Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
୬ରୁ ବିଏସକେୱାଇ ନବୀନ କାର୍ଡ ପଞ୍ଜୀକରଣ
ଭୁବନେଶ୍ୱର, : ଆସନ୍ତା ଜାନୁଆରୀ ୬ ତାରିଖରୁ ବିଏସକେୱାଇ ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ଜାନୁଆରୀ ୧୬ ତାରିଖ ଯାଏଁ ଖୋଲା ରହିବ ଅନଲାଇନ୍ ପୋର୍ଟାଲ। ଯେଉଁ ହିତାଧିକାରୀ ବିଏସକେୱାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ। ସରକାରୀ କର୍ମଚାରୀ, ସରକାରୀ…
ନୂଆ ବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ
ପୁରୀ,୧ା୧ : ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆନନ୍ଦର ମାହୋଲ। ଆଜି ଇଂରାଜୀ ନବବର୍ଷରେ ଲକ୍ଷାଧିକ ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ବାହରାକାଠନିକଟରୁ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି। ଗତକାଲି…
ଟ୍ୱିନ୍ସିଟିର ରୂପ ବଦଳାଇବ ମେଟ୍ରୋ : ନବୀନ
ଭୁବନେଶ୍ୱର,୧ା୧ : ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ। ଲକ୍ଷ୍ୟ କମ୍ ସମୟ କମ୍ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ…
ନୂତନ ବର୍ଷ ୨୦୨୪ ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ୨୦୨୪ର ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
Wishing everyone a splendid 2024! May this year bring forth prosperity, peace and wonderful health for all.
— Narendra…
ଆମେରିକା-କାନାଡା ଓ ଲଣ୍ଡନରେ ଭାରତୀୟ ଦୂତାବାସକୁ ଆକ୍ରମଣରେ ୪୩ ସନ୍ଦିଗ୍ଧ ଚିହ୍ନଟ
ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇ ମାସରେ ଆମେରିକା, ଲଣ୍ଡନ ଏବଂ କାନାଡାରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଏନ୍ଆଇଏ ଏପର୍ଯ୍ୟନ୍ତ ଏହି ମାମଲାରେ ୪୩ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ…
ତେହେରିକ-ଇ-ହୁରିୟାତ୍ ବେଆଇନ ସଂଗଠନ ଘୋଷଣା
ନୂଆଦିଲ୍ଲୀ, : ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍-ଇ-ହୁରିୟାତ' (ଟିଇଏଚ୍) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩ (୧) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ…
ଦିଲ୍ଲୀ ଦୃଷ୍ଟାନ୍ତ
ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ସ୍ଥିତିକୁ ଅନୁଶୀଳନ କଲେ ଏକ ଭୟଙ୍କର ପରିସ୍ଥିତି ଆଗକୁ ଦେଖାଯାଉଛି। ବିଶ୍ୱ ତମାମ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଚିନ୍ତା ପ୍ରକଟ କରାଯାଉଛି।ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ନିକଟରେ ଏକ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ…
ଟ୍ୱିନ୍ସିଟିବାସୀଙ୍କୁ ନୂଆବର୍ଷ ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଆଜି ଟ୍ୱିନ୍ସିଟିବାସୀଙ୍କୁ ନୂଆବର୍ଷ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସ୍ୱପ୍ନର ପ୍ର୍କଳ୍ପ ମେଟ୍ରୋ ଟ୍ରେନ୍ ପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ। ଶିଳାନ୍ୟାସ ପରେ କାମ ଆରମ୍ଭ ହୋଇ ୪ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।…
ଆଜିଠୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କୁ ଦର୍ଶନ
ପୁରୀ, : ଆଜି ବିଦାୟ ନେବାକୁ ଯାଉଛି ୨୦୨୩ ପୁରୁଣା ବର୍ଷ ହେଉଛି ୨୦୨୩। ଆସନ୍ତା କାଲି ନୂତନ ବର୍ଷର ପ୍ରଥମ ସୂର୍ଯୋଦୟ ଦର୍ଶନ କରିବେ ବିଶ୍ୱବାସୀ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜି ବଦାୟୀ ବର୍ଷରେ ହଜାରହଜାର…
୨୦୨୪ ରେ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବ ଭାରତ
ନୂଆଦିଲ୍ଲୀ: ୨୦୨୩ରେ ବିଶ୍ୱର ବିଭିନ୍ନ ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭାରତ ଏହାର ସ୍ଥିତି ଦୃଢ ରଖି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ପାରିଛି। ଭାରତର ଘରୋଇ ବଜାରରେ ଚାହିଦା ବୃଦ୍ଧି, ଦର ନିୟନ୍ତ୍ରଣ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି କାରଣରୁ ଭାରତ…