Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଖୁବ୍ଶୀଘ୍ର ପାଣ୍ଡିଆନଙ୍କୁ ମିଳିବ ବଡ଼ ଦାୟିତ୍ୱ!
ଭୁବନେଶ୍ୱର,୧୦ା୧୧ : ଏବେ କିଛି ଦିନ ହେଲା ନବୀନ ନିବାସରେ ଲାଗୁଛି ଭିଡ଼ । ରାଜନୈତିକ ଦଳର ନେତା ହୁଅନ୍ତୁ କି ଅଣରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ସରକାରୀ କର୍ମଚାରୀ ହୁଅନ୍ତୁ କି ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଏବେ ସମସ୍ତେ ପହଞ୍ଚୁଛନ୍ତି ନବୀନ ନିବାସରେ । ୫-ଟି ଓ ନବୀନ ଓଡ଼ିଶା…
ଏଣିକି ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍
ଭୁବନେଶ୍ୱର,୧୦ା୧୧: ବିଶ୍ୱର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ରସ୍ଥଳ କୁହାଯାଉଥିବା ସିଲିକନ୍ ଭ୍ୟାଲି ଓଡ଼ିଶାରେ ପ୍ରତିବିମ୍ବିତ ହେବ । ସିଲିକନ୍ ଭ୍ୟାଲି ଢ଼ାଞ୍ଚାରେ ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ଯେଉଁ ନକ୍ସା ପ୍ରସ୍ତୁତ…
ଗାଁ ଗାଁରେ ବିକାଶର ପଦଧ୍ୱନୀ
ଭୁବନେଶ୍ୱର,୧୦ା୧୧: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି…
ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ନେତାଙ୍କ ମାମଲା ଶୀଘ୍ର ତୁଟାଅ
ନୂଆଦିଲ୍ଲୀ,୯ା୧୧: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।…
୨୭ରେ ପାରାଦୀପ ଆସିବେ ରାଷ୍ଟ୍ରପତି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ
ଭୁବନେଶ୍ୱର,୯ା୧୧: ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଥିବା ରାଷ୍ଟ୍ରପତି ଭବନ ପକ୍ଷରୁ…
ପୁଞ୍ଜି ନିବେଶ କରିବା ପାଇଁ ଉଦ୍ୟୋଗୀଙ୍କୁ ଆହ୍ୱାନ
ଭୁବନେଶ୍ୱର,: ଇସ୍ପାତ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପରେ ନିବେଶ ଲାଗି ରହିଥିବା ସୁଯୋଗ ବିଷୟରେ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଅବଗତ କରାଇବା ଲାଗି ଇପିକଲ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲ୍ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ…
ସାଟେଲାଇଟ ଜରିଆରେ ପ୍ରତି ଗାଁରେ ପହଞ୍ଚିବ ହାଇସ୍ପିଡ୍ ଇଣ୍ଟରନେଟ
ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍ ପ୍ରୋଜେକ୍ଟ ଭାରତ ନେଟକୁ ଏବେ ସାଟେଲାଇଟ୍ ସହଯୋଗ ମିଳିବାକୁ ଯାଉଛି । ୧.୪ ଲକ୍ଷ କୋଟି ଟଙ୍କାର ବିଶାଳ ପ୍ରକଳ୍ପକୁ ନୂଆ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହା ଅନୁଯାୟୀ, ଉପାନ୍ତ ଅଞ୍ଚଳ ଏବଂ ପାହାଡ଼ିଆ…
କ୍ରୀଡ଼ାର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଟାଇମ୍ସ ବିଜନେସ ଆୱାର୍ଡ
ଭୁବନେଶ୍ୱର,: ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଓଡିଶାର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ "ସ୍ପୋର୍ଟ୍ସ ଡେଭେଲପମେଣ୍ଟ୍ ଏଣ୍ଡ ଇମ୍ପାକ୍ଟ' ଶ୍ରେଣୀରେ ଟାଇମ୍ସ ବିଜନେସ
ଆୱାର୍ଡ ଓଡିଶା ୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି । ନଭେମ୍ବର ୮,…
ପ୍ରଶାସନ ଶୁଣିଲାନି: ରାସ୍ତା ମରାମତି କଲେ ଯୁବଗୋଷ୍ଠୀ
ନୁଆପଡା, : ରାସ୍ତା ମରାମତି ପାଇଁ ପ୍ରଶାସନକୁ ଅନେକ ଥର ଗୁହାରୀ କଲେ, ହେଲେ କେବେ ପ୍ରଶାସନ ଶୁଣିଲାନି । ଶେଷରେ ପ୍ରଶାସନକୁ ଚାଲେଞ୍ଜ କରି ଗାଁର ଯୁବଗୋଷ୍ଠୀ ଶ୍ରମଦାନ କରି ନିଜ ଗାଁର ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କଲେ । ଆମେ କହୁଛୁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଡୁମେର ବାହାଲ…
ମିଲେଟ ମିଶନରେ ଭଲ ପ୍ରଦର୍ଶନ ପାଇଁ ରାୟଗଡ ପୁରସ୍କୃତ
ରାୟଗଡ,: ରାୟଗଡା ଜିଲ୍ଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଆଜି ରାୟଗଡା ଜିଲ୍ଲା ପୁରସ୍କୃତ ହୋଇଛି । ଜିଲ୍ଲାରେ ମାଣ୍ଡିଆ ଚାଷ ପାଇଁ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ପ୍ରତ୍ସାହିତ କରିବା, ଯନ୍ତ୍ରପାତି ଯୋଗାଇବା ସହିତ ଉତ୍ପଦାନ ବଢ଼ାଇବାରେ ସହାୟକ…