Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ
ବାରଙ୍ଗ,: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ । ଇସ୍ରାଏଲରୁ ଆସିଥିବା ସିଂହୀ ବିନିର ମୃତ୍ୟୁ ହୋଇଛି । ଗତ ୫ଦିନ ଧରି ଅସୁସ୍ଥ ରହିଥିଲା ବିନି । ଏମିତିକି ୩ଟି ଡାକ୍ତରୀଟିମ୍ ମଧ୍ୟ ବିନିର ଚିକିତ୍ସା କରୁଥିଲେ । ତେବେ ଗୁରୁବାର ତା'ର ମୃତ୍ୟୁ ହୋଇଛି । ଏହାପୂର୍ବରୁ…
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ କଂଗ୍ରେସର ସତ୍ୟାଗ୍ରହ
ପୁରୀ,: ଭକ୍ତଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର •ରିଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ କରାଯାଇଛି ସଂକୀର୍ତ୍ତନ ସତ୍ୟାଗ୍ରହ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଶ୍ରୀମନ୍ଦିର ସମ୍ମୁଖରେ ଦଳର ବହୁ…
ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ
ମାହାଙ୍ଗା,: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ଘରେଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ବାତ୍ତା ପହଞ୍ଚେଇବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଦ୍ୱିତୀୟ ଦିନରେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
ରାସ୍ତା ପାଶ୍ୱର୍ରୁ ମାଟି ଖୋଳା ଯାଇ ସଡକ ନିର୍ମାଣ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ!
ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର-ତିରୁଣା ରାସ୍ତା ସଂପ୍ରସାରଣ ଓ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜାନରେ ୩ କିମି ୭ ଶହ ମିଟର ରାସ୍ତା କାର୍ଯ୍ୟ…
ସମ୍ବଲପୁରରେ ୫-ଟି ଅଧ୍ୟକ୍ଷ ସମଲେଇ ମନ୍ଦିର ପ୍ରକଳ୍ପର ସମୀକ୍ଷା
ଭୁବନେଶ୍ୱର,୯ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ସେ ମା' ସମଲେଇଙ୍କ…
ବିଶ୍ୱସ୍ତରରେ ପହଞ୍ଚିବ ମିଲେଟ ମିଶନ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୧୧: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ…
ଦିନିକିଆ ର୍ୟାଙ୍କିଙ୍ଗ୍: ଗିଲ୍ ଓ ସିରାଜ୍ ନମ୍ବର ୱାନ
ଦୁବାଇ, ୮ା୧୧: ଦିନିକିଆ ର୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ରାଜୁତି ଶେଷ ହୋଇଛି । ଆଜମଙ୍କୁ ହଟାଇ ଭାରତର ଉଦୀୟମାନ ବ୍ୟାଟର ଶୁଭମାନ ଗିଲ୍ ପ୍ରଥମଥର ପାଇଁ ଆଇସିସି ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି । ସେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଏକ ନମ୍ବର ମାନ୍ୟତା ହାସଲ…
ଧନତେରାସ ଓ ଦୀପାବଳି ପୂର୍ବରୁ ସୁନା ଓ ରୁପା ଦର ହ୍ରାସ!
ନୂଆଦିଲ୍ଲୀ: ଧନତେରାସକୁ ଆଉ ଦୁଇଦିନ ବାକି ଅଛି । କିଛିଦିନ ହେବ ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର ହ୍ରାସ ପାଇଛି । ଯଦି ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର…
ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ: ସୀମା ଜଗିବ ମହୁମାଛ
ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା । ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ…
ବଂଶଧାରାରେ ଲୀନ ହେବ କାଶୀନଗର ସହର
ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଓ ଏନଏସିକୁ ନେଇ କାଶୀନଗର ସହର ଗଠିତ ହୋଇଛି । କାଶୀନଗର ସହର ପାଶ୍ୱର୍ରେ ବଂଶଧାରା ନଦୀ ପ୍ରବାହିତ ହେଉଛି । ହେଲେ ଆସ୍ତେ ଆସ୍ତେ ଏହି ନଦୀ କାଶୀନଗର ପାଇଁ ଦୁଃଖ ପାଲଟି ଯାଇଛି । ଲଗାତାର ବର୍ଷା ଯୋଗୁ ବିଭିନ୍ନ ସମୟରେ ବଂଶଧାରା ନଦୀର ଗତିପଥ…