Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଚୀନ୍ ପରିଚାଳିତ ୧୦୦ରୁ ଅଧିକ ୱେବସାଇଟ୍କୁ ନିଷିଦ୍ଧ କରିବ ଭାରତ
ନୂଆଦିଲ୍ଲୀ: ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୧୦୦ରୁ ଅଧିକ ଚୀନ୍ ୱେବସାଇଟ୍କୁ ନିଷିଦ୍ଧ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚୀନ୍ ଦ୍ୱାରା ପରିଚାଳିତ ଆର୍ଥିକ ଠକେଇ ଉପରେ ସଦ୍ୟତମ ପର୍ଦ୍ଦାଫାସ ପରେ ଭାରତ ସରକାରଙ୍କ ପକ୍ଷରୁ…
ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା
ଭୁବନେଶ୍ୱର,୫ା୧୨ : ୫- ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦ୍ୱିତୀୟ ଇନିଂସ ପାଇଁ ଭିକେଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା । ପ୍ରତିଦିନ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଜମୁଛି ଭିଡ଼ । ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ…
ଗୋପାଳପୁରରେ ହେବ ଶିଳ୍ପ କରିଡର
ଭୁବନେଶ୍ୱର,୫ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି । ଏଥିସହିତ ଆଜିର କ୍ୟାବିନେଟ୍ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର…
ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ନୀତି ସମ୍ପନ୍ନ
ପୁରୀ,୫ା୧୨ : ପ୍ରଥମାଷ୍ଟମୀ ଅବସରରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଶ୍ରୀମନ୍ଦିରରେ ବିଶେଷ ନୀତି ସଂପନ୍ନ ହୋଇଛି । ଆଜି ଭୋର ୬ଟା୫ରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ଭିତରଶୋଧ, ମଇଲମ୍, ତଡ଼ପଲାଗି ଆଦି ନୀତି ପରେ ସକାଳ ୬ଟା୫୦ରେ ହୋଇଥିଲା ମଙ୍ଗଳ ଆଳତି । ଏହାପରେ ମଇଲମ୍, ତଡ଼ପଲାଗି,…
AAP ସାଂସଦ ରାଘବ ଚଡାଙ୍କ ଅନୁତାପ: ରାଜ୍ୟସଭା କମିଟି ନିଲମ୍ବନ ଶେଷ କରିବାକୁ ସୁପାରିଶ
ରାଜ୍ୟସଭା ଅଧିକାର କମିଟି AAP ସାଂସଦ ରାଘବ ଚାଧାଙ୍କୁ ଅଧିକାର ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ କରି ସଭାରୁ ନିଲମ୍ବିତ କରିଥିଲା । କମିଟି ପରାମର୍ଶ ଦେଇଛି ଯେ ଅଗଷ୍ଟ 11, 2023 ପରଠାରୁ ଚାଡା ଉପରେ ଲାଗୁ କରାଯାଇଥିବା ନିଲମ୍ବନକୁ ପର୍ଯ୍ୟାପ୍ତ ଦଣ୍ଡ ବୋଲି ଧରାଯିବା ଉଚିତ୍। ବିଜେପି ସାଂସଦ…
ବାଲିଯାତ୍ରା ଗୋଟିଏ ଦିନ ପାଇଁ ବୃଦ୍ଧି : ଜନସାଧାରଣଙ୍କ ସ୍ୱାର୍ଥରେ ସିଏମ୍ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି
ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଐତିହାସି ବାଲିଯାତ୍ରାକୁ ଅତିରିକ୍ତ ଗୋଟେ ଦିନ ବୃଦ୍ଧି କରିବାକୁ ଚୟନ କରିଛନ୍ତି। ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରି ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ସମ୍ପ୍ରସାରଣ ପାଇଁ ଆବଶ୍ୟକ…
ବିକଶିତ ଭାରତ ସଙ୍କଳ୍ପ ଯାତ୍ରା: ଓଡିଆର ନୁଆପଡା, ସାଦର ବ୍ଲକରେ ପ୍ରଗତିର ତରଙ୍ଗ
ନୂଆପଡ଼ା : ନିକଟରେ ଓଡ଼ିଶାର ନୁଆପଡା ଜିଲ୍ଲାର ସାଦର ବ୍ଲକ ଦେଇ ପ୍ରଗତିର ଏକ ଲହରୀ ଖେଳି ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପ୍ରଭାବଶାଳୀ ବିକାଶ ଭାରତ ସଙ୍କଳ୍ପ ଯାତ୍ରା ସମାଜକୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରିବା ସହିତ , ଏକ ଗୁରୁତ୍ବପୂର୍ଣ୍ଣ…
ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ |
କୋଲକାତା : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମ ଇଣ୍ଡିଆକୁ ଏଠାରେ କ୍ରିକେଟର ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡିବ । ଭାରତୀୟ ଦଳ ପ୍ରଥମେ ଆୟୋଜକ ଦଳ ସହିତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ଏହା ପରେ ଏକଦିବସୀୟ ସିରିଜ ଆରମ୍ଭ ହେବ । ଏହି…
ବ୍ୟକ୍ତିଗତ ସଫଳତାର ପ୍ରତିବନ୍ଧକ ନୁହେଁ ଶାରୀରିକ ଅକ୍ଷମତା : ମୁଖ୍ୟମନ୍ତ୍ରୀ |
ଭୁବନେଶ୍ୱର : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରି କହିଛନ୍ତି ଯେ ରାଜ୍ୟର ଭିନ୍ନକ୍ଷମ ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି । କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା ସବୁକ୍ଷେତ୍ରରେ ସେମାନେ ନିଜର…
ସଫଳ ହେଉଛି ସୂର୍ଯ୍ୟ ମିଶନ
ନୂଆଦିଲ୍ଲୀ,୨ା୧୨: ସଫଳତା ପଥରେ ଆଗେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଦିତ୍ୟ ଏଲ୧ ସାଟେଲାଇଟର ପେଲୋଡ ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ ବା ଆସପେକ୍ସ ନିଜର ଅପରେସନ ଆରମ୍ଭ କରିଛି । ଇସ୍ରୋର ସୂଚନା ଅନୁସାରେ ଆସପେକ୍ସରେ ଦୁଇଟି ଇନଷ୍ଟ୍ରୁମେଣ୍ଟ ରହିଛି । ତାହା…