“ଆଇ ଲଭ ଭଦ୍ରକ”ର ଶୁଭ ଉଦଘାଟନ

158

ଭଦ୍ରକ : ଆଜି ସ୍ୱାୟତ ଶାସନ ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନାରେ “ଆଇ ଲଭ ଭଦ୍ରକ”ର ଶୁଭ ଉଦଘାଟନ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ଵାରା ସମ୍ପନ୍ନ ହୋଇଛି । ଏହି ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ବିଜେଡିର ସଂପାଦକ ଇଂ. ପ୍ରୟାସକାନ୍ତି ସାମଲ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଉପ ସଭାପତି ମଳୟ ଜେନା, ପୂର୍ବତନ କାଉନସିଲର ପ୍ରଣୟ ଦାସ, ପ୍ରବୀର ଜେନା, ବିଜୁଛାତ୍ର ଜିଲ୍ଲା ଜନତାଦଳର ମହାସଚିବ ଲାଲା ଲଲିତ ନାୟକ, ପୂର୍ବତନ ଜିଲ୍ଲାପରିଷଦ ଅସିତ ପାଣିଗ୍ରାହୀ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.