Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ବ୍ରହ୍ମପୁର ପ୍ରତି ରେଳ ବିଭାଗର ବୈମାତୃକ ଓ ଉପେକ୍ଷିତ ମନୋଭାବ ପ୍ରଦର୍ଶନ କେବେ ଦୂର ହେବ
ବ୍ରହ୍ମପୁର -- ବ୍ରହ୍ମପୁର ସହର ଓ ଏହାର ରେଳ ଷ୍ଟେସନ ସର୍ବ ପୁରାତନ ୧୮୬୯ ମସିହାର ହୋଇଥିଲେ ମଧ୍ୟ ରେଳ ବିଭାଗର ସୁନଜରରୁ ବଞ୍ଚିତ ଥିବାରୁ ଏହା ଯେପରି ବିକଶିତ ହେବା କଥା ତାହା ହୋଇ ନପାରି ଏକ ସ୍ମାରକୀ ଷ୍ଟେସନ ରୂପେ ମୁକ ସାକ୍ଷୀ ହୋଇ ଛିଡା ରହିଛି। ଏହାର ସମସାମୟିକ ଗଢ଼ି ଉଠିଥିବା ଷ୍ଟେସନ…
ଜୀବନକୁ ବାଜି ଲଗାଇ କାଠ ପୋଲରେ ଯାତାୟାତ
ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲାର ପାହାଡ଼ ପର୍ବତ ଘେରା ଅନେକ ଗାଁକୁ ଆଜି ମଧ୍ୟ ଯାତାୟାତ ପାଇଁ ପକ୍କା ରାସ୍ତା ନାହିଁ । ଅନେକ ନଦୀର ଉତ୍ପରିସ୍ଥଳ କନ୍ଧମାଳ ଜିଲ୍ଲା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଆଉ ବର୍ଷା ଦିନରେ…
ବଡବାରବା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ସମର୍ଦ୍ଧନା ଉତ୍ସାବ
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତରଗତ ବଡବାରବା ଉଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ସ୍ବାଗତଂ ସମର୍ଦ୍ଧନା ଉଷାବ ପାଳନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବଡବାରବା ସରପଞ୍ଚ ରବି ଚନ୍ଦ୍ର ନାୟକ ପ୍ରଧାନ ଶିକ୍ଷୟତ୍ରୀ ଚନ୍ଦ୍ରିକା ନାୟକ ସମେତ…
ଚାଷଜମି ରୁ ଅଜଗର ଉଦ୍ଧାର କରି ଜଙ୍ଗଲ ବିଭାଗ କୁ ହସ୍ତାନ୍ତର କଲେ ଚାଷି
ଧର୍ମଗଡ ; କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେଞ୍ଜ କୋକସରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମ ର ଜଣେ ଚାଷୀ ବେଣୁଧର ଦଳପତି ଙ୍କ ଚାଷଜମି ରେ ଏକ ବିରାଟକାୟ ଅଜଗର ସାପ ଥିବା ନେଇ ଚାଷ ଜମି ରେ କାମ କରୁଥିବା ଶ୍ରମିକ ମାନେ ଗୁରୁବାର ସକାଳ ରେ ଦେଖିଥିଲେ। ପରେ ଚାଷି…
ଜାତୀୟ ମାଗାଜିନରେ କେଜିବିଭି ଛାତ୍ରୀ ବିଭୂତିଙ୍କ ସଫଳ କାହାଣୀ
ଭୁବନେଶ୍ୱର, ୨୩ା୭ : ଜାତୀୟସ୍ତରୀୟ ମାଗାଜିନ୍ରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ । ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନ୍ ରେ ପ୍ରକାଶ ପାଇବ । ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳ ସ୍ଥିତ କସ୍ତୁରବାଗାନ୍ଧୀ…
ଇଂଲଣ୍ଡରେ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍
ଚେଷ୍ଟର-ଲି-ଷ୍ଟ୍ରୀଟ୍, ୨୩ା୭ : ଇଂଲଣ୍ଡ ମାଟିରେ ଭାରତୀୟ ମହିଳା ଦଳ ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ ଜିତି ଇତିହାସ ରଚିଛି । ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ବିନିମୟରେ ୩୧୮ ରନ…
ଅବସର ଗ୍ରହଣ ପରେ କିମ୍ବଦନ୍ତୀ କ୍ରିକେଟର ଆନ୍ଦ୍ରେ ରସେଲଙ୍କୁ ଦିଆଗଲା ଗାର୍ଡ ଅଫ ଅନର
ଜାମାଇକା, ୨୩ା୭ : ୩୭ ବର୍ଷୀୟ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ଆଉ କେବେ ୱେଷ୍ଟଇଣ୍ଡିଜ ଜର୍ସିରେ ଦେଖିବାକୁ ମିଳିବ ନାହିଁ । ସେ ୨୨ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ଯେଉଁଠାରେ ରସେଲ ଏକ ଝଡ଼ମୟ ଇନିଂସ ଖେଳିଥିଲେ । ଏହା ସତ୍ତେ୍ୱ, ତାଙ୍କ ଦଳ ତାଙ୍କୁ ବିଜୟ…
ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ
ଭୁବନେଶ୍ୱର, 23/7: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ଓଡ଼ିଶା ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥାପିତ ଥିଲେ । ୨୦୦୬ ମସିହା ଆଇଏଏସ୍ ବ୍ୟାଚର…
ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର, 23/7: ବିଭିନ୍ନ କ୍ଷେତ୍ରରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ସମ୍ବର୍ଦ୍ଧିତ କରିଛନ୍ତି । ଚଳିତ ଜୁଲାଇ ୨୩ ତାରିଖ ଦିନ ରାଜଭବନରେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର…
ଓଡ଼ିଶା ଉଠା ଜଳସେଚନ ନିଗମର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ
ଭୁବନେଶ୍ୱର, 23/7: ବୁଧବାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓଡ଼ିଶା ଉଠା ଜଳ ସେଚନ ନିଗମ (ଓଏଲ୍ଆଇସି)ର ୨୦୯ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଯେଉଁସବୁ…