Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ହାଇଦ୍ରାବାଦ, : ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି । ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ…
ସରକାରୀ ଦରମାରେ ଅସନ୍ତୁଷ୍ଟ କଙ୍ଗନା
ମୁମ୍ୱାଇ, : ବଲିଉଡର କଣ୍ଟ୍ରୋଭର୍ସି କ୍ୱିନ୍ କଙ୍ଗନା ରାଣାୱତ । ଅଭିନୟ ପରେ ରାଜନୀତିରେ ପାଦ ଦେଇଛନ୍ତି । ଏବେ କୁଆଡେ ସେ ରାଜନୀତିକୁ ନେଇ ପଶ୍ଚାତାପ କରୁଛନ୍ତି । ବିଜେପି ସାଂସଦ ତଥା ଅଭିନେତ୍ରୀଙ୍କ ବୟାନକୁ ନେଇ ଏହି ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ, ରାଜନୀତିକୁ ନେଇ ସେ ଦେଇଥିବା…
ଯାତ୍ରୀ ସୁରକ୍ଷାରେ ସୁଧାର ପାଇଁ ରେଳ ବଗିରେ ଲାଗିବ ସିସିଟିଭି କ୍ୟାମେରା
ନୂଆଦିଲ୍ଲୀ, : ସବୁଟ୍ରେନ୍ ବଗିରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ପରୀକ୍ଷାମୂଳକ ଭାବରେଯାତ୍ରୀବାହୀ ଟ୍ରେନ ବଗିରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ…
୩ ଦିନରେ ୧୫ ହଜାର ଟଙ୍କା ମହଙ୍ଗା ହେଲା ସୁନା
ନୂଆଦିଲ୍ଲୀ : ଭାରତରେ ସୁନା ମୂଲ୍ୟ ୧୦ ଜୁଲାଇରୁ ୧୨ ଜୁଲାଇ ପର୍ଯ୍ୟନ୍ତ ଲଗାତାର ତିନି ଦିନ ବୃଦ୍ଧି ପାଇଛି । ଏହି ତିନି ଦିନରେ ୨୪ କ୍ୟାରେଟ୍ (୧୦୦ ଗ୍ରାମ) ସୁନାର ମୂଲ୍ୟ ୧୫,୩୦୦ ଟଙ୍କା ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଆମେରିକା ରାଷ୍ଟ୍ରପତି…
ହୂତୁ ହୁତୁ ହୋଇ ଯଳିଗଲା ପରିବା ଦୋକାନ, ଝିପ୍ ଝିପି ବର୍ଷା ରେ କିଭଳି ଜଳିପୋଡ଼ି ପାଉଁସ ହେଲା ଦୋକାନ କାରଣ ଅସ୍ପଷ୍ଟ
ପାରାଦ୍ଵୀପ:-ପାରାଦୀପର ବଡପଡିଆରେ ଥିବା ପରିବା ମାର୍କେଟ୍ରେ ଅଗ୍ନିକାଣ୍ଡ। ୬ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତି ସାଢେ ୩ଟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ପାରାଦୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ…
ଆଉ ଏକ ଲଘୁଚାପ: ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, : ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସଂଲଗ୍ନ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି…
ଧର୍ମଗଡ ସହରର ବିଭିନ୍ନ ସମସ୍ୟା ନେଇ ଏନଏସି ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟିଲା ଚେମ୍ବର ଅଫ କମର୍ସ
ଧର୍ମଗଡ, : ଧର୍ମଗଡ ଏନଏସି ରରେ ନୂତନ ଭାବେ ଯୋଗଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର। ଧର୍ମଗଡ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ବରେ ସଂଘର ଉପ ସଭାପତି ନରେଶ କୁମାର ଅଗ୍ରୱାଲ, ଯଶୋବନ୍ତ ମେହେର,ସମ୍ପାଦକ ଅତୁଲ୍ୟ ମେହେର, ଶ୍ରବଣ କୁମାର ଅଗ୍ରୱାଲ,…
ଘଟଣାକୁ ସରକାର ଗୁରୁତର ସହ ନେଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ବାଲେଶ୍ୱର ଏଫ୍ଏମ୍ ସ୍ୱୟଂଶାସିତ କଲେଜର ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣାରେ ଏବେ ରାଜନୀତି ତେଜିଛି । ଏନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳ ବିଜେଡି ନାରୀ ସୁରକ୍ଷା ଦାବି କରି ଶାସକଦଳ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ…
ବର୍ଷାରେ ଭାସିଗଲା କୁଚେଣ୍ଡି ନଦୀ କାଠ ପୋଲ, ଅଞ୍ଚଳବାସୀ ଗଢିଲେ ପୋଲୋ
ଫୁଲବାଣୀ, ୧୩ା୭: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଲୁଇସିଂ ପଞ୍ଚାୟତର ତଳ ଡାଙ୍ଗାଣାମ ନିକଟରେ ଥିବା କୁଚେଣ୍ଡି ନାଳର କାଠ ପୋଲ ଗତ ଲଗାଣ ବର୍ଷାରେ ଧୋଇ ହୋଇ ଯିବା ଫଳରେ ଅଞ୍ଚଳବାସୀ ଯାତାୟତର ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରତିବର୍ଷ ଏହି କୁଚେଣ୍ଡି ନଦୀରେ ଅଞ୍ଚଳବାସୀ କାଠ ପୋଲ…
ପୂର୍ତନ ବିଧାୟକ ଅଙ୍ଗଦ କହଁର ଚାଷ କାମ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା
ଫରିଙ୍ଗିଆ, ୧୩ା୭: କନ୍ଧମାଳ ଜିଲ୍ଲା ଚାରିଚାରି ଥର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧକ୍ଷ ପୁଣି ବିଧାୟକ । ରାଜ ନୀତିରେ ସୋପାନ ପରେ ସୋପାନ ଚଢି ସାରିବା ପରେ ମଧ୍ୟ ସେ ଛାଡ଼ିପାରି ନାହାନ୍ତି ନିଜ କୌଳିକ ବୃତ୍ତି । ବର୍ତ୍ତମାନ ଚାଷ କରି ନିଜ ପରିବାର ଚଳାଉଛନ୍ତି । ଏବେବି ନଙ୍ଗଳ ଧରି…