ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଦଳୀୟ କାର୍ଯ୍ୟାଳୟରୁ ପଦଯାତ୍ରାରେ ବିଧାନସଭା ଅଭିମୁଖେ ଯାଇ ଲୋୟର ପିଏମଜିରେ ପହଂଚିଛନ୍ତି । ମାହାଙ୍ଗାରୁ ବାହାରିଥିବା ଏହି ପଦଯାତ୍ରା ଗତକାଲି ଭୁବନେଶ୍ୱରେ ପହଂଚିଥିଲା ।
Sign in
Sign in
Recover your password.
A password will be e-mailed to you.