Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ପାକିସ୍ତାନକୁ ପିଓକେ ଖାଲି କରିବାକୁ ପଡିବ
ନୂଆଦିଲ୍ଲୀ,: ଭାରତ- ପାକିସ୍ତାନ ଯୁଦ୍ଧବିରତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସମୟରେ ଯୁଦ୍ଧବିରତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ କାଶ୍ମୀର ଉପରେ ମଧ୍ୟସ୍ଥତା ଗ୍ରହଣ…
ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟ
ଭୁବନେଶ୍ୱର, : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ସଅଳ ଆସି ଯାଇଛି । ୨୦୨୪ ତୁଳନାରେ ଏଥର ମୌସୁମୀ ୬ ଦିନ ଆଗରୁ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଆଣ୍ଡାମାନରେ ପ୍ରବେଶ କରିଛି । ମୌସୁମୀ ଗତିକୁ ବଳ ଯୋଗାଇବା ପାଇଁ ଏବେ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ତେଣୁ ଚଳିତ ବର୍ଷ କେରଳକୁ ମଧ୍ୟ ମୌସୁମୀ…
ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବିଆର ଗବଇ
ନୂଆଦିଲ୍ଲୀ,: ବୁଧବାର ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥା ବିଆର ଗବାଇ । ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ । ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ । ଏହା ପୂର୍ବରୁ ମଙ୍ଗଳବାର ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି…
ପିସିବିର ବଡ଼ ନିଷ୍ପତ୍ତି: ପିଏସ୍ଏଲ୍ର ବାକି ମ୍ୟାଚ୍ ଦୁବାଇ ସ୍ଥାନାନ୍ତର
ଇସଲାମାବାଦ, : ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇଛି । ପିଏସ୍ଏଲ ସିଜିନ ୧୦ର ବାକି ମ୍ୟାଚ୍ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ…
ଅପରେସନ ସିନ୍ଦୂର\’କୁ ଫିଲ୍ମର ଟାଇଟଲ ପାଇଁ ୩୦ରୁ ଅଧିକ ଆବେଦନ
ମୁମ୍ୱାଇ, : ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ଭାରତର ଜବାବରେ ଦେଶର ଲୋକେ ଇମୋସନାଲ । ଏଥିରେ \"ଅପରେସନ ସିନ୍ଦୂର\' ଟାଇଟଲରେ ଫିଲ୍ମ ତିଆରି କରିବା ପାଇଁ ଅନେକ ପ୍ରଡ୍ୟୁସରଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି । ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଏମପିପିଏ) ଓ…
ଭୁବନେଶ୍ୱରର ସହିଦନଗରଠାରେ ଖୋଲିଲା ଗୀତାଞ୍ଜଳି ଆୱାର୍ଡସର ନୂଆ ଏକ୍ସକ୍ଲୁସିଭ ଶୋ’ରୁମ
ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ଆୱାର୍ଡସ ମାନୁଫ୍ୟାକ୍ଚରର ଗୀତାଞ୍ଜଳି ଆୱାର୍ଡସ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ୱରର ସହିଦନଗରଠାରେ ଏକ ନୂଆ ଏକ୍ସକ୍ଲୁସିଭ ଶୋ’ରୁମର ଶୁଭାରମ୍ଭ ସହିତ ନିଜର ଉପସ୍ଥିତି ବିସ୍ତାର କରିଛି । ପୂର୍ବରୁ ଏହି ନୂଆ ଶୋ’ରୁମର ସଫ୍ଟ ଲଂଚିଙ୍ଗରେ ଓଡିଶାର ଉଚ୍ଚଶିକ୍ଷା,…
ଓଡ଼ିଶା ଲିଡରସିପ୍ ସମିଟ୍ ରେ ଜିନ୍ଦଲ ଫାଉଣ୍ଡେସନ ପୁରସ୍କୃତ
ଭୁବନେଶ୍ୱର, - ବିଶ୍ୱ ସିଏସଆର ଦିବସ ଦ୍ୱାରା ଆୟୋଜିତ ଓଡ଼ିଶା ଲିଡରସିପ୍ ସମିଟ୍ ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ "ଅର୍ଗାନାଇଜେସନ୍ ୱିଥ୍ ଓଭରାଲ୍ ସଷ୍ଟେନେବଲ୍ ପ୍ରାକ୍ଟିସ୍" ପୁରସ୍କାର ପ୍ରଦାନ କରାଯାଇଛି। ନେଶ୍ୱରରେ ଆଜି (୦୮-୦୫-୨୦୨୫) ଆୟୋଜିତ ଏକ…
ବାମରା ଓ ରେଙ୍ଗାଲିକୁ ଏନ୍ଏସି ଘୋଷଣା ଦାବି
ସମ୍ୱଲପୁର- ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବାମରା ଓ ରେଙ୍ଗାଲିକୁ ଏନ୍ଏସି ଘୋଷଣା କରାନଯିବା ନେଇ ଦୃଢ଼ ନିନ୍ଦା କରାଯାଇଥିଲା। ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ…
ସମ୍ଭାବ୍ୟ ଯୁଦ୍ଧ କୁ ନେଇ ପାରାଦ୍ଵୀପ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ
ପାରାଦ୍ଵୀପ, :- ବନ୍ଦର ନଗରୀ ପାରାଦ୍ଵୀପ ରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି କୁ ନେଇ ଏବେ ସବୁଆଡେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯିବା ସହ ବନ୍ଦର ନିଷିଦ୍ଧାଞ୍ଚଳ ର ସମସ୍ତ ୫ଟି ଗେଟ୍ ର ସୁରକ୍ଷା ବ୍ୟବସ୍ଥା କୁ ବଢାଇ ଦିଆଯାଇଛି।…