Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୩ା୭ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନୀତ କରିଛନ୍ତି । ସରକାରୀ ଓକିଲ ଉଜ୍ଜ୍ୱଳ ଦେବରାଓ ନିକମ, କେରଳର ବରିଷ୍ଠ ସମାଜସେବୀ ଏବଂ ଶିକ୍ଷାବିତ ସି. ସଦାନନ୍ଦନ ମାଷ୍ଟର, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ପ୍ରଖ୍ୟାତ…
ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର, ୧୩ା୭ : ଦିଲ୍ଲୀ ଗସ୍ତରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତାଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଯୋଗ ଦେଲି । ଏହି ଅବସରରେ ରାଷ୍ଟ୍ରପତି,…
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଜଗିବେ ୫୦ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱର, ୧୩ା୭: ରାଷ୍ଟ୍ରପତିଙ୍କ ଆଗମନ ପାଇଁ ରବିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ଓ ଅତିରିକ୍ତ କମିଶନର ନରସିଂହ ଭୋଳ ଏମ୍ସରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୦ ପ୍ଲାଟୁନ ଫୋର୍ସ…
ପିଇଓ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ରେ ବିଦାୟ ଦେଲେ ଦଣ୍ଡପାଟ ଅଞ୍ଚଳ ର ଜନ ପ୍ରତିନିଧି ଓ ଗ୍ରାମବାସୀ
ଧର୍ମଗଡ, : ଦୀର୍ଘବର୍ଷ ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ କରି ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖି ଚାକିରୀ କାର୍ଯ୍ୟକାଲ ସରିବା ପରେ ବିଦାୟ ସମ୍ବର୍ଦ୍ଧନା ରେ ପିଇଓ ଙ୍କୁ ଝୁରି ହେଉଛନ୍ତି ଗ୍ରାମବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଗଡ…
ବ୍ରହ୍ମପୁର ରେଲୱେ ଷ୍ଟେସନରୁ ୨ ଜଣକ ମୃତ ଦେହ ଉଦ୍ଧାର
ବ୍ରହ୍ମପୁର:-ବ୍ରହ୍ମପୁର ରେଳଷ୍ଟେସନ ପ୍ଲାଟଫର୍ମ ୪ ର ଫୁଟ ଓଭାର ବ୍ରିଜ ନିକଟରେ ଦୁଇ ଜଣଙ୍କ ମୃତ୍ୟୁ ଦେହ ଜିଆରପି ପୋଲିସ ଜବତ କରିଥିବା ଜଣା ପଡ଼ିଛି। ଜଣେ ମହିଳା ଏବଂ ଜଣେ ପୁରୁଷ ହୋଇଥିବା ସୂଚନା । ଜନଗହଳିପୂର୍ଣ୍ଣ ବ୍ରହ୍ମପୁର ରେଲୱେ ଷ୍ଟେସନ ରେ ପ୍ରତେକ ଦିନ ଯାତ୍ରୀ ମାନେ ନିଜ…
ଶରତ ମିଶ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳି ସଭା ସ୍ମୃତି କମିଟି ତରଫରୁ ଗଣ ଦୌଡ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ହିଞ୍ଜିଳିକାଟୁ : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ସ୍ବର୍ଗତ ଶରତ ମିଶ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳି ଦିବସ ରବିବାର ଦିନ ହିଞ୍ଜିଳିକାଟୁ ସ୍ଥିତ ମିନି ଷ୍ଟାଡ଼ିୟମ୍ ଠାରେ ପାଳନ କରାଯାଇଛି । ସକାଳ ସମୟରେ ମାରାଥନ ଦୌଡ଼ ପୂର୍ବାହ୍ନ ସମୟରେ…
5କୋଟିରୁ ଅଧିକା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ
ବ୍ରହ୍ମପୁର ରେସିଡେନ୍ସିଆଲ ପ୍ଲଟ ଦେବା ନାଁରେ ଦୁଇ ଶହରୁ ଅଧିକା ଲୋକଙ୍କ ଠାରୁ 5କୋଟିରୁ ଅଧିକା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ଗୋଷାଣୀନୂଆଗାଁର ଚେତନ କୁମାର ଚୌଧୂରୀ । ତାଙ୍କଠାରୁ ପ୍ରସ୍ତାବିତ…
ପ୍ରିୟଙ୍କା ପାରମ୍ପରିକ ଭାବେ ସୁନ୍ଦର ନଥିଲେ: ପ୍ରଯୋଜକ ସୁନୀଲ ଦର୍ଶନ
ମୁମ୍ବାଇ, : ପ୍ରିୟଙ୍କା ଚୋପ୍ରା ଆଜି ଜଣେ ବିଶ୍ୱସ୍ତରୀୟ ଆଇକନ୍ ପାଲଟିଛନ୍ତି । ସେ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି । ବଲିଉଡରୁ ଦୂରେଇ ଯିବା ପରେ ସେ ଅନେକ ହଲିଉଡ ଫିଲ୍ମ ଏବଂ ଧାରାବାହିକରେ ଅଭିନୟ କରିଥିଲେ । ସେଠାରେ ତାଙ୍କୁ ଖୁବ୍…
ଅମିତାଭଙ୍କ ପାଖରୁ ଟଙ୍କା ଉଧାର ନେଇଥିଲେ ରତନ ଟାଟା
ନୂଆଦିଲ୍ଲୀ, : ଭାରତର ରତ୍ନ ରତନ ଟାଟା । ତାଙ୍କ ମୃତ୍ୟୁକୁ ୯ ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ତାଙ୍କ ସହ ଜଡିତ କାହଣୀ ଏବେ ବି ଲୋକଙ୍କ ମଧ୍ୟରେ ଜୀବତ ରହିଛି । ଏମିତି ଏକ କାହାଣୀଟିଏ ବି ରହିଛି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ । ଅଭିନେତା ଥରେ କହିଥିଲେ ଯେ ରତନ ଟାଟା…
ରାହୁଲ ଗାନ୍ଧୀ ଚାଲି ନ ଜାଣି ବାଟର ଦୋଷ ଭଳି କଥା କହୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, : ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ । ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି…