ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ ହକି ଟିମରେ ମିଳିଲା ସ୍ଥାନ

231

ଭୁବନେଶ୍ୱର : ଟୋକିଓ ଅଲିମ୍ପିକର ପୁରୁଷ ହକିରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଟିକେଟ ମିଳିଛି । ହକି ଇଣ୍ଡିଆ ତରଫରୁ ଭାରତୀୟ ପୁରୁଷ ହକି ଟିମର ସଦସ୍ୟଙ୍କ ନାମ ଘୋଷଣା କରା ଯାଇଥିବା ବେଳେ ଏଥିରେ ଏହି ଦୁଇ ଜଣଙ୍କୁ ସ୍ଥାନ ମିଳିଛି । ଉଲ୍ଲେଖନୀୟ ଟୋକିଓ ଅଲିମ୍ପିକ ପାଇଁ ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ ।

Leave A Reply

Your email address will not be published.