Browsing Category

ମୁଖ୍ୟ ଖବର

ହତ୍ୟାର ଶିକାର ହୋଇଥିବା ଦଳିତ ଯୁବତୀ ଓ ଯୁବକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଏବିଏସ

ବଅଁରପାଳ,,ଅନୁଗୋଳ ଜିଲ୍ଲାରେ ଗତ କିଛି ଦିନ ପୂର୍ବେ ଦଳିତ ପରିବାର ଦୁଇଟି ନିରୀହ ଜୀବନ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି। ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ଦୁଖଃ ଦାୟକ ଏବଂ ଛାତି ଥରା ଘଟଣା ଗତ ୨୭ ତାରିଖ ଦିନ ନିଖୋଜ ହୋଇଥିବା ଦେଉଳବେଡ଼ାର ବିଶ୍ଵଜିତ ନାଏକଙ୍କୁ ହତ୍ୟା କରିବା…

ଜାତୀୟ ରାଜପଥ ଉପରେ ଦୁର୍ଘଟଣା, ଯୁବକ ଗୁରୁତର

(କୋଟପାଡ଼)ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁର୍ଘଟଣା ରେ ବାଇକ ଆରୋହୀ ଜଣଙ୍କର ଅବସ୍ଥା ସଂକଟପର୍ଣ୍ଣା ଥିବା ବେଳେ, ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି l ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଦାଢ଼ିଆଗୁଡ଼ା ଗ୍ରାମର ଡମ୍ବରୁ ଭତରା(୩୫)କୋଟପାଡ଼ ରୁ ବଜାର ସାରି…

ଚନ୍ଦନଯାତ୍ରା ମହୋତ୍ସବ୍ ରେ ଆଜି ତୁର୍ତ୍ୟ ଦିନରେ କିଚକ ବଧ

ମୁରିବାହାଲ : ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ବାରବନ୍ଧ ଗ୍ରାମ ରେ ପାଞ୍ଚ ଦିନ ଧରି ଚାଲୁଥିବା ଚନ୍ଦନ ଯାତ୍ରା ମହୋତ୍ସବ୍ ଆରମ୍ବ ହୋଇଥିବା ବେଳେ ଆଜି ଚନ୍ଦନ ପୁର୍ଣିମା ତଥା ବୃଦ୍ଧ ପୁର୍ଣିମା ରେ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ! ଏହି ମହୋତ୍ସବ୍ ରେ ପ୍ରତିଦିନ ମହାଭାରତ ର ବିରାଟ…

ଲୋକସେବା ଭବନରେ \”ଓଡିଶା ଭିଜନ ୨୦୩୬ ଓ ୨୦୪୭\’ ପାଇଁ \”ପରାମର୍ଶ କର୍ମଶାଳା\’

ଭୁବନେଶ୍ୱର, : ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ହେବ । ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଓଡିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ । ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ, ସେଥିପାଇଁ…

ପାକିସ୍ତାନ ୩୬ଟି ସ୍ଥାନରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା : ସୋଫିଆ କୁରେଶୀ

ନୂଆଦିଲ୍ଲୀ, : ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାର ଅଭିଯାନ ଉପରେ ଶୁକ୍ରବାର ସନ୍ଧ୍ର‌୍ୟା ୫.୩୦ମିନିଟରେ ସ୍ପେଶାଲ ବ୍ରିଫିଂ ହୋଇଛି । ଯେଉଁଥିରେ ପାକିସ୍ତାନର ମନ୍ଦ ଷଡ଼ଯନ୍ତ୍ରର ସତ୍ୟ ଭାରତୀୟ ଅଧିକାରୀ କହିଛନ୍ତି । ଏହି ପ୍ରେସ ମିଟରେ ଭାରତର ବିଦେଶ ସଚିବ ବିକ୍ରମ ମିଶରୀ, କର୍ଣ୍ଣଲ…

ରୋହିତ ଶର୍ମାଙ୍କ ଇସ୍ତଫା ପରେ ଭାରତୀୟ ଟେଷ୍ଟ ଅଧିନାୟକ ଦୌଡରେ ଗିଲ ଆଗରେ

ମୁମ୍ବାଇ, : ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଘୋଷଣା ପରେ ଭାରତୀୟ କ୍ରିକେଟରେ ନୂଆ ନେତୃତ୍ୱ ଚୟନ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୌଡ଼ରେ ଯୁବ ବ୍ୟାଟସମ୍ୟାନ ଶୁଭମନ ଗିଲ ଅନ୍ୟତମ ପ୍ରମୁଖ ଦାବିଦାର ଭାବେ ଆଗରେ ରହିଛନ୍ତି । ୨୫ ବର୍ଷୀୟ ଗିଲଙ୍କ ସ୍ଥିର ପ୍ରଦର୍ଶନ, ନେତୃତ୍ୱ…

ଭାରତୀୟ ସେନାକୁ ସଲାମ୍ କଲା ବଲିଉଡ

ମୁମ୍ବାଇ,: ଭାରତର \"ଅପରେସନ୍ ସିନ୍ଦୂର\' ପରେ ଭାରତରେ ଖୁସିର ଲହରି ଖେଳିଯାଇଛି । ଫିଲ୍ମ ଷ୍ଟାର୍‌ ଭାରତୀୟ ସେନା ଓ ଭାରତ ସରକାରଙ୍କୁ ସାବାସୀ ଦେଉଛନ୍ତି ଏବଂ ସେମାନଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଅଜୟ ଦେବଗନ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ୍ କରି ଲେଖିଛନ୍ତି \"ମାନନୀୟ…

ପାକିସ୍ତାନର ଷ୍ଟାର କ୍ରିକେଟରଙ୍କ ଘର ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ

ନୂଆଦିଲ୍ଲୀ,: ଭାରତୀୟ ସେନା ଓ ବାୟୁସେନା ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ସେଗୁଡିକୁ ଧ୍ୱଂସ କରିଛି । ଏହି ଅଭିଯାନର ନାମ ଦିଆଯାଇଛି "ଅପରେସନ ସିନ୍ଦୂର\' । ଏହି ଆକ୍ରମଣ ଏପ୍ରିଲ ୨୨ରେ…

୪୨ଟି ତୁମ୍ବର ବିନ୍ଧ ଓ ୨୦ଟି ପନ୍ଦାରି ବଳା ନିର୍ମାଣ ଶେଷ

ପୁରୀ, : ଗୁରୁବାର ରଥ ନିର୍ମାଣର ଅଷ୍ଟମ ଦିବସର କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନିରଥର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ଟି ପନ୍ଦାରି ବଳା ନିର୍ମାଣ ମଧ୍ୟ ଶେଷ ହୋଇଛି । ଗୁରୁବାର ତିନି ରଥର ମୁଖ୍ୟ ମହାରଣାଙ୍କ…

ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ

ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ମା’ କନକା ଠାକୁରାଣୀଙ୍କସମେତ କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନାକରିଛନ୍ତି । ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ…