Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଟପାଡ଼ରେ ଟ୍ରାଫିକ ସମସ୍ୟା ପରିଷଦର ଅବହେଳା ଯୋଗୁଁ ରାସ୍ତା କଡ଼ରେ ମାଛବିକ୍ରି
କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ରେ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବଢି ଚାଲିଛି l ଗାନ୍ଧୀଛକ ଠାରୁ ଦୁଲପୁର ସାହି ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଚାରି ଚକିଆ ଯାନ ଦିନ ରାତି ପାର୍କିଙ୍ଗ ହୋଇ ରହୁଛି ଏବଂ ଦୁଲପୁର ସାହିରେ ଦୁଇଟି ବ୍ୟାଙ୍କ ଓ ଗୋଟିଏ ମନାପୁର…
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥା ଜାରି ରହିବ
ଭୁବନେଶ୍ୱର, : ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ସୁଧମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ସୁଧ ମୁକ୍ତ…
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ
ଭୁବନେଶ୍ୱର,: ରାଜ୍ୟରେ ସୃଷ୍ଟି ହୋଇଛି ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି । ୨,୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା…
ପ୍ରସିଦ୍ଧ ଶୈବପୀଠ ଗଙ୍ଗେଶ୍ୱର ଓ ଅନନ୍ତେଶ୍ୱର ଙ୍କ ପୀଠ ରେ ଶ୍ରଦ୍ଧା ଭକ୍ତିର ସହ ପାଟୁଆ ଓ ଝାମୁଯାତ୍ରାଅନୁଷ୍ଠିତ
ସାଲେପୁର / କଟକ ଜିଲ୍ଲାର ସାଲେପୁରର ମିର୍ଜାପୁର ପଞ୍ଚାୟତ ର ଗଙ୍ଗେଶ୍ୱରପୀଠ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱର ମହାଦେବ ଙ୍କ ପୀଠରେ ଚଳିତ ବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରା ର ଆଜି ସମାପ୍ତି ଘଟିଛି ।ପ୍ରତିବର୍ଷ…
ବୈପାରିଗୁଡାର ଜଙ୍ଗଲରେ ଥିବା ବୀରଖମ୍ବ ମନ୍ଦିରରେ ପୂଜା ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ୍ବ…
କୋରାପୁଟ : ବୈପାରିଗୁଡାର ବୀରଖମ୍ବ ମନ୍ଦିରରେ ପୂଜା ଚାଲିଥିବା ବେଳେ ହଠାତ ମହୁମାଛି ଆକ୍ରମଣ କରିବାରୁ ୩୦ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ ପୂଜକଙ୍କ ସମେତ ୧୨ ଜଣ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ବୈପାରିଗୁଡା ମେଡିକାଲରେ ଭର୍ତ୍ତି…
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି କୁ ନିଆ ଲଗେଇବା ଘଟଣାରେ କୋରାପୁଟ ବିଜୁ ଜନତା ଦଳର ପ୍ରତିବାଦ
କୋରାପୁଟ : ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି କୁ ନିଆ ଲଗେଇ ପୋଡିବା ଘଟଣା ରେ କୋରାପୁଟ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। କୋରାପୁଟ ବିଜୁଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରୁ ଏକ ରାଲି ବହାରି ବିଜୁ ଜନତା ଦଳର ନେତା କର୍ମୀ…
ତାରରେ ବିଲେଇ
କୋରାପୁଟ : ବିଶ୍ୱାସ ନ ହେଲେ ଭି ସତ । ବିଦ୍ୟୁତ ତାରରେ ବସି ଏଣୁ ତେଣୁ ଦେଖୁଚି ବିଲେଇ। ଯେଉ ବିଦ୍ୟୁତ ତାର ଛୁଇଲେ ବିପଦ ରହିଥାଏ କିନ୍ତୁ ସେଇ ବିଦ୍ୟୁତ ତାର ରେ ରେ ଆରମ ସେ ବସି ସମସ୍ତେ ଙ୍କୁ ଦେଖୁଚି ବିଲେଇ। ଟିକେ ଭି ଡର ଭୟ ନାହିଁ। ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ହେବ ବିଦ୍ୟୁତ ତାର…
ମା’ ମଙ୍ଗଳାଙ୍କ ଅନନ୍ୟ ଝାମୁଯାତ୍ରା
କାକଟପୁର,: ରାଜ୍ୟର ବିଭିନ୍ନ ଦେବଦେବୀ ପୀଠ ଏବଂ ଗାଁ ଠାକୁରାଣୀଙ୍କ ନିକଟରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ପାରମ୍ପରିକ ପ୍ରଥାନୁସାରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଛି । କିନ୍ତୁ ରାଜ୍ୟର ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ସ୍ଥାନ ପାଇଥିବା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’…
ପରିବାରେ ଗଞ୍ଜାମ ଜିଲ୍ଲା ଏକ ପ୍ରମୁଖ ବାଣିଜ୍ୟିକ ସ୍ଥଳୀ
ବ୍ରହ୍ମପୁର,: ବ୍ରହ୍ମପୁରରେ ଦୁଇ ମାସ ତଳେ ପରିବା ଦର ହୁ ହୁ ହୋଇ ବଢ଼ିଥିବା ବେଳେ ୫୦୦ ଟଙ୍କାରେ ବ୍ୟାଗ୍ ଭର୍ଭି ହେଉଥିଲା ଓ ବର୍ତ୍ତମାନ ୧୫ ଦିନ ହେବ ପରିବା ଦର ନିୟନ୍ତ୍ରଣାଧୀନ ରହିଛି । ୧୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ପରିବା ମିଳୁଛି ଓ ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ…
ଶିଳ୍ପାୟନର ତଦାରଖ କରିବ ଟାସ୍କଫୋର୍ସ: ପ୍ରକଳ୍ପ ଅଗ୍ରଗତି ଉପରେ ରଖିବ ନଜର
ଭୁବନେଶ୍ୱର,: ରାଜ୍ୟରେ ଶିଳ୍ପାୟନକୁ ଗତି ଦେବା ଲାଗି ଏକ ୧୭ ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରାଯାଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସର ଲକ୍ଷ୍ୟ ହେଉଛି ରାଜ୍ୟକୁ ଆସୁଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ବାସ୍ତବତାରେ ପରିଣତ କରିବା…