Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗଭାଇ
ନୂଆଦିଲ୍ଲୀ,: ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଜଷ୍ଟିସ୍ ବି.ଆର୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ…
ନିଷ୍ଟ ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ ଆଜି ଅନୁଷ୍ଠିତ
ନିଷ୍ଟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ପାଳନ ଗୋଳନ୍ଥରା ସ୍ତିତ ନିଷ୍ଟ ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୯ ଜଣ ଛାତ୍ରଛାତ୍ରୀଙ୍କୁ ରୋପ୍ୟ ପଦକ ସହିତ ସମୁଦାୟ ୧୮୭ ଜଣ…
ଆଜି ସାଲେପୁର ଥାନା ଡକାୟତ ଗ୍ୟାଙ୍ଗ ଗିରଫ, ଲୁଟ ସୁନା, ନଗଦ ଟଙ୍କା ଓ ମାରଣାସ୍ତ୍ର ଜବତ
ସାଲେପୁର : ଆନ୍ତଜିଲ୍ଲା ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ପୋଲିସ । ଡକାୟତି ଦଳକୁ ଗିରଫ କରିବା ସହିତ ଆଇଚର ବସ୍ ଓ ବିପୁଳ ମାତ୍ରାରେ ସୁନାରୂପା ଅଳଙ୍କାର ଦେଶୀ ବନ୍ଧୁକ, ଖଣ୍ଡା ଜବତ ହୋଇଛି । କଟକ ଜିଲ୍ଲା ସାଲେପୁର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି କରି ଫେରାର…
ଆଇପିଏଲର ବାକି ମ୍ୟାଚ୍ ପାଇଁ ଖେଳସୂଚୀ ଜାରି, ଜୁନ୍ ୩ରେ ଫାଇନାଲ୍
ନୂଆଦିଲ୍ଲୀ,: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବିସିସିଆଇ ମେ' ୯ ରେ ଆଇପିଏଲକୁ ୧ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା । ମେ' ୮ ରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ମଝିରୁ ବନ୍ଦ ହୋଇଥିଲା । ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ସହମତି ପରେ ବିସିସିଆଇ ବାକି…
ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ବୃନ୍ଦାବନରେ ବିରାଟ
ନୂଆଦିଲ୍ଲୀ, : ଟେଷ୍ଟ କ୍ରିକେଟରୁ ଅବସର ନେବାର ଗୋଟିଏ ଦିନ ପରେ ସର୍ବପ୍ରଥମେ ବୃନ୍ଦାବନରେ ପହଞ୍ଚିଛନ୍ତି ବିରାଟ କୋହଲି । ସାଥୀରେ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା\ ମଧ୍ୟ ରହିଛନ୍ତି । ତୃତୀୟ ଥର ପାଇଁ ପ୍ରେମାନନ୍ଦ ମହାରାଜାଙ୍କ ଶରଣରେ ବିରୁଷ୍କା । ପ୍ରେମାନନ୍ଦ ମହାରାଜଙ୍କ…
“ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବଲିଉଡ୍ ତାରକା
ନୂଆଦିଲ୍ଲୀ, : ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ମଇ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ ଏବଂ ପହଲଗାମ୍ ଆତଙ୍କବାଦୀ…
ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ
ମୁମ୍ବଇ, : ୬୦ ବର୍ଷୀୟ ଆମିର ଖାନ୍ ଗତ କିଛି ଦିନ ଧରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆମିର ଦୁନିଆ ଆଗରେ ସ୍ୱୀକାର କରିଛନ୍ତି ଯେ, ସେ ଗୌରୀ ସ୍ପ୍ରାଟ୍ଙ୍କୁ ଡେଟ୍ କରୁଛନ୍ତି । ଗୌରୀଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିବା ପରେ ଆମିର ଅଧିକାଂଶ ସମୟ ନିଜ…
କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଆହ୍ୱାନ
ଭୁବନେଶ୍ୱର, : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର ୩୮ତମ ସ୍ଥାପନା ଦିବସ ପାଳନ କରିଛି । ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରେ ଜଳ ଦାନ କରି ସଭାର…
ଳ୍ପ ଅଭିବୃଦ୍ଧିରେ ଓଡ଼ିଶା ଶୀର୍ଷରେ
ଭୁବନେଶ୍ୱର,: ଗତ ଦଶନ୍ଧିରେ ଅର୍ଥନୈତିକ ଅଭିବୃଦ୍ଧିରେ ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି । ଏଭଳି ସ୍ଥିତିରେ ଅର୍ଥନୀତିର ବିଭିନ୍ନ ମାନକକୁ ଦେଖିଲେ କର୍ଣ୍ଣାଟକ, ଓଡ଼ିଶା ଏବଂ ତେଲଙ୍ଗାନା ଭଳି ରାଜ୍ୟ ଗୁଡ଼ିକ ଟପ୍ ପରଫର୍ମର ଭାବେ
ଉଭା ହୋଇଛନ୍ତି । ଗୁଜରାଟ ଏବଂ ଓଡ଼ିଶା…
ଦିନକରେ ନିବେଶକ ଯୋଡ଼ିଲେ ୧୬ଲକ୍ଷ କୋଟ
ମୁମ୍ବାଇ, : ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ଷ୍ଟକ୍ ମାକେର୍ଟର କାରବାର ଏକ ବଡ଼ଧରଣର ବୃଦ୍ଧି ହାସଲ କରିଛି । ଗୋଟିଏପଟେ ଭାରତ-ପାକ୍ ଯୁଦ୍ଧର ବିରତି ଘୋଷଣା ଏବଂ ଅନ୍ୟପଟରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ ନିବେଶ କରୁଥିବାବେଳେ ସୋମବାର…