ନୂତନ ବର୍ଷ ୨୦୨୪ ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

Prime Minister's best wishes to all for the new year 2024

178

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ୨୦୨୪ର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

Wishing everyone a splendid 2024! May this year bring forth prosperity, peace and wonderful health for all.

— Narendra Modi (@narendramodi) January 1, 2024
“ସମସ୍ତଙ୍କୁ ଏକ ଚମତ୍କାର ୨୦୨୪ କାମନା କରୁଛି! ଏହି ବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧି, ଶାନ୍ତି ଏବଂ ସୁନ୍ଦର ସ୍ୱାସ୍ଥ୍ୟ ଆଣୁ ।

Leave A Reply

Your email address will not be published.