Browsing Category

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍ ଷ୍ଟିଲ ଆସୋସିଏଶନ

ଭୁବନେଶ୍ୱର,: ଇଣ୍ଡିଆନ୍ ଷ୍ଟିଲ ଆସୋସିଏଶନର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପ୍ରସଙ୍ଗ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଲାଇଲାଇ ପଂଚାୟତ ର କୁମୁଣ୍ଡା ମୌଜ଼ା ରେ ରାସ୍ତା, ବ୍ରୀଜ଼ ଓ ପିଇବା ପାଣିର ସମସ୍ୟା ନେଇ ' ଡୁମାଣୀ ଖବର ' କାଗଜରେ ବିସ୍ତୃତ ଭାବେ ଖବର ପ୍ରକାଶ ପାଇବା ପରେ ଜଣା ପଡିଥିଲା କି ଉକ୍ତ ରାସ୍ତା ଓ ବ୍ରୀଜ଼ କାମ ସକାଶେ 2023 - 24…

ଏମଆଇ, ଆରସିବି, ଜିଟି ସହ ୬ଟି ଦଳକୁ ଲାଗିଲା ଝଟକା

ନୂଆଦିଲ୍ଲୀ, : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍ ୧୮ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି, ଏହା ମେ ୧୭ରେ ଆରସିବି ବନାମ କେକେଆରରୁ ଆରମ୍ଭ ହେବୟ ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଏକ ଝଟକା ଦେଇଛି । ଦକ୍ଷିଣ ଆଫ୍ରିକା…

କଳ୍ପନା ବାହାରେ…ବିଶ୍ୱ ରେକର୍ଡ କଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ମୁମ୍ବାଇ, : ୨୦୨୪ରେ ଆଇସିସି ଟେଷ୍ଟ ଟିମରେ ନିଜ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିବା ଜାଡେଜା ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କଚ ପ୍ରଭାବିତ କରିପାରିଛନ୍ତି । ଭାରତୀୟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଐତିହାସିକ ରେକର୍ଡ କରିଛନ୍ତି । କ୍ରିକେଟ ଇତିହାସରେ ସେ ନୂଆ କୀର୍ତ୍ତିମାନର…

ସାହସୀ ସୈନିକଙ୍କ ସମ୍ମାନାର୍ଥେ ଦେଶର ବିଭିନ୍ନ ରେଳ ଷ୍ଟେସନ ଆଲୋକିତ

ଭୁବନେଶ୍ୱର,: ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ବୀରତ୍ୱକୁ ସମ୍ମାନ ଜଣାଇବା ପାଇଁ ସାରା ଦେଶର ରେଳ ଷ୍ଟେସନ ଓ ରେଳ ଭବନ ଗୁଡ଼ିକ ଆଲୋକିତ ହୋଇଥିଲା । ବୀର ସୈନିକମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଭାରତୀୟ ରେଳବାଇ ଏହି ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏହି…

ନିବେଶକଙ୍କ ପାଇଁ ଖୁସି ଖବର ; ଉପରମୁହାଁ ହେଉଛି ଭାରତୀୟ ସେୟାର୍ ବଜାର

ନୂଆଦିଲ୍ଲୀ, : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି । ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍ ବଦଳୁଥିବା ନଜର…

ଭାରତକୁ ବିଏସଏଫ୍ ଯବାନ ହସ୍ତାନ୍ତର କଲା ପାକିସ୍ତାନ

ଚଣ୍ଡିଗଡ, : ପାକିସ୍ତାନ ପ୍ରାୟ ୨୧ ଦିନ ପରେ ବିଏସଏଫ ଯବାନଙ୍କୁ ଆଜି ଭାରତୀୟ ସେନାକୁ ହସ୍ତାନ୍ତର କରିଛି । ଅନେକ ଥର ଫ୍ଲାଗ ମିଟିଂ ପରେ ଆଜି ପାକିସ୍ତାନ ବିଏସଏଫ ଯବାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା । ପଶ୍ଚିମବଙ୍ଗର ଯବାନ ପୂରନମ କୁମାର ସା ଏପ୍ରିଲ ୨୩ରେ ଭାରତ-ପାକିସ୍ତାନ…

ବ୍ରହ୍ମୋସର ସଫଳତାକୁ ନେଇ ସାରା ବିଶ୍ୱ ଚକ୍କିତ

ନୂଆଦିଲ୍ଲୀ, : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳତା ବିଶ୍ୱର ବହୁ ଦେଶକୁ ଚକିତ କରିଦେଇଛି । ଏହି ଅପରେସନରେ ଭାରତୀୟ ସେନା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଉପଯୋଗ କରି ପାକିସ୍ତାନର ସାଧାରଣ ଲୋକ କିମ୍ବା କୌଣସି ପ୍ରତିଷ୍ଠାନକୁ…

ଶତ୍ରୁର ପ୍ରତ୍ୟେକ ଆହ୍ୱାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍‌ ଯାତ୍ରାକୁ…

ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସଂପର୍କରେ ସୂଚନା ଦେଲେ ସେନା ମୁଖ୍ୟ

ନୂଆଦିଲ୍ଲୀ,: ସିଡିଏସଙ୍କ ସହିତ ତିନି ସେନା ମୁଖ୍ୟ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଆତଙ୍କବାଦ ବିରୁଦ୍ଧରେ ଭାରତର ସଫଳ ଅପରେସନ ସିନ୍ଦୂର ସଂର୍ପକରେ ସୂଚନା ଦେଇଛନ୍ତି । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଜେନେରାଲ୍ ଅନିଲ ଚୌହ୍ୱାନ, ସ୍ଥଳସେନା ପ୍ରମୁଖ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ,…