Browsing Category

ମୁଖ୍ୟ ଖବର

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର। ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର। ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ…

ବିଶ୍ବର ସର୍ବକାଳୀନ ‌ଶ୍ରେଷ୍ଠ ଫୁଟବଲର୍ ମାରାଡୋନା ଆଉ ନାହାନ୍ତି

ବୋଏନସ୍‌ ଆଏରସ୍ : ବିଶ୍ବର ସର୍ବକାଳୀନ ‌ଶ୍ରେଷ୍ଠ ଫୁଟବଲର୍‌, ଆର୍ଜେଣ୍ଟିନାର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନା ଆଉ ନାହାନ୍ତି। ଫିଫା ବିଶ୍ବକପ୍‌ରେ ଦୁଇ ଦୁଇ ଥର ବିଂଶ ଶତାବ୍ଦୀର ଶ୍ରେଷ୍ଠ ଫୁଟବଲର୍‌ ପୁରସ୍କାର ବିଜେତା ମହାନ୍‌ ମାରାଡୋନାଙ୍କ ବୁଧବାର ରାତିରେ ୬୦ ବର୍ଷ ବୟସରେ…

ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ସର୍ବଭାରତୀୟ ଧର୍ମଘଟରେ ସାମିଲ୍

ଭୁବନେଶ୍ୱର : ଶ୍ରମ ବିରୋଧୀ ଶ୍ରମ ଆଇନ୍ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନ୍ର ପ୍ରତ୍ୟାହାର, ଦରଦାମ୍ ନିୟନ୍ତ୍ରଣ ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା, ସଂଖ୍ୟାଲଘୁ ଓ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବନ୍ଦ, ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆଦି ଦାବିରେ…

ସୋନୁ ସୁଦଙ୍କୁ ବଡ ଉପହାର, ପ୍ରବାସୀ ରୋଜଗାରରେ ୨୫୦ କୋଟି ଟଙ୍କା ନିବେଶ କରିବ ସିଙ୍ଗାପୁର କମ୍ପାନୀ ଟେମାସେକ୍

ନୂଆଦିଲ୍ଲୀ,୨୬|୧୧: ସିଙ୍ଗାପୁରର କମ୍ପାନୀ ଗୁଡ୍ ଓ୍ୱାର୍କର୍ ବଲିଉଡ୍ ଅଭିନେତା ସୋନୁ ସୁଦ ଓ ଧନ୍ଦାମୂଳକ ଶିକ୍ଷା ପ୍ରଦାନକାରୀ ସଂସ୍ଥା ସ୍କୁଲ୍ ନେଟ୍ ମିଳିତ ଭାବେ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି । ଗୁଡ୍ ଓ୍ୱାର୍କର ପ୍ରବାସୀ ଶ୍ରମିକଙ୍କ ରୋଜଗାର ଓ ତାଲିମ ପାଇଁ ୨୫୦ କୋଟି ଟଙ୍କା ନିବେଶ…

ଧର୍ମ ପରିବର୍ତ୍ତନ ନେଇ ୧୦ ପରିବାରକୁ ଚାପ ଓ ଧମକ,ଥାନାରେ ମାମଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଧର୍ମ ପରିବର୍ତ୍ତନ ନେଇ ୧୦ଗୋଟି ପରିବାରଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଗୋଷ୍ଠୀ ବିଭିନ୍ନ ଭାବେ ଚାପ ପ୍ରୟୋଗ ସହ ଧମକ ଚମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରାୟଗଡ ଲଙ୍ଗାସାହି ଗ୍ରାମରେ ୩୫ଗୋଟି ପରିବାର ଦୀର୍ଘ ବର୍ଷ ଧରି ବାସ…

ସର୍ଟସର୍କିଟରେ ୩ବଖରା ସହ ନଗଦ ୨ଲକ୍ଷ ଜଳିଗଲା

ପାରଳାଖେମୁଣ୍ଡି : ସର୍ଟସର୍କିଟ ଯୋଗୁଁ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଗୟଳଯୁବ ଗ୍ରାମରେ ସୁଦର୍ଶନ ରୟତଙ୍କ ୩ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ନଗଦ ୨ଲକ୍ଷ ଟଙ୍କା ସହ ସମସ୍ତ ଆବାସପତ୍ର ପୋଡି ଯାଇଛି । ଗତକାଲି ରାତ୍ର ଶୋଇଥିବା ବେଳେ ହଠାତ୍ ଘର ମଧ୍ୟରୁ ନିଆଁ ଓ ଧୁଆଁ ବାହାରି ଥିଲା ।…

କୁବେର IFS: ଡ୍ରାଇଭରଙ୍କ ଘରୁ ମିଳିଲା ୨୦ ଲକ୍ଷ

ଭୁବନେଶ୍ୱର: ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍ ପଚରାଉଚରା କରୁଛି। ତାଙ୍କୁ ମୁମ୍ବାଇରୁ ଭୁବନେଶ୍ୱରକୁ ଅଣାଯାଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ସେ ଏକ ଫ୍ଲାଟ୍ ରଖିଥିବା ଜଣାପଡ଼ିଛି। ଖାଲି ଏତିକି…

କାଳିଆର ଶେଷକୃତ୍ୟ ସମ୍ପନ୍ନ

ଫୁଲବାଣୀ: ଜଗାକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି କାଳିଆ। କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଭିତରୁ ଗତକାଲି କାଳିଆର ମୃତ୍ୟୁ ଘଟିଥିଲା। କାଳିଆର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଅନ୍ତ୍ୟେଷ୍ଟି କରାଯାଇଛି ।…

କଟକ ବାଦାମବାଡ଼ିରେ ଜଳିଗଲା ବସ୍‌

କଟକ: ବାଦାମବାଡିରେ ଏକ ଘରୋଇ ବସ୍‌ ଜଳି ଯାଇଥିବା ସୂଚନା ମିଳିଛି। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ କେଉଁ କାରଣ ପାଇଁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବସ୍‌ରେ ନିଆଁ ଲାଗିବା ସମୟରେ ବସ୍‌…

ଭାରତ ବନ୍ଦର ପ୍ରଭାବ

ଭଦ୍ରକ : ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଭାରତ ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆବାହନରେ ଏଆଇସିସିଟିୟୁ ବନ୍ଦ ପାଳନ କରୁଛି । ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଏଆଇସିସିଟିୟୁ ରାଜପଥ…