Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘଟଗାଁ ତାରିଣୀ ମନ୍ଦିରକୁ ୨୧୫ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଘଟଗାଁ, : ଘଟଗାଁ ତାରିଣୀ ମନ୍ଦିରକୁ ୨୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା\' ତାରିଣୀଙ୍କୁ ଦର୍ଶନ କରି ମା\'ଙ୍କର କୃପାଲାଭ କରିବାପରେ ମା’ଙ୍କ ମନ୍ଦିରର ଉନ୍ନତିକରଣ ନିମନ୍ତେ ୨୧୫ କୋଟି ଟଙ୍କାର ଅନୁଦାନ ଘୋଷଣା…
ବିଏସଏଫ କୋରାପୁଟ ସେକ୍ଟରର ୧୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି
କୋରାପୁଟ: ବିଏସଏଫ କ୍ୟାମ୍ପ ହେଲିପ୍ୟାଡରେ ସୀମା ସୁରକ୍ଷା ବଳ (ବିଏସଏଫ) କୋରାପୁଟ ସେକ୍ଟରର ୧୬ତମ ପ୍ରତିଷ୍ଠା ଦିବସ ତଥା ଆମ୍ବେଦକର ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସେକ୍ଟର ଡିଆଇଜି ସତ୍ୟବାନ ଖାଞ୍ଚି ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ମିଡିଆ ହାଉସ, ଦାମନଯୋଡିର ୪ର୍ଥ ବାର୍ଷିକୋତ୍ସବ
କୋରାପୁଟ : କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡି ଠାରେ ଗତ ୨୦୨୧ ମସିହାଠାରୁ ସ୍ଵୀକୃତି ଲାଭ କରିଥିବା ଗଣମାଧ୍ୟମ ସଂଗଠନ "ମିଡିଆ ହାଉସ୍ ଦାମନଯୋଡି" ତା'ର ୪ର୍ଥ ବାର୍ଷିକୋତ୍ସବ ପାଳନ କରିଛି । ସଭାପତି ନରସିଂହ ବ୍ରହ୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଲକୋ ର…
ବାବା ସାହେବ ଆମ୍ବେଦକରଙ୍କ 135 ତମ ଜୟନ୍ତୀ ଉତ୍ସବ ପାଳିତ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି
ଭଦ୍ରକ : ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ବରେଣ୍ୟ ଅତିଥି ନଳିନୀ କାନ୍ତ ମହାନ୍ତି, ମୁଖ୍ୟ ବକ୍ତା ବିଦ୍ୟାଧର ଜେନା, ସମ୍ମାନିତ ଅତିଥି ଶଶିକାନ୍ତ ଜେନା ପ୍ରମୁଖ ଯୋଗଦେଇ ବାବା…
ଭାରତ ରତ୍ନ ବାବା ସାହେବ୍ ଡକ୍ଟର ବି. ଆର୍. ଆମ୍ବେଦକର ଙ୍କ ର 135 ତମ ଜୟନ୍ତୀ ପାଳନ
ଭଦ୍ରକ : ଭାରତ ରତ୍ନ ବାବା ସାହେବ୍ ଡକ୍ଟର ବି. ଆର୍. ଆମ୍ବେଦକର ଙ୍କ ର 135 ତମ ଜୟନ୍ତୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଲୋକକବି ଜଗନ୍ନାଥ ପାଣିଙ୍କ ୧୯୦ତମ ଜୟନ୍ତୀ ସମାରୋହ
ଭଦ୍ରକ: କବି ତଥା ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣି ସଂଖ୍ୟାଧିକ ଓଡ଼ିଆ କାବ୍ୟ ଓ ଗୀତିନାଟ୍ୟ ରଚନା କରି ଓଡ଼ିଆ ସାରସ୍ବତ ଜଗତରେ ମଣି ସଦୃଶ ପ୍ରତିଭାତ ହୋଇଛନ୍ତି ବୋଲି ଲୋକକବି ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଭଦ୍ରକ ବ୍ଲକ ନଳାଙ୍ଗଠାରେ ତାଙ୍କର ୧୯୦ତମ ଜୟନ୍ତୀ ସମାରୋହରେ…
ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଓଡିଆ ପାରମ୍ପରିକ ଖାଦ୍ୟ କୁ ନେଇ ଖାଦ୍ୟ ମେଳା ଅନୁଷ୍ଠିତ।
କୋରାପୁଟ:କୋରାପୁଟ ପୂଜାରୀପୁଟ ସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲ ପରିସର ରେ ଓଡ଼ିଆ ପାରମ୍ପାରିକ ଖାଦ୍ୟ କୁ ନେଇ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଏଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ବିଶେଷ କରି ଓଡ଼ିଆ ପାରମ୍ପାରିକ ଖାଦ୍ୟ…
ଜାତୀୟ ୧୯ ବର୍ଷରୁ କମ ଯୁକ୍ତ ଦୁଇ ଫୁଟବଲ ପ୍ରତିଯୋଗିତାରେ ସରସ୍ବତୀ ବିଦ୍ୟାମନ୍ଦିର, ଦାମନଯୋଡ଼ିର ଦୁଇ ଜଣ ଛାତ୍ର
କୋରାପୁଟ : ସ୍କୁଲ ଗେମସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ୬୮ତମ ଜାତୀୟ ଫୁଟବଲ ପ୍ରତିଯୋଗିତା ମଣିପୁରର ଇମ୍ଫାଲ ଠାରେ ଚଳିତ ମାସ ୧୫ରୁ ୨୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶାଙ୍କ ଦ୍ୱାରା ଚୟନ ହୋଇ ୧୮ଜଣ ପ୍ରତିଯୋଗି…
ଓଡ଼ିଆ ପକ୍ଷ ପାଳନକୁ “ଫୁ” କରିଛି ଜିଲ୍ଲା ପ୍ରଶାସନ
କୋରାପୁଟ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳ ଦିବସ ପାଳନ ଅବସରରେ ଏପ୍ରିଲ ପହିଲାରୁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇ କର୍ମଚାରୀ…
ବର୍ଷା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ସମାରୋହ
କୋରାପୁଟ : ଦାମନଯୋଡ଼ିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ବର୍ଷା ସାହିତ୍ୟ ସଂସଦ'ର ବାର୍ଷିକ ସାରସ୍ୱତ ସମାରୋହ ରବିବାର ଦିନ ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଅତିଥି ନିରଞ୍ଜନ ସାମଲ,ଶ୍ରୀଜଗନ୍ନାଥଙ୍କ…