ନିଶ୍ଚିନ୍ତକୋଇଲି ବିଦ୍ୟୁତ୍‌ କାର୍ଯ୍ୟାଳୟରେ ବିଶ୍ବକର୍ମା ପୂଜା ପାଳିତ

149

ମାହାଙ୍ଗା : ମାହାମରି କୋରୋନା କଟକଣା ପାଇଁ ନିଚିନ୍ତକୋଇଲି ବ୍ଲକ୍ ଅଞ୍ଚଳର ବିଭିନ୍ନ ସ୍ଥାନରେ କୋଭିଡ୍ କଟକଣା ଅନୁଯାୟୀ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯାଇଛି । ବିଦ୍ୟୁତ୍ ବିଭାଗର କନିଷ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଭାତ ସାହୁ କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଲାଇଥିଲେ । ଏହି ପୂଜା କର୍ଯ୍ୟକର୍ମରେ ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାନ୍ତି, ବିଭାଗର ଅନ୍ୟାନ୍ୟ ସଦସ୍ୟଙ୍କ ଭିତରେ ମାନସ ପଣ୍ଡା, ଜେଇ ସମ୍ବିତ ସାହାଣୀ, ମୁକେଶ ରାଉତ, ସନ୍ଦୀପ ପାତ୍ର, ତ୍ରିଲୋଚନ ସ୍ବାଇଁ, ଅଜୟ, ଭରତ, ଆଦି ଏହି ପୂଜା କର୍ଯ୍ୟକର୍ମରେ ଯୋଗୋଦେଇ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.