Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ବ୍ରହ୍ମପୁର ଷ୍ଟାଡ଼ିୟମ୍ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେବିକାଶ ହୋଇଛି ସତ କିନ୍ତୁ ଏହା କ୍ରୀଡ଼ାବିତ୍ଙ୍କ…
ବ୍ରହ୍ମପୁର, : ବ୍ରହ୍ମପୁର ଷ୍ଟାଡ଼ିୟମ୍ର ବିକାଶ ନାମରେ କ୍ରୀଡ଼ା ଭିତ୍ତିଭୂମିକୁ ନଷ୍ଟ କରାଯାଇଥିବା ଯୋଗୁଁ କ୍ରୀଡ଼ାବିତ୍ଙ୍କ ତାଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି| ଏକଦା ବ୍ରହ୍ମପୁର ଷ୍ଟାଡିୟମ୍ରେ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ରହୁଥିଲା। ଏବେ ଏହା ସ୍ବପ୍ନ ହୋଇଯାଇଛି।…
ମାର୍ଲବା ଘାଟିରେ ବସ୍ ଦୁର୍ଘଟଣା 25 ଆହତ
ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଇସ୍ପାତ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ବସ୍ ଟି ସବୁଦିନ ରାତ୍ର ସମୟରେ ସେହି ରାସ୍ତାରେ ଭୁବନେଶ୍ୱର କୁ ପାରଳାଖେମୁଣ୍ଡି ଯା ଆସ କରୁଥିଲେ…
କମିଶନରଙ୍କ ବାସଭବନ କଡ଼ରେ ଆଇ ଲଭ୍ ବ୍ରହ୍ମପୁର’ ଅବହେଳିତସେଗୁଡ଼ିକଭାଙ୍ଗିରୁଜି ନଷ୍ଟ ହୋଇଯାଉଛି
ବ୍ରହ୍ମପୁର : ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ପ୍ରମୁଖ ଛକରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ମଧ୍ଯ ପ୍ରତିଷ୍ଠା କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାରୁ ସେଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିଛି।…
୧୪ ବର୍ଷ ବୟସରେ ବାପାଙ୍କ ସହ ଧମାଲ କରିବେ ଯୁଗ ଦେବଗନ
ନୂଆଦିଲ୍ଲୀ, : ବଲିଉଡର ଲୋକପ୍ରିୟ ଷ୍ଟାର କିଡ୍ସମାନେ ନିଜ ମାଆ କିମ୍ବା ବାପାଙ୍କ ପରି ଅଭିନୟ ଜଗତରେ ନାମ କମାଉଛନ୍ତି । ନିକଟ ଅତୀତରେ, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନଙ୍କ ପରି ଷ୍ଟାରମାନେ ଫିଲ୍ମରେ…
ଆମ ମାନସିକ ଚେତନାରେ ଶ୍ରୀମନ୍ଦିରର ବାଇଶି ପାହାଚ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଶ୍ରୀମନ୍ଦିରର ବାଇଶି ପାହାଚରେ ଭରି ରହିଛି ଅନେକ ଦିବ୍ୟମହତ୍ୱ ଯାହା ଆମ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଭାବ ନଟେଇରେ ତେଲ ଲୁଣର ଟଣାଟଣି ଅଭାବୀ ସଂସାରକୁ ନେଇ ଯେତେବେଳେ ଜଣେ ହା ହୁତାଶ ହୋଇପଡ଼େ ସେ ଖୋଜିଥାଏ ମହାପ୍ରଭୁଙ୍କ କରୁଣା ବାରିଟିକିଏ ଆଉ…
କର୍ଣ୍ଣ-ନାସା-ଗଳା ଅସ୍ତ୍ରୋପଚାର ଓ ଦ୍ରୁତ ଆରୋଗ୍ୟ ପାଇଁ କିମସରେ ଲାଗିଲା ଅତ୍ୟାଧୁନିକ ମେସିନ
ଭୁବନେଶ୍ୱର, : କର୍ଣ୍ଣ- ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ଏକ ଅତ୍ୟାଧୁନିକ ସିଓଟୁ (ସିଓ୨) ମେସିନ୍ ଉଦ୍ଘାଟିତ ହୋଇଯାଇଛି । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ମେସିନ୍କୁ…
ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ୨୦ଟି କୋଚ୍ ସହିତ ଚଳାଚଳ କରିବ
ଭୁବନେଶ୍ୱର, : ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମଇ ମାସ ୧୬ ତାରିଖ ଠାରୁ ୨୨୮୯୫/୨୨୮୯୬ ପୁରୀ-ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯାଇ ୨୦ଟି କୋଚ୍…
ଦିଲ୍ଲୀ ଏମ୍ସରେ ନକ୍ସଲ ବିରୋଧୀ ଅପରେସନରେ ଆହତ ସୈନିକମାନଙ୍କୁ ଭେଟିଲେ ଅମିତ ଶାହ
ନୂଆଦିଲ୍ଲୀ,: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଟ୍ରମା ସେଂଟର ପରିଦର୍ଶନ କରିଛନ୍ତି । ସେ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କୁରାଗୁଟ୍ଟାଲୁ ହିଲ୍ସ (ଏମ୍ସ୍)ରେ ୨୧ ଦିନିଆ ନକ୍ସଲ ବିରୋଧୀ ଅଭିଯାନରେ ଆହତ…
ବଳବତ୍ତର ରହିବ ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି: ଜୟଶଙ୍କର
ନୂଆଦିଲ୍ଲୀ, : ପହଲଗାମ ନରସଂହାର ପରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଉପରେ ଭାରତ ସରକାର ରୋକ ଲଗାଇ ଦେଇଛନ୍ତି । ଏହା ଉପରେ ପୁଣି ବିଚାର କରିବାକୁ ପାକିସ୍ତାନ ଭାରତକୁ ଚିଠି ଲେଖିବାର ଦିନକ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । ପାକିସ୍ତାନ ସୀମା ପାର…
ପାକିସ୍ଥାନ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ, ତାହା ଆଇଏଇଏ ନେଇଯିବା ଉଚିତ: ରାଜନାଥ ସିଂହ
ଶ୍ରୀନଗର, : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ହେଉଛି ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରୁ ପଠାଯାଉଥିବା ଆତଙ୍କବାଦ ପ୍ରତି ଭାରତର ଏକ ଅଦ୍ଭୁତ ଏବଂ ଦୃଢ଼ ଜବାବ । ସେନାର ୧୫ କର୍ପସ ବାଦାମୀ ବାଗ…