏଚ୍‌୩ଏନ୍‌୨, କରୋନା ଓ ସ୍ୱାଇନ୍‌ ଫ୍ଲୁ ବଢାଉଛି ସଂକ୍ରମଣ । ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା କେବଳ ସ୍ୱାଇନ୍‌ ଫ୍ଲୁରେ ଦେଶରେ ୯୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁରେ ସର୍ବାଧିକ ୫୪୫ ଜଣ ଏଚ୍‌୧ଏନ୍‌୧ ବା ସ୍ୱାଇନ୍‌ ଫ୍ଲୁ ସଂକ୍ରମିତ ଚିହ୍ନଟ…

ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ, ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ପାଇଁ…

ଭୁବନେଶ୍ୱର : ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…