Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଦଳ ଘୋଷିତ
ମୁମ୍ବାଇ, ୧ା୧୨: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଭାରତର ସମସ୍ତ ୩ ଫର୍ମାଟ ଦଳ ଘୋଷିତ ହୋଇଛି । ବିଶ୍ରାମ ପାଇଁ ବିସିସିଆଇକୁ ଅନୁରୋଧ କରିଥିବାରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଉଭୟ ସୀମିତ ଓଭର (ଦିନିକିଆ ଓ ଟ୍ୱେଣ୍ଟି-୨୦) ଦଳରେ ସୁଯୋଗ ଦିଆଯାଇନାହିଁ । ତେବେ…
୧୨୦ ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ରୋକ୍
ନୂଆଦିଲ୍ଲୀ: ୟୁଟ୍ରୁବ୍ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଞ୍ôଚବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି…
୫ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ
ମୁମ୍ବ।।ଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନିୟମ ଗୁଡିକର ଉଲ୍ଲଂଘନ ନିମନ୍ତେ ୫ ବ୍ୟାଙ୍କଙ୍କୁ ଜରିମାନା କରାଯାଇଛି । ଯେଉଁ ବ୍ୟାଙ୍କମାନଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସେହି ବ୍ୟାଙ୍କଙ୍କ ମଧ୍ୟରେ ୨ଟି ଘରୋଇ ଓ ୩ଟି ସମବାୟ ବ୍ୟାଙ୍କ ଅଛନ୍ତି । ଦେଶର ସବୁଠୁ ବଡ଼…
ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ
ପୁରୀ,୧ା୧୨ : ପୁରୀ ବଡ଼ଦାଣ୍ଡରେ ଟନେଲ ସଦୃଶ ବ୍ୟାରିକେଡ କରାଯିବ । ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ କରାଯିବ । ମରିଚିକୋଟଠାରୁ ଟନେଲ ଭଳି ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଭିତରେ ସବୁ ପ୍ରକାର ସୁବିଧା ରହିବ । ବର୍ଷ ସାରା ରହିବ ବ୍ୟାରିକେଡ ।…
ପାରାଦୀପକୁ ହିଟ୍ କଲା କୋକେନ୍ ଝଡ
ପାରାଦୀପ,୧ା୧୨ : ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପୂର୍ବରୁ ହେଲା କୋକେନ୍ ଝଡ଼ । ବାତ୍ୟା ପ୍ରଭାବ ବିଳମ୍ବ ଥିବାବେଳେ କୋକେନ କିନ୍ତୁ ହଇଚଇ ସୃଷ୍ଟି କରିଛି । ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଏମ୍ଭି ଦେବୀ ଜାହାଜରୁ ମିଳିଛି ୨୨ ପ୍ୟାକେଟ୍ କୋକେନ୍ । ଅନ୍ତର୍ଜାତୀୟ ବଜାରରେ…
କୋଣାର୍କ-ସୋନାପୁର ଏବଂ ଭିତରକନିକା ବେଳାଭୂମି ପର୍ଯ୍ୟଟକଙ୍କ ମନମୋହିବ
ଭୁବନେଶ୍ୱର,୧ା୧୨ : ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ଶୀତ ଋତୁରେ ଭ୍ରମଣ ପାଇଁ ରାଜ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ସ୍ଥାନ । ଆରମ୍ଭ ହୋଇଗଲାଣି ପର୍ଯ୍ୟଟକମାନଙ୍କ ଭିଡ । କାହାକୁ ହିଲ୍ ଷ୍ଟେସନ ପ୍ରିୟ ତ ଆଉ କାହାକୁ ବେଳାଭୂମି ରିସୋର୍ଟ । ଓଡ଼ିଶାରେ ଏଭଳି ଆକର୍ଷଣୀୟ…
ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ : ନବୀନ
ଭୁବନେଶ୍ୱର,୧ା୧୨ : ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପ•ରି…
କାନାଡ଼ା ୧୨-୦ରେ ପରାସ୍ତ
ସାଣ୍ଟିଆଗୋ, ୩୦ା୧୧: ମହିଳା ଜୁନିଅର ବିଶ୍ୱକପ ହକି ପ୍ରତିଯୋଗିତାରେ ଏକ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ନିଜର ପ୍ରଥମ ମ୍ୟାଚରେ ଭାରତ, କାନାଡାକୁ
୧୨- ୦ ଗୋଲରେ ମାତ ଦେଇଛି । ଭାରତ ପକ୍ଷରୁ ମୁମତାଜ ଖାନ ସର୍ବାଧିକ ୪ଟି ଗୋଲ୍ ସ୍କୋର କରିଥିଲେ । ଅନୁ ଓ ଦୀପିକା…
ଦିନିକିଆ ପରେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ, ୩୦ା୧୧: ଭାରତୀୟ ଦଳ ଡିସେମ୍ବର ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଦଳ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳା ଖେଳିବ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଗୁରୁବାର ତିନି ଫର୍ମାଟର ଦଳ ଘୋଷଣା ପୂର୍ବରୁ ବିସିସିଆଇ ରୋହିତ…
‘ମ୍ୟାଜିକ୍ ଅଫ୍ ୫-ଟି ମନ୍ତ୍ର, ଏ ଟେଲ୍ ଅଫ୍ ଟ୍ରାନ୍ସଫରମିଙ୍ଗ ନବରଙ୍ଗପୁର’ ଲୋକାର୍ପିତ
ଭୁବନେଶ୍ୱର, : ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ "ମ୍ୟାଜିକ୍ ଅଫ୍ ଫାଇଭ୍ ଟି ମନ୍ତ୍ର: ଏ ଟେଲ୍ ଅଫ୍ ଟ୍ରାନ୍ସଫରମିଙ୍ଗ'…